Latest Odisha News

BREAKING NEWS

Yearly Archives

2021

ଝାରସୁଗୁଡ଼ାବାସୀ ପାଇଲେ ସ୍ମାର୍ଟ ହେଲଥ୍ କାର୍ଡ

ଝାରସୁଗୁଡ଼ା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ଝାରସୁଗୁଡା ଜିଲ୍ଲା । ଆଜି ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଉପକୃତ ହେବେ ଜିଲ୍ଲାର ୧ ଲକ୍ଷ ୧୫ ହଜାର ଲୋକ ।…

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ଶୀତ ସାହିତ୍ୟ ଆସର

ଭୁବନେଶ୍ୱର : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଶୀତ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର "ଶାରଦୀୟ ବିଶେଷାଙ୍କ" ପତ୍ରିକା ଉନ୍ମୋଚିତ ହୋଇଥିଲା । ଚକ୍ରଧର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରମାକାନ୍ତ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ,…

ଜୋତାରେ ମଦ ଢାଳି ପିଇଲେ ଅଷ୍ଟ୍ରେଲିଆ ଖେଳାଳି, ଦେଖନ୍ତୁ ସେଲିବ୍ରେସନ୍ ଭିଡିଓ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ୧୪ ବର୍ଷ ପରେ ଅଷ୍ଟ୍ରେଲିଆ ହାତରେ ଲାଗିଛି ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୨୦୨୧ରେ କଙ୍ଗାରୁ ବାହିନୀର ଚାମ୍ପିଅନ୍ ସ୍ୱପ୍ନ ସାକାର ହୋଇଛି । ନ୍ୟୁଜିଲାଣ୍ଡଠାରୁ ମ୍ୟାଚ୍ ଜିତିବା ପରେ ପାର୍ଟିରେ ମସଗୁଲ୍ ହୋଇଥିଲା ଟିମ୍ । ଡ୍ରେସିଂ ରୁମରେ ଜବରଦସ୍ତ…

ଜାପାନ ରାଜକୁମାରୀ ମାକୋଙ୍କ ପ୍ରେମ ବିବାହ: ଏବେ ଦେଶ, ରାଜମହଲ ଛାଡି ରହିବେ ନ୍ୟୁୟର୍କରେ

ଟୋକିଓ: ପ୍ରେମ ପାଇଁ ଜାପାନ ରାଜକୁମାରୀ ମାକୋ ସବୁ କିଛି ଛାଡିଲେ । ନିଜ ପ୍ରିୟର ମଣିଷଟିକୁ ପାଇବା ପାଇଁ ସେ ରାଜମହଲ, ରାଜକୀୟ ସମ୍ମାନ ଓ ଶେଷର ଦେଶ ବି ଛାଡିଲେ । ଗତ ମାସରେ ମାକୋ ଏବଂ କେଇ କୋମୁରୋ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଗତକାଲି ରାତିରେ ସେମାନେ ନ୍ୟୁୟର୍କରେ ପଂହଚିଛନ୍ତି ।…

ସାହିତ୍ୟରେ ଶାନ୍ତିଭଙ୍ଗ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଦିନକର ଘଟଣା । ବଙ୍ଗଳାରେ ସାହିତ୍ୟ ପ୍ରତି ସାଧାରଣ ଲୋକଙ୍କର ପ୍ରବଳ ଆଗ୍ରହ ରହିଆସିଛି କେଉଁକାଳରୁ । ପ୍ରତିବର୍ଷ ଦୁର୍ଗାପୂଜାରେ ଅନେକ ପ୍ରକାଶକ ଅନେକ ଲେଖକଙ୍କର ପୁସ୍ତକ ପ୍ରକାଶନ କରନ୍ତି । ଲୋକମାନଙ୍କର ମଧ୍ୟ ପୂଜା ବଜେଟରେ ପୁସ୍ତକ…

ଆମେରିକାରେ ଚାକିରୀ ପ୍ରତି ହେଉଛି ମୋହ ଭଙ୍ଗ, ଛୁଟୁଛି ଇସ୍ତଫାର ସୁଅ

ନୂଆଦିଲ୍ଲୀ:ଉତମ କ୍ୟାରିୟର ଏବଂ ଅଧିକ ଅର୍ଥ ରୋଜଗାର ପାଇଁ ଆମେରିକାକୁ ଚାକିରୀ ନିମନ୍ତେ ବିଭିନ୍ନ ଦେଶରୁ ଲୋକ ଏଠାକୁ ଆସିଥାନ୍ତି । କରୋନା ମହାମାରୀ ପରେ ଏବେ କିନ୍ତୁ ବଡ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଚୀନ ପରେ ଆମେରିକାରେ ଚାକିରୀ ପ୍ରତି ଯୁବପିଢ଼ୀଙ୍କ ମୋହ ଭଙ୍ଗ ହେଉଛି । ଅଗଷ୍ଟରେ…

ବଢୁଛି ଡେଲ୍‌ଟା ସଂକ୍ରମଣ; ଚିନ୍ତାରେ ସରକାର

ବେଜିଂ: ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟ ସଂକ୍ରମଣ କାରଣରୁ ଚୀନ୍ ଏବେ ଚିନ୍ତାରେ ପଡ଼ିଯାଇଛି। ଦିନକୁ ଦିନ ବଢିଚାଲିଛି ସଂକ୍ରମଣ। ଦେଶର ଅନ୍ୟ ସ୍ଥାନ ତୁଳନାରେ ଉତ୍ତରପୂର୍ବ ଅଞ୍ଚଳରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ମଧ୍ୟରେ ମୋଟ ୧୩୦୮ ସଂକ୍ରମଣ…

‘ପାୱାର୍ ନାପ୍’ ଜ୍ଞାନଗତ କାର୍ଯ୍ୟଦକ୍ଷତାକୁ ବଢାଇଥାଏ

ନୂଆଦିଲ୍ଲୀ: ପାଟନା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦିନରେ ଏକ ଛୋଟ ପାୱାର୍ ନାପ୍‌ ମଣିଷର ଜ୍ଞାନଗତ କାର୍ଯ୍ୟଦକ୍ଷତାକୁ ବଢାଇଥାଏ। ବିଶେଷକରି ଗଣନା କ୍ଷମତା କିମ୍ବା ଡ୍ରାଇଭିଂ ଭଳି କୁଶଳୀ କାର୍ଯ୍ୟଗୁଡ଼ିକର…

ପଦୂଷଣ ମୁକାବିଲା; ଲକଡାଉନ୍‌ ହେବ ରାଜଧାନୀ!

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ଲୋକ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି। ଘରେ ମାସ୍କ ବିନ୍ଧି ରହିବାକୁ ବାଧ୍ୟ ହେଉଛନ୍ତି। ଅନେକ ଲୋକ ଆଖି ଜଳିବା, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରଦୂଷଣ ସମସ୍ୟାର…

ରାଜ୍ୟରେ ଦୁଇ ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସିବ କରୋନା କେସ୍ । ଆଜି ଦୈନିକ ସଂକ୍ରମଣ ଦୁଇ ଶହ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହନଟ ହୋଇଛନ୍ତି ୧୮୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୬ । ୧୮ ବର୍ଷ ଭିତରେ ଆଉ ୩୫ ଜଣ ପଜିଟିଭ୍…