ଜାଣନ୍ତୁ, କେମିତି କଟିବ ଆଜିର ଦିନ
ରାଶି ଫଳ
ତା ୧-୧-୨୦୨୧ ଶୁକ୍ରବାର
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା୧ ରିଖ ଶୁକ୍ରବାର ଧନୁ ୧୮ ଦିନ ପୌଷ ମାସ କୃଷ୍ଣପକ୍ଷ ଦ୍ଵିତୀୟା ଭୁକ୍ତ ତୃତୀୟା ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର
ଘାତ ବାର-: ବିଛା ଧନୁ ଓ ମୀନ ରାଶିର
ଆଜି: ପୋଟଳ ଖାଇବା…