Latest Odisha News

BREAKING NEWS

Yearly Archives

2021

ଦିଲ୍ଲୀରେ ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ : ଆଜି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକ ଟ୍ରାକ୍ଟର ରାଲି କରିଥିଲେ । ରାଲିରେ ହୋଇଥିବା ହିଂସା ପରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଜି ରାତି ୧୨ଟା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ କରାଯାଇଛି । ଦିଲ୍ଲୀର ଉତ୍ତର ଜିଲ୍ଲା ଆଡକୁ…

ହନୁମାନ ପଇସା ଠକେଇ ଅଭିଯୋଗରେ ୭ ଗିରଫ

ବ୍ରହ୍ମପୁର: ହନୁମାନ ମୁଦ୍ରା କାରବାର କରି ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ବଡବଜାର ପୋଲିସ ୭ ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା, ଦୁଇଟି ମୋଟର ସାଇକେଲ, ମାଗ୍ନେଟ୍‌, ସ୍ପିରିଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ପୋଲିସ ଠାରୁ ମିଳିଥିବା ସୂଚନା…

ଚାଷୀଙ୍କ ଉପଦ୍ରବକୁ ନେଇ ପୁଣି ବର୍ଷିଲେ କଙ୍ଗନା; କହିଲେ ଆନ୍ଦୋଳନକୁ ସମର୍ଥନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ତିନୋଟି କେନ୍ଦ୍ରୀୟ କୃଷି ଆଇନ ରଦ୍ଦ କରିବାକୁ ଦାବି କରି ମଙ୍ଗଳବାର ଦିନ ୬୨ ଦିନ  ହେବ କୃଷକମାନଙ୍କର ପ୍ରଦର୍ଶନ ଜାରି ରହିଥିଲା। ଜାନୁଆରୀ ୨୬ରେ, କୃଷକମାନେ ଦିଲ୍ଲୀରେ ଏକ ଟ୍ରାକ୍ଟର ରାଲି କରିଥିଲେ, ଯେଉଁଥିପାଇଁ ସେମାନଙ୍କୁ ପୂର୍ବରୁ ରୁଟ ଯୋଗାଇ ଦିଆଯାଇଥିଲା। କିନ୍ତୁ…

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ଗୁରୁତର 

ତେଲକୋଇ : ଜମିବାଡ଼ି ବିବାଦରୁ ହାତାହାତି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଗୁରୁତର ଆହତ ହୋଇଛନ୍ତି । ତେଲକୋଇ ଥାନା ଅନ୍ତର୍ଗତ ମାର୍ଦ୍ଦା ଗାଁରେ ଏହି ଘଟଣା ଘଟିଛି ।  ସୂଚନା ଅନୁସାରେ, ନାରଣ ମହାନ୍ତଙ୍କ ଘର ବାଡିରେ ଗାଁର ନିଧି ପ୍ରଧାନ ତାଙ୍କୁ ଟାଙ୍ଗିଆରେ ବାରମ୍ବାର ଆକ୍ରମଣ…

ଜାତିସଂଘ ସଂସ୍କାରରେ ଅଯଥା ବିଳମ୍ବକୁ ଭାରତର ସମାଲୋଚନା; ସ୍ୱଚ୍ଛ ଆଲୋଚନା ପାଇଁ ଆହ୍ୱାନ

ନୂଆଦିଲ୍ଲୀ: ଜାତିସଂଘର ସଂସ୍କାର ପାଇଁ ଆନ୍ତରିକ ବୁଝାମଣାର ଅଯଥା ବିଳମ୍ବକୁ ଭାରତ ସମାଲୋଚନା କରିଛି ଏବଂ ବିଶ୍ବ ସଂସ୍ଥା ତଥା ସୁରକ୍ଷା ପରିଷଦରେ ସମସାମୟିକ ଆହ୍ୱାନର ମୁକାବିଲା କରିବାରେ ସକ୍ଷମ ହେବା ପାଇଁ ଅଧିକ ଖୋଲା ଏବଂ ସ୍ୱଚ୍ଛ ଆଭିମୁଖ୍ୟ ଆହ୍ୱାନ କରିଛି। ସମାନ ପ୍ରତିନିଧିତ୍ୱ ତଥା…

ଚାନ୍ଦବାଲିରୁୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଧଳା ଜହର ଜବତ

ଭଦ୍ରକ: ଚାନ୍ଦବାଲି ରୋଡରୁ ଆଜି ଏସଟିଏଫ୍ ପ୍ରାୟ ୧ କିଲୋ ୧୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯ।।ହାର ଆନୁମାନିକ ମୂଲ୍ୟ ଏକ କୋଟି ୧୪ ଲକ୍ଷ ଟଙ୍କା ହେବ । ଏଥି ସହ ଜଣେ ଅଭିଯୁକ୍ତ ମୀର୍ ମିନାଜକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ମୀର୍ ଦୀର୍ଘ ଦିନ ହେବ ଚାନ୍ଦବାଲି ଅଂଚଳରେ…

ବ୍ରହ୍ମପୁରରେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ 

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ । ଜିଲ୍ଲା ସଦର ଥାନା ପକ୍ଷରୁ ସୁକୁଣ୍ଡା ଗାଁରେ ଚଢାଉ କରାଯିବା ବେଳେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ନକଲି କୋଲ୍ଡ ଡ୍ରିଙ୍କସ୍ ଜବତ କରିଛି ପୋଲିସ । ଏହାସହ ଲକ୍ଷ…

ବାଇଡେନ ପ୍ରଶାସନ ଅଧୀନରେ ଚୀନ୍ ଉପରେ ନୂଆ ଚାପ; ଆମେରିକା-ଚୀନ୍ ମଧ୍ୟରେ ଜାରି ରହିବ ବାଣିଜ୍ୟ ଯୁଦ୍ଧ

ବେଜିଂ: ବାଇଡେନ ପ୍ରଶାସନ ଅଧୀନରେ ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ମଧ୍ୟ ଜାରି ରହିବ। ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ ବର୍ତ୍ତମାନ ଚୀନ୍ ପ୍ରସଙ୍ଗରେ କୌଣସି ଦୃଷ୍ଟି ଦେବେ ନାହିଁ କାରଣ ସେ କରୋନା ଭୂତାଣୁ ଏବଂ ଅର୍ଥନୀତି ଉପରେ ଧ୍ୟାନ ଦେବାକୁ…

ବାଲିପାଟଣାରୁ ଗୋ ମାଂସ ଜବତ

ଭୁବନେଶ୍ୱର : ବାଲିପାଟଣା ଥାନା ସାହେବନଗର ଗାଁରୁ ବିପୁଳ ପରିମାଣର ଗୋ ମାଂସ ଜବତ ହୋଇଛି। ଏହି ମାଂସ ବାହାରକୁ ପଠାଇବା ପାଇଁ ପ୍ୟାକିଂ କରି ରଖାଯାଇଥିଲା । ଗାଡିରେ ଏହା ରଖାଯାଉଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲା ଫିରୋଜ ଅଲ୍ଲୀ ଖାନ…

ଜାତୀୟ ପତାକା ଉତ୍ତୋଳନ ସହ ଆରମ୍ଭ ହେଲା ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ କାର୍ଯ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ମସ୍‌ଜିଦ୍‌ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ମସଜିଦ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହାସହ ବୃକ୍ଷରୋପଣ ମଧ୍ୟ କରାଯାଇଛି । ‘ଇଣ୍ଡୋ-ଇସ୍‌ଲାମିକ୍‌ କଲ୍‌ଚରାଲ୍‌ ଫାଉଣ୍ଡେସନ୍‌’…