Latest Odisha News

BREAKING NEWS

Yearly Archives

2021

କ୍ଲାସରୁମକୁ ମୋବାଇଲ୍ ନେଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ, ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଜାରି କଲେ ନୂଆ…

ସମ୍ବଲପୁର : କ୍ଲାସରୁମକୁ ମୋବାଇଲ ନେଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ । କ୍ଲାସ ସମୟରେ କୌଣସି ଶିକ୍ଷକ ବା ଶିକ୍ଷୟିତ୍ରୀ ସେମାନଙ୍କ ମୋବାଇଲ ସାଙ୍ଗରେ ନେଇ ପାରିବେ ନାହିଁ । ଏନେଇ ଏକ ନୂଆ ନିୟମ ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ । କଣ ପାଇଁ ମୋବାଇଲ ଫୋନକୁ ବାରଣ…

ଶ୍ମଶାନରେ ପରିବାର ଲୋକ ମୁଖାଗ୍ନି ଦେବା ବେଳେ ହଠାତ୍ ଉଠିପଡିଲେ ମୃତବ୍ୟକ୍ତି

ଦିଲ୍ଲୀ : ଶ୍ମଶାନରେ ଚାଲିଥିଲା ଅନ୍ତିମ ସଂସ୍କାର । ହଠାତ୍ ଉଠିପଡିଲା ଶବ । ରାଜଧାନୀ ଦିଲ୍ଲୀରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ନରେଲା ଅଞ୍ଚଳରେ ୬୨ ବର୍ଷୀୟ ବୃଦ୍ଧା ସତୀଶ ଭରଦ୍ୱାଜଙ୍କ ରବିବାର ସକାଳୁ ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ…

ବାତ୍ୟା ଜଓ୍ବାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ବର : ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ଆଫଗାନିସ୍ତାନକୁ ହରାଇ ସେମିରେ ଭାରତ

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ୪ ୱିକେଟରେ ଆଫଗାନିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବିଲା ନେଇ ଆଶା ଉଜ୍ଜୀବୀତ ହୋଇଛି । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୬୦ ରନର ଟାର୍ଗେଟ ରଖିଥିଲା ।…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା କାର୍‌, ୨ ମୃତ

ଜଳେଶ୍ବର : ବାଲେଶ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ଦ୍ରୁତଗାମୀ କାର୍‌ । ଫଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।…

ଭୁଷୁଡି ପଡିଥିବା ଅଟ୍ଟାଳିକା ତଳୁ ୯ଦିନ ପରେ ମାଲିକ ଡାକ ଚିହ୍ନିପାରିବାରୁ ବଂଚିଗଲା ପୋଷା ବିଲେଇ

ନ୍ୟୁୟର୍କ: ସ୍ନେହର ସମ୍ପର୍କକୁ କେହି ଏଡାଇ ଦେଇ ଯାଇପାରିବ ନାହିଁ । ଆମେରିକାର ନ୍ୟୁୟର୍କରେ ଏ ଭଳି ଏକ ଘଟଣା ଘଟିଛି । ଏଠାରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏକ ବିରାଟ ଅଟ୍ଟଳିକା ଭୁଷୁଡି ପଡିଥିଲା । ଏହା ତଳେ ଏକ ବିଲେଇ ପୋତି ହୋଇ ପଡିଥିଲା । କେହି ଆଶା କରି ନ ଥିଲେ ସେ ବଂଚିଥିବ ବୋଲି ।…

ଚଣ୍ଡିଗଡ ପୌର ନିର୍ବାଚନରେ ଆପ୍‌ର ସଫଳତା, ବିଜେପିକୁ ପଛରେ ପକାଇଲା ଦଳ

ଚଣ୍ଡିଗଡ : ପଞ୍ଜାବରେ ଆପର ଭଲ ପ୍ରଦର୍ଶନ । ଚଣ୍ଡିଗଡ ପୌର ନିର୍ବାଚନରେ ବିଜେପିକୁ ପଛରେ ପକାଇଲା ଆପ୍ । ବିଜେପି ,କଂଗ୍ରେସ ଆପ୍ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଆପ୍ ଦଳ ବାଜିମାତ୍ କରିଛି । ଯାହାକୁ ନେଇ ବେଶ୍ ଖୁିସି ବ୍ୟକ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

[ଭିଡିଓ] ସାଇକଲ ଚଳାନ୍ତୁ, ଜୁସ୍ ପିଅନ୍ତୁ

ଭୁବନେଶ୍ୱର: ସତରେ କରୋନା ମହାମାରୀ ଅନେକ ଲୋକଙ୍କ ନିକଟରେ ବୁଦ୍ଧି ଉଜାଗର କରିପାରିଛି । ଗତ ଦୁଇବର୍ଷରେ ଅନେକ ଲୋକ ସେଫ୍ ସାଜିଥିଲାବେଳେ କିଛିକିଛି ନିଜର ବ୍ୟବସାୟ ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ । ଏହି ଧାରାରେ ଗୁଜରାଟରେ ଗ୍ରିନୋବାର୍ ନାମକ ଏକ ଜୁସ୍ ଦୋକାନ ଚର୍ଚ୍ଚାକୁ ଆସିଛି ।…

ଭାଇଜାନଙ୍କୁ ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ମୁମ୍ବାଇ: ଆଜି ହେଉଛି ଭାଇଜାନଙ୍କ ୫୬ତମ ଜନ୍ମ ଦିନ । ସେଥିପାଇଁ ସମଗ୍ର ଦୁନିଆର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେଲିବ୍ରିଟିମାନେ ମଧ୍ୟ ସଲମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ସବୁ ଶୁଭେଚ୍ଛା ମଧ୍ୟରୁ କ୍ୟାଟ୍ରିନା ଜଣାଇଥିବା ଶୁଭେଚ୍ଛା ଚର୍ଚ୍ଚାର ବିଷୟ…

ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ତନାଘନା, ୩ ଜଣଙ୍କୁ ଅଟକ ରଖିଲା ପୋଲିସ

କଟକ : ମାଞ୍ଜା ସୂତା ଲାଗି ନବ ବିବାହିତ ଯୁବକଙ୍କ ମୃତ୍ୟୁ ଘଟଣାରେ ତନାଘନା । ପୀର ବଜାରର ଗୁଡି ସୂତା ଦୋକାନୀଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ, ସ୍ପେଶାଲ ଡ୍ରାଇଭ୍ କରିଛି ପୋଲିସ । ଯେଉଁମାନେ ଗୁଡ଼ି ସୁତାରେ ମାଞ୍ଜା ପ୍ରସ୍ତୁତ କରୁଛନ୍ତି,…