Latest Odisha News

BREAKING NEWS

Yearly Archives

2021

ସାଇନା ନେହୱାଲଙ୍କ କରୋନା ପଜିଟିଭ ରିପୋର୍ଟ ଭୁଲ୍!

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କର କରୋନା ଟେଷ୍ଟ ରିପୋର୍ଟ ଭୁଲ୍ ଥିବା ନେଇ ସୂଚନା ମିଳିଛି। ସାଇନା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଥାଇଲ୍ୟାଣ୍ଡ ଗସ୍ତରେ ଥିବା ବେଳେ ମଙ୍ଗଳବାର ଦିନ ସେ ପଜିଟିଭ ଚିହ୍ନଟ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ…

ମୁମ୍ବାଇ ମୁଚ୍ଛଡ ପାନଦୋକାନୀକୁ ଗିରଫ କଲା ଏନସିବି

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କରୋବାର ଯାଂଚ କରୁଥିବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ମଙ୍ଗଳବାର ବଡ ସଫଳତା ହାସଲ ହୋଇଛି । ମୁମ୍ବାଇର ମୁଚ୍ଛଡ ପାନଦୋକାନୀ ଭାବେ ନାମ କମାଇଥିବା ରାମଶଙ୍କର ତିୱାରୀକୁ ଏନସିବି ଗିରଫ କରିଛି । ତିୱାରୀଙ୍କ କେମ୍ପ୍ସ କର୍ଣ୍ଣର ଦୋକାନରୁ…

୨୧ ସ୍ୱାଗତମ ୨୧ ଅନଲାଇନ କଳା ଶିବିର ଉଦଯାପିତ

ଭୁବନେଶ୍ୱର: ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ୨୧ ସ୍ୱାଗତମ ୨୧ ଶୀର୍ଷକ ଚାରି ଦିନିଆ ଅନଲାଇନ କଳା ଶିବିର ଶେଷ ଦିନରେ ୱେବିନାର ଜରିଆରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଦସ୍ୟ କେବଶ ବର୍ଣ୍ଣୋତି ପରିଚାଲନା କରିଥିଲେ । ଇଷ୍ଟର୍ଣ୍ଣ…

ଅଲିଭ ରିଡଲେ ଦେହରେ ଲାଗିବ ଟ୍ୟାଗ୍‌

ବ୍ରହ୍ମପୁର: ଚଳିତ ବର୍ଷ ଅଲିଭ ରିଡଲେ କଇଁଛଙ୍କ ଦେହରେ ଟ୍ୟାଗ୍ ଲଗାଯିବ । ଫଳରେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ। ମୋଟ ୩୦ହଜାର ଅଲିଭ ରିଡଲେ କଇଁଛଙ୍କ ଦେହରେ ଟ୍ୟାଗିଂ ହେବ ବୋଲି ଜଣାପଡିଛି । ଋଷିକୁଲ୍ୟା ମୁହାଣରେ ବନ ବିଭାଗ ଓ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ମିଳିତ…

ଏଠି ଭଗବାନଙ୍କ ସହିତ କୁକୁର ବି ଦେଉଛି ଭକ୍ତଙ୍କୁ ଆଶୀର୍ବାଦ

ନୂଆଦିଲ୍ଲୀ: କୁକୁରକୁ ଏହି ଦୁନିଆର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବରେ ବିବେଚନା କରାଯାଏ। ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। କିନ୍ତୁ ଆପଣ କେବେ କୁକୁର ଆଶୀର୍ବାଦ ଦେଉଥିବା ଦେଖିଛନ୍ତି କି? ଏହି ସ୍ଥାନ‌ରେ କୁକୁର ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥାଏ। ମହାରାଷ୍ଟ୍ରର…

ତୁତାନଖାମୁନଙ୍କ କବରକୁ ନ ଛୁଇଁବା ପାଇଁ କହିଲେ ସ୍ଥାନୀୟ ବାସିନ୍ଦା, ଭୟଙ୍କର ବିପଦ ଆସିବ

କାଇରୋ: ପ୍ରାଚୀନ ମିଶରର ରହସ୍ୟମୟ ରାଜା ତୁତାନଖମୁନଙ୍କ କବରକୁ ପ୍ରଥମ ଥର ପାଇଁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ନେବା ପାଇଁ ଯୋଜନା ଚାଲିଛି । ସ୍ଥାନୀୟ ବାସିନ୍ଦା ଏଥିନେଇ ଭୟଭୀତ ହୋଇ ପଡିଛନ୍ତି । ସେମାନେ କହିଛନ୍ତି ୩ ହଜାର ବର୍ଷ ହେବ ସେ ଶୋଇ ରହିଛନ୍ତି । ତାଙ୍କୁ ଉଠାଇଲେ ଭୟଙ୍କର ବିପଦ ମାଡି…

ବିବାହକୁ ନେଇ ଆସିଲା ନୂଆ ଗାଇଡଲାଇନ୍, ଶୋଭାଯାତ୍ରା ମିଳିଲା ଅନୁମତି

ଭୁବନେଶ୍ୱର : ବିବାହ ଶୋଭାଯାତ୍ରାକୁ ନେଇ ନୂଆଗାଇଡ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନୁସାରେ ବ୍ୟାଣ୍ଡ ପାର୍ଟି, ଲାଇଟ ଓ ସାଉଣ୍ଡ ବାଜି ଶୋଭାଯାତ୍ରା ଆଣିବାକୁ ଅନୁମତି ମିଳିଛି । ବିବାହରେ ୨୦୦ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ମିଳିଛି । ଅନ୍ତିମ…

ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ ସାମିଲ୍‌ ହେଲା କ୍ୟୁବା

ୱାଶିଂଟନ୍: ଆତଙ୍କବାଦ ପ୍ରାୟୋଜିତ କରୁଥିବା ଦେଶ ତାଲିକାରେ ଆମେରିକା ପୁଣି କ୍ୟୁବାକୁ ସ୍ଥାନିତ କରିଛି। କାର୍ଯ୍ୟକାଳ ଶେଷ ହେବାର କିଛି ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହି ପଦକ୍ଷେପ ନେଇଥିଛନ୍ତି। ଆମେରିକାର ତାଲିକାରେ କ୍ୟୁବା ପ୍ରଥମ ନାମ ଥିଲା, ଯାହା…

ବହି ଆଣିବାକୁ ଯାଇ ଆଉ ଫେରିଲେନି, ଦୁଇ ସ୍କୁଲ ଛାତ୍ର ନିଖୋଜ 

ପିପିଲି: ପିପିଲି ଥାନା କମଳାସାଗର ପାଟଣା ଗାଁର ଦୁଇ ସ୍କୁଲ ଛାତ୍ର ନିଖୋଜ ହୋଇଛନ୍ତି । ଏନେଇ ପରିବାର ପକ୍ଷରୁ ପିପିଲି ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଦୁଇ ଛାତ୍ର ହେଲେ ଗାଁର ପବିତ୍ର ଦାସଙ୍କ ପୁଅ ନିରଞ୍ଜନ ଓ ଅନ୍ୟ ଜଣେ କେଦାର ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ।  ଗତକାଲି ସକାଳୁ ଘରୁ…

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଛି । ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟକୁ ୪୦ ହଜାର ୮୦୦ ଭାୟାଲ ଆସିଛି । ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ…