Latest Odisha News

BREAKING NEWS

Yearly Archives

2021

ଭଲ ପାଇବାର ବର୍ଷ ୨୦୨୧

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ "ସଂସ୍କୃତି ସଂସ୍କୃତି "ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଏକ ମିଳନୀ ସମାରୋହ "ଭଲ ପାଇବାର ବର୍ଷ ୨୦୨୧" ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ବହୁ ସାଧୁ ସନ୍ଥ ଓ କଳାକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉତ୍ସବରେ କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ…

ଆସନ୍ତୁ ଜାଣିବା କେଉଁ କାରଣ ନେଇ ତୁର୍କୀର ମୁସଲିମ ଧାର୍ମିକ ନେତା ଅଦନାନକୁ ଦିଆଗଲା ୧୦୭୫ ବର୍ଷର ଜେଲ୍ ଦଣ୍ଡାଦେଶ

ଇସ୍ତାନବୁଲ : ତୁର୍କୀର ମୁସଲିମ ଧାର୍ମିକ ନେତା ଅଦନାନ ଓକତାରଙ୍କୁ ଭିନ୍ନ ଭିିନ୍ନ ଅପରାଧ ପାଇଁ ସ୍ଥାନୀୟ କୋର୍ଟ ୧୦୭୫ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି । ୨୦୧୮ରେ ସେ ଗିରଫ ହୋଇଥିଲେ । ସେ ଲୋକଙ୍କୁ କଟ୍ଟରପନ୍ଥୀ ହେବା ପାଇଁ ଉସୁକାଉଥିଲେ । ସେ ୧୦୦୦ ଗାର୍ଲଫ୍ରେଣ୍ଡଙ୍କ ସହ ମୌଜ ମସ୍ତିରେ…

ଟିକାକରଣର ପ୍ରଥମ ଯୋଗାଣ ଆମ ପାଇଁ ଏକ ଐତିହାସିକ ମୂହୁର୍ତ୍ତ; ଆଦର ପୁନାୱାଲା

ପୁଣେ: କୋଭିଶିଲ୍ଡ ଟିକାକରଣର ପ୍ରଥମ ଯୋଗାଣକୁ ଏକ ଐତିହାସିକ ମୂହୁର୍ତ୍ତ ଭାବରେ ବର୍ଣ୍ଣନା କରି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଦେଶର ପ୍ରତ୍ୟେକ ମଣିଷକୁ ଏହି ଟିକା ଯୋଗାଇବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। SII ର ସିଇଓ କହିଛନ୍ତି ଯେ ଘରୋଇ ବଜାରରେ ଟିକା…

ଯୁଆଡେ ଦେଖ ସବୁ ନକଲି, ରାଜଧାନୀରୁ ନକଲି ଘିଅ କାରଖାନା ଠାବ

ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣରେ ନକଲି ଘିଅ ଜବତ ହୋଇଛି । କଟକରୁ ଲଗାତାର ନକଲି ଖାଦ୍ୟ ସାମଗ୍ରୀ ଜବତ ହେବା ପରେ ଏବେ ଭୁବନେଶ୍ବରରୁ ଭେଜଲ ଘିଅ କାରଖାନା ଠାବ କରିଛି ପୋଲିସ । ତ୍ରିଲୋଚନ ବିହାରରେ ଏୟାର ଫିଲ୍ଡ ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ୍ ଚଢାଉ କରି ବିପୁଳ ପରିମାଣର…

ଶୀତ ସହିପାରୁ ନାହାନ୍ତି ଚୀନ ସେନା, ଲଦାଖ ସୀମାରୁ ପଛଘୁଂଚା ଦେଲେ ୧୦ ହଜାର ସୈନ୍ୟ

ଲେହ: ଭାରତୀୟ ସେନା ଲଦାଖର ହାଡଭଙ୍ଗା ଶୀତରେ ଦେଶ ପାଇଁ ପ୍ରାଣ ଲଗାଇ ଜଗିଛନ୍ତି । ମାତ୍ର ଚୀନ ସେନା ପୂର୍ବ ଲଦାଖରେ ଏହି ଥଣ୍ଡା ସାମ୍ନା କରିପାରି ନାହାନ୍ତି । ଫଳରେ ବାଧ୍ୟହୋଇ ପିଏଲଏ ୧୦ ହଜାର ସୈନ୍ୟଙ୍କୁ ଏଲଏଏସିରୁ ୨୦୦ କିଲୋମିଟର ପଛକୁ ପଠାଇବାକୁ ବାଧ୍ୟ ହୋଇଛି । ତଥାପି ଏବେ ବି ୪୦୦୦୦…

ବାର୍ଡ ଫ୍ଲୁ ପ୍ରସଙ୍ଗ; ବିଜେପିକୁ ଶିବସେନାର ସିଧାସଳଖ ଟାର୍ଗେଟ୍‌

ନୂଆଦିଲ୍ଲୀ: ଶିବସେନା ମଙ୍ଗଳବାର ବିଜେପିକୁ ନିନ୍ଦା କରିବା ସହ ଦେଶରେ ବାର୍ଡ ଫ୍ଲୁ ବ୍ୟାପିବା ପଛରେ କୌଣସି ପାକିସ୍ତାନୀ, ଖାଲିସ୍ତାନୀ କିମ୍ବା ନକ୍ସଲଙ୍କ ହାତ ଅଛି କି ବୋଲି ପ୍ରଶ୍ନ କରିଛନ୍ତି। ଶିବସେନା ଦର୍ଶାଇଛନ୍ତି ଯେ ଏହି ବିରୋଧ ପଛରେ ବିଜେପି ନେତାମାନେ କୃଷକଙ୍କ ଆନ୍ଦୋଳନକୁ…

ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଛନ୍ତି  ସୁପ୍ରିମକୋର୍ଟ। ଏପରିକି ଆଗାମୀ ନିର୍ଦ୍ଦେଶ ନଆସିବା ଯାଏଁ ଏହା ବଳବତ୍ତର ରହିବ। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏହି ବେଞ୍ଚ କୃଷି ଆଇନ ଉପରେ ଶୁଣାଣି କରି ଏକ କମିଟି ମଧ୍ୟ ଗଠନ କରିଛନ୍ତି। ଯେଉଁମାନେ…

କୋଭିଡ-୧୯ ଉତ୍ପତ୍ତିର ଅନୁସନ୍ଧାନ ପାଇଁ ‘ହୁ’ର ପ୍ରୟାସ ଜାରି; ଜାନୁଆରୀ ୧୪ରେ ଚୀନ୍‌କୁ ଉଡାଣ ଭରିବେ…

ବେଜିଂ: ଚୀନ୍ କହିଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଶେଷଜ୍ଞ ଦଳ ଜାନୁଆରୀ ୧୪ରେ ସିଙ୍ଗାପୁରରୁ ଉହାନ୍ ସହରକୁ ଉଡ଼ିବେ ଏବଂ କୋଭିଡ-୧୯ ର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରିବେ। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଭିଆନ୍ ଏହି ସୂଚନା ବାଣ୍ଟିଛନ୍ତି। ଏହାପୂର୍ବରୁ ସୋମବାର…

କର୍ଣ୍ଣାଟକରେ ପହଞ୍ଚିଲା କୋଭିଡ-୧୯ ଟିକାକରଣର ପ୍ରଥମ ସାମଗ୍ରୀ

ନୂଆଦିଲ୍ଲୀ: କୋଭିଡ-୧୯ ଟିକାକରଣର ପ୍ରଥମ ସାମଗ୍ରୀ ମଙ୍ଗଳବାର ଦିନ କର୍ଣ୍ଣାଟକରେ ପହଞ୍ଚିଛି ଏବଂ କର୍ଣ୍ଣାଟକ ସରକାର କହିଛନ୍ତି ଯେ ଟିକାକରଣ ଅଭିଯାନକୁ ସ୍ୱଚ୍ଛ ଉପାୟରେ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସରକାରୀ ସୂତ୍ର ଅନୁଯାୟୀ, ଟିକା ନେଇଥିବା ବିମାନ ଏଠାରେ ଥିବା କେମ୍ପେଗୋଡା…

ଜାତୀୟ ଯୁବ ଦିବସ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କୁ ମନେ ପକାଇଲେ କଙ୍ଗନା

ନୂଆଦିଲ୍ଲୀ: ୧୨ ଜାନୁଆରୀରେ ଜାତୀୟ ଯୁବ ଦିବସ ପାଳନ କରାଯାଏ। ଏହି ଦିନ ସ୍ୱାମୀ ବିବେକାନନ୍ଦ ଜନ୍ମ ହୋଇଥିଲେ। ସେ ସର୍ବଦା ଯୁବପିଢିଙ୍କ ପ୍ରେରଣା ହୋଇଆସିଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନରେ ସମସ୍ତେ ତାଙ୍କୁ ସ୍ମରଣ କରୁଛନ୍ତି। ବଲିଉଡର ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ତାଙ୍କୁ…