ଡିସେମ୍ବର ୬ ତାରିଖରେ ଭାରତ ଆସିପାରନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍
ଦିଲ୍ଲୀ : ଭାରତ ଆସିପାରନ୍ତି ଋଷ୍ ରଷ୍ଟ୍ରପତି। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ପ୍ରଥମ ସପ୍ତାହରେ ଭାରତ ଆସିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଡିସେମ୍ବର ୬ ତାରିଖରେ ଭାରତ ଋଷ୍ ମଧ୍ୟରେ ହେବାକୁ ଥିବା ବାର୍ଷିକ ଶିଖର ବୈଠକରେ ଯୋଗ ଦେବାକୁ ଋଷ୍ ର ରାଷ୍ଟ୍ରପତି…