Latest Odisha News

BREAKING NEWS

Yearly Archives

2021

ଉନ୍ମୋଚିତ ହେଲା ରଶ୍ମି ମିଶ୍ରଙ୍କ ” ଅହ୍ୟରାଣୀ “

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ପେନ୍ ଇନ୍ ବୁକ୍ସ ଆନୁକୂଲ୍ୟରେ ଗାଳ୍ପିକା ରଶ୍ମି ମିଶ୍ରଙ୍କର ପ୍ରଥମ ସଙ୍କଳନ "ଅହ୍ୟରାଣୀ" ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ପ୍ରକାଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ତଥା ସମ୍ପାଦକ…

[ଭିଡିଓ] ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ତାଲା ପକାଇଲେ ଗ୍ରାମବାସୀ , ରୋଗୀସେବା ବାଧାପ୍ରାପ୍ତ

ବରଗଡ଼ : ବରଗଡ଼ରେ ତାତିଲେ ଗାଁ ଲୋକ। ହସ୍ପିଟାଲର ମଇଳା ପାଣି ସିଧାସଳଖ ଟୁକୁରଲା ଗାଁ କୁ ପ୍ରବେଶ କରୁଥିବାରୁ ଏନେଇ ବାରମ୍ବାର ପ୍ରତିବାଦ କରିବା ସତ୍ୱେ କେହି ଶୁଣୁନଥିବାରୁ ଟୁକୁରଲା ଗାଁ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ତାଲା ପକାଇଦେଇଛନ୍ତି। ଫଳରେ ରୋଗୀସେବା ବାଧାପ୍ରାପ୍ତ…

ତାମିଲନାଡୁରେ ବର୍ଷା ବିତ୍ପାତ : ୪ ମୃତ,ସ୍କୁଲ କଲେଜ ବନ୍ଦ

ଚେନ୍ନାଇ :ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୪ ଜଣଙ୍କ ଜୀବନ ଗଲାଣି। ଅନେକ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ଅଛି । ରାଜ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିବା ପରେ ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟରେ ୧୪ ଅଞ୍ଚଳକୁ ରେଡ ଆଲର୍ଟ ଜାରି…

ନଭେମ୍ବର ୧୦ରେ ଜୟପୁର ପଂହଚିବ ଟିମ୍ ଇଣ୍ଡିଆ

ଜୟପୁର: ଟି୨୦ ବିଶ୍ୱକପ କ୍ରିକେଟରୁ ଭାରତ ନୈରାଶ୍ୟଜନକ ଭାବେ ବିଦାୟ ନେଇଛି । ଟିମ୍ ଇଣ୍ଡିଆ ଏହା ପରେ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ । ନଭେମ୍ବର ୧୦ରେ ଭାରତୀୟ ଦଳ ଜୟପୁରରେ ପଂହଚିବ । ସେଠାରେ ୩ ଦିନ ପର୍ଯ୍ୟନ୍ତ ହୋଟେଲରେ କ୍ୱାରେଂଟାଇନରେ ରହିବେ । ୧୪ରୁ ୧୬…

ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନର ଡ଼େପୁଟି ମ୍ୟାନେଜର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡ଼େପୁଟି ମ୍ୟାନେଜର। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପ କୁମାର ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।…

ଟିକା ନେଇ ନଥିଲେ ମିଳିବନି ଦରମା

ମହାରାଷ୍ଟ୍ର: ଦେଶରେ ଟିକାକରଣ ଅଭିଯାନ ରେକର୍ଡ କରିଥିବା ବେଳେ ମହାରାଷ୍ଟ୍ରର ଥାନେ ମ୍ୟୁନିସିପାଲିଟି କର୍ପୋରେସନ କୋଭିଡ-୧୯ ଟିକା ନେଇନଥିବା କର୍ମଚାରୀଙ୍କୁ ଦରମା ଦିଆଯିବ ନାହିଁ ବୋଲି ବିଜ୍ଞପ୍ତି ଜାରି କରିଛି। ଟିକା ନାହିଁ ତ ଦରମା ବି ନାହିଁ। ଥାନେ ମେୟର ନରେଶ ମାସ୍କେଙ୍କ ସମେତ…

ତାଲିବାନର ଚେତାବନୀ ସତ୍ତ୍ୱେ ବି ଆଫଗାନିସ୍ତାନରେ ଜାରି ରହିଛି ଅଫିମ ଚାଷ

କାବୁଲ: ତେବେ ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣରେ ଯିବା ପରଠୁ ଆଫଗାନିସ୍ତାନରେ ଅଫିମ ଚାଷ ଉପରେ ତାଲିବାନ ରୋକ୍‌ ଲଗାଇଥିଲା। ତାଲିବାନର ଚେତାବନୀ ସତ୍ତ୍ବେ ବି ଆଫଗାନିସ୍ତାନରେ ଅଫିମ ଚାଷ ଜାରି ରହିଥିବା ଜଣାପଡ଼ିଛି। ଅଗଷ୍ଟ ୧୫ରେ ତାଲିବାନକୁ କ୍ଷମତାକୁ ଆସିବା ପରେ ତାଲିବାନର…

ରାଜ୍ୟରେ ଜାରି ରହିଛି ଶୀତ ଲହରି; ୧୫ ଡିଗ୍ରୀ ତଳେ ୭ ସହର

ଭୁବନେଶ୍ବର: ଆଜି ବି ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି। ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୭ ସହର। ୧୧ ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ଓଡିଶାର ସବୁଠୁ ଥଣ୍ଡା ସହର ରହିଛି। ଫୁଲବାଣୀ ରେ ୧୨.୨ ଡ଼ିଗ୍ରୀ, ଟିଟଲାଗଡ ଏବଂ କେନ୍ଦୁଝରରେ ୧୩ .୮ ଡ଼ିଗ୍ରୀ, କୋରାପୁଟରେ ୧୪.୦ଡ଼ିଗ୍ରୀ,…

ବାଲୁକା କଳା ଦ୍ୱାରା ଖ୍ୟାତନାମା କାର୍ଟୁନିଷ୍ଟ କିଶୋର ରଥଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଖ୍ୟାତନାମା କାର୍ଟୁନିଷ୍ଟ କିଶୋର ରଥଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି। ପ୍ରସିଦ୍ଧ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ମୃତ୍ୟୁ ତାଙ୍କର ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି। ଏନେଇ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର କଳା କରି…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ ପୁନମ; ସ୍ୱାମୀ ଗିରଫ

ନୂଆଦିଲ୍ଲୀ: ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ୍‌ର ଅଭିଯୋଗ କରିଛନ୍ତି। ଏହା ପରେ ସୋମବାର ସନ୍ଧ୍ୟାରେ ପୋଲିସ ସାମଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୋଲିସ ମାମାଲା ରୁଜୁ କରିବା ପରେ…