Latest Odisha News

BREAKING NEWS

Yearly Archives

2021

ଭୋପାଳ କମଳା ନେହେରୁ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ନବଜାତ ଶିଶୁଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶ ଭୋପାଳ ସହରରେ ଏକ ଦୁଃଖଦ ଘଟଣା ଘଟିଛି। ସହରର ଏକ ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୪ଜଣ ନବଜାତ ଶିଶୁଙ୍କର ମୃତ୍ୟ ହୋଇଛି। କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩୬ଜଣ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନା…

ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ ଫିଲ୍ମ ‘ସୂର୍ଯ୍ୟବଂଶୀ’

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବିଗ୍‌ ବଜେଟ୍ ମୁଭି ସୂର୍ଯ୍ୟବଂଶୀ ନଭେମ୍ବର ୫ରେ ମୁକ୍ତିଲାଭ କରିଥିଲା। ଫିଲ୍ମକୁ ଦର୍ଶକଙ୍କ ପ୍ରଶଂସା ମଧ୍ୟ ମିଳିଥିଲା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଶେଟ୍ଟୀ। ସୂର୍ଯ୍ୟବଂଶୀ ନିର୍ମାତାମାନେ ଏହାର ଓଟିଟି ରିଲିଜ୍ ପାଇଁ ନେଟଫ୍ଲିକ୍ସ ସହିତ ଏକ ବଡ଼…

ରାଜ୍ୟରୁ ୨୯୬ କରୋନା ସଂକ୍ରମିତ ଚିହ୍ନଟ; ୫୮ ଛୁଆ ପଜିଟିଭ

ଭୁବନେଶ୍ବର: ଗତ କାଲିଠାରୁ ଆଜି ରାଜ୍ୟରେ ସାମାନ୍ୟ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୨୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୫୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୭୪ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା…

ଆଜି ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ହେବ ଆଲୋଚନା

ଭୁବନେଶ୍ୱର: ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହେବ ଜଗନମୋହନଙ୍କ ଦ୍ୱିପାକ୍ଷିକ ବୈଠକ। ଆଜି ସନ୍ଧ୍ୟା…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା ଧମକ ଦେଇଥିବା ମାମଲାରେ ୩ ଗିରଫ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା ଧମକ ଦେଇଥିବା ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ବେଙ୍ଗଲ ପୋଲିସ ଏହି ସୂଚନା ଦେଇଛି। ଗତ ମାସରେ ଅଲପନ୍ ବନ୍ଦୋପାଧ୍ୟାୟଙ୍କ…

ଘୁଞ୍ଚିଲା ଆଲିଆ-ରଣବୀରଙ୍କ ବାହାଘର ଡେଟ୍‌ !

ମୁମ୍ବାଇ: ନଭେମ୍ବର-ଡିସେମ୍ବର ବଲିଉଡ୍‌ ସେଲିବ୍ରିଟିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ପ୍ରଶଂସକ ମଧ୍ୟ ବେଶ୍‌ ଉତ୍କଣ୍ଠାର ସହ ଚାହିଁ ରହିଥିଲେ। ଖବର ଅନୁଯାୟୀ ଭିକି କୌଶଲ ଓ କ୍ୟାଟ୍ରିନା କୈଫ, ରାଜକୁମାର ରାଓ- ପତ୍ରଲେଖା ଏବଂ ରଣବୀର କପୁର ଓ ଆଲିଆ ଭଟ୍ଟ ଏହି ଦୁଇ ମାସ…

ଭଲ ଖବର; କୋଭାକ୍ସିନ ଟିକା ନେଇଥିଲେ ଯାଇପାରିବେ ବ୍ରିଟେନ

ନୂଆଦିଲ୍ଲୀ: ଭଲ ଖବର। ଏଣିକି କୋଭାକ୍ସିନ ଟିକା ନେଇଥିବା ଲୋକ ବ୍ରିଟେନକୁ ଯାତ୍ରା କରିପାରିବେ। ପରିଶେଷରେ ବ୍ରିଟେନ ଏହାର ଅନୁମୋଦିତ ଟିକା ତାଲିକାରେ ଭାରତର କୋଭାକ୍ସିନ୍ ଯୋଡିବାକୁ ଯାଉଛି। ବ୍ରିଟେନ ସରକାର ବର୍ତ୍ତମାନ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଅନୁମୋଦିତ କୋଭିଡ-୧୯ ଟିକା…

ଗାନ୍ଧୀଙ୍କୁ ବୁଝିବା ସହଜ, ଭୁଲିବା କଷ୍ଟ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ବ୍ୟକ୍ତିରୁ ବିଚାରରେ ରୂପାନ୍ତରିତ ହୋଇସାରିଥିବା ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ତାଙ୍କ ବିଚାର କିନ୍ତୁ ବ୍ୟାପିବାରେ ଲାଗିଛି । ଗାନ୍ଧୀ ବିଚାରକୁ ମାରିବା ପାଇଁ ଯେତେ ଉଦ୍ୟମ ହେଲେ ବି ତାହା…

କବିତା : ସତୀର୍ଥ ବାଟୋଇ

ପ୍ରିୟମ୍ବଦା ସାମଲ  ଜୀବନର ଅଙ୍କାବଙ୍କା ପଥେ ଦେଉଥାଅ ମୋର ସାଥ ଝୁଣ୍ଟି ପଡିଲେ ଅତି ଅନୁରାଗେ ଧରିନିଅ ମୋର ହାତ। ତୁମଠି ବିଶ୍ବାସ ଅଛି ବୋଲି ମୋର ସଂସାରେ ଚାଲୁଛି ବାଟ କଣ୍ଟକିତ ପଥେ ଚିର ସାଥୀ ମୋର ଜୀବନେ ଅଛି ସଙ୍କଟ । ସଂଘର୍ଷ କଷଣ ଝଡ ଝଞ୍ଜା ଆସେ ଚାଲିବା ପଥରେ କେତେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୨ ମଣିଷ କାହିଁକି ପଢେ ଦର୍ଶନ ଶାସ୍ତ୍ର....ଜୀବନକୁ ଭଲପାଇବା ପାଇଁ ନା ବୀତସ୍ପୃହ ହେବାପାଇଁ ଯେ ! କାହିଁକି ବୁଝିପାରେ ମଣିଷର ମନକୁ ...କାହିଁକି ବୁଝେଇପାରେ ନିଜକୁ। ଅଥଚ ଅନେକେ ବୁଝିପାରନ୍ତିନି ତା'କୁ।ତା'ନିଜର ବୋଲି…