Latest Odisha News

BREAKING NEWS

Yearly Archives

2021

ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ ‘contours of my life’ ଉନ୍ମୋଚିତ

ଭୁବନେଶ୍ବର : ଉନ୍ମୋଚିତ ହୋଇଛି ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ contours of my life । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଓଡିଶୀ ନୃତ୍ୟ, ସଙ୍ଗୀତ, ବିଜ୍ଞାନ, ଗବେଷଣା, ନାରୀ ସ୍ବାଧୀନତା ତଥା ସମସାମୟିକ ଘଟଣାବଳୀ ଉପରେ…

ମୟୂରଭଞ୍ଜରୁ ବଜ୍ରକାପ୍ତା ଉଦ୍ଧାର, ଜଣଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ-ନାଲଦା ରାସ୍ତାର ମହୁଲଦିଆ ନିକଟରୁ ଜବତ ହୋଇଛି ଜୀବନ୍ତ ବଜ୍ରକାପ୍ତା । ବିକ୍ରି ପାଇଁ ଅଣା ଯାଇଥିବା ବଜ୍ରକାପ୍ତାକୁ ଉଦ୍ଧାର କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସଟିଏଫ୍ ଚଢ଼ାଉ କରି ବଜ୍ରକାପ୍ତା…

ବାହାଘର ଭୋଜି ଖାଇ ୪୦ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତି

ରାଉରକେଲା : ବିବାହ ଭୋଜି ଖାଇ ୪୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି ।ଆଜି ରାଉରକେଲା ବାସନ୍ତୀ କଲୋନୀ ନିକଟସ୍ଥ ହରିପୁର ବସ୍ତିରେ ଏପରି ଅଘଟଣ ଘଟିଛି ।ସୂଚନା ଅନୁସାରେ ହରିପୁର ବସ୍ତିରେ ଜଣେ ବ୍ୟକ୍ତିଙ୍କ ପୁଅ ଗତ କିଛି ଦିନ ପୂର୍ବରୁ ବିବାହ କରିଥିଲେ । ଗତକାଲି ସେ ନିଜର ରିସେପସନ ଭୋଜି…

ନଭେମ୍ବର ୩୦ ସୁଦ୍ଧା ଗ୍ୟାସ୍‌ ଦର ନକମିଲେ ଆନ୍ଦୋଳନ ଜୋରଦାର ହେବ‌ : ବିଜେଡି

ଭୁବନେଶ୍ୱର : ଦର ଦାମ୍ ବୃଦ୍ଧି ନେଇ ପୁଣି କେନ୍ଦ୍ରକୁ ଟାର୍ଗଟ କଲା ବିଜେଡି । ନଭେମ୍ବର ୩୦ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ବିଜେଡି । ଗତ ୭ ବର୍ଷରେ ଦର ୪୧୪ ଟଙ୍କାରୁ ୯୩୦ ଟଙ୍କାରେ ପହଁଚିଛି ।ପ୍ରତ୍ୟେକ ଜିନିଷ ଦର ବଢୁଥିବାରୁ ସାଧାରଣ ଜନତା ବହୁ…

ଶୁଭମନ, ଶ୍ରେୟାଶ, ଜାଡେଜାଙ୍କ ଅର୍ଦ୍ଧଶତକ: ଭାରତ ୨୫୮/୪

କାନୁପର: ପଦାର୍ପଣ ମ୍ୟାଚ ଖେଳୁଥିବା ଶ୍ରେୟାଶ ଆୟାର (୭୫ ନଟଆଉଟ) ଓ ରବୀନ୍ଦ୍ର ଜାଡେଜା(୫୦ ନଟଆଉଟ)ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ୪ ଉଇକେଟ ବିନିମୟରେ ୨୫୮ ରନ ସଂଗ୍ରହ କରିନେଇଛି । ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ…

ପାକିସ୍ତାନରୁ ଆସିଥିଲା ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଥିବା ହତ୍ୟା ଧମକ ଖୁଲାସା ହୋଇଛି । ପାକିସ୍ତାନରୁ ଗୌତମଙ୍କ ପାଖକୁ ମେଲ୍ ଜରିଆରେ ଧମକ ଆସିଛି ବୋଲି ଜଣାପଡିଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଆଇଏସ୍ଆଇଏସ୍ କାଶ୍ମୀର ତାଙ୍କୁ ଜୀବନରୁ ମାରିଦେବାକୁ…

ସମୁଦ୍ରରେ ବରଫ ଜମିଯିବା ଯୋଗୁ ଅଟକି ରହିଛି ୨୪ ଜାହାଜ

ମସ୍କୋ:ଆର୍କଟିକ ସମୁଦ୍ର ଦେଇ ୟୁରୋପ ଓ ଏସିଆରେ ପଂହଚିବା ସ୍ୱପ୍ନ ଦେଖୁଥିବା ରୁଷିଆକୁ ଗୁରୁବାର ଶକ୍ତ ଝଟକା ଲାଗିଛି । ରୁଷର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଆର୍କଟିକ ସମୁଦ୍ରରେ ଅନୁମାନ ପୂର୍ବରୁ ବରଫ ଜମିଯାଇଛି । ଫଳରେ ୨୪ ଜାହାଜ ଏଠାରେ ଫସିଯାଇଛି । ପରସ୍ଥିତି ଅଣାୟତ…

ମେଡ଼ିକାଲ କଲେଜରେ ୬୬ଜଣ ଛାତ୍ରଛାତ୍ରୀ କୋଭିଡ଼୍ ସଂକ୍ରମିତ

କର୍ଣ୍ଣାଟକ: ସମଗ୍ର ଦେଶରେ ସ୍କୁଲ, କଲେଜ ଖୋଲିବା ଆରମ୍ଭ ହେବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ଼୍ ସଂକ୍ରମିତ ସଂଖ୍ୟା ବଢ଼ୁଛି । କର୍ଣ୍ଣାଟକରେ ଏସଡ଼ିଏମ ମେଡ଼ିକାଲ କଲେଜରେ ୬୬ଜଣ ଛାତ୍ରଛାତ୍ରୀ କୋଭିଡ଼୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଚିନ୍ତା…

ଭାରତୀୟ ବାୟୁସେନା ଫ୍ରାନ୍ସଠାରୁ ଆଣିଲା ମିରାଜ-୨୦୦୦ ଲଢୁଆ ବିମାନ

ଦିଲ୍ଲୀ : ଶତ୍ରୁକୁ ଟକ୍କର ଦେବା ପାଇଁ ଭରତୀୟ ସେନାର ପ୍ରସ୍ତୁତି ଆରମ୍ଭ । ଫ୍ରାନ୍ସ ବାୟୁସେନାରେ ପୂର୍ବରୁ ବ୍ୟବହାର ହୋଇଥିବା ଦୁଇଟି ମିରେଜ ୨୦୦୦ ଲଢୁଆ ବିମାନ ଗୁରୁବାର ଭାରତରେ ପହଁଚିଛି ।ଏହି ବିମାନ ଗ୍ୱାଲିଅର ଏୟାରବେସରେ ପହଁଚିଛି । ତେବେ ବାୟୁସେନାରେ ସାମିଲ କରିବା ପୂର୍ବରୁ…

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବାଲିପାଟଣା : ରାସ୍ତା ମଝିରେ ହଟହଟା ହେଲେ ସାଂସଦ ଅପରାଜିତା ଷଡଙ୍ଗୀ । ବାଲିପାଟଣା ଥାନା ସିରିପୁର ଛକ ନିକଟରେ ସାଂସଦ ଅପରାଜିତା ସଷଙ୍ଗୀଙ୍କ ଗାଡକୁ କଂଗ୍ରେସ କର୍ମୀ ମାନେ ଅଣ୍ଡାମାଡ କରିଛନ୍ତି ।ଏଥିସହ ସାଂସଦଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀମାନେ । ବନମାଳିପୁରରେ ଏକ…