କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ
ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭ ହେବା ମାତ୍ରେ କରୋନା ଯୁଦ୍ଧରେ ଭାରତକୁ ସଫଳତା ମିଳିବାରେ ଲାଗିଛି। ଶନିବାର ଦିନ ସବଜେକ୍ଟ ଏକ୍ସପ୍ରେସ କମିଟି (ଏସଇସି) ଭାରତ ବାୟୋଟେକ ଦ୍ୱାରା ନିର୍ମିତ ସ୍ୱଦେଶୀ ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିଛି।
ଏହା ପୂର୍ବରୁ…