Latest Odisha News

BREAKING NEWS

Yearly Archives

2021

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆଦୌ ରୂପାନ୍ତର ଚାହୁଁ ନଥିବା ପୃଥିବୀ ଏହି ଗୋଟିକ ଶେଷ ଚିଠି ହେଉ ତୁମ ପାଇଁ ପ୍ରକାଶ୍ୟରେ । 'ଶେଷ' ଶବ୍ଦଟି ହିଁ ଲୁହଉଦ୍ରେକକାରୀ କାରଣ ବିଦାୟର ଭାବଟି କେମିତି କେଜାଣି ଯୋଡ଼ି ହୋଇରହିଥାଏ ଏହା ସହ ପ୍ରଚ୍ଛନ୍ନ ଭାବରେ। ଦିନେ କେବେ କହୁଥିଲି ପ୍ରତିଟି ପରିଣତି ପୂର୍ଣ୍ଣତାରେ ସମ୍ପନ୍ନ ହେଉ…

ପୁଣି ଜୋର ଧରିଲା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ ମାନ୍ୟତା ଦାବି

ଭୁବନେଶ୍ୱର : ପୁଣି ଗର୍ଜିଲେ ପାଇକ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ ଦାବି ଜୋର ଧରିଲା । ଏନେଇ ଖୋର୍ଦ୍ଧା ବରୁଣେ ପୀଠରୁ ଶହଶହ ପାଇକ ମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେବେ ପାଇକମାନେ । କେନ୍ଦ୍ର ପାଇକ ବିଦ୍ରୋହକୁ…

ଓମିକ୍ରନ୍‌; ଆଗାମୀ ୨ ସପ୍ତାହ ଅତି ଗୁରୁତ୍ବପୂର୍ଣ୍ଣ

ମୁମ୍ବାଇ: ମହାରାଷ୍ଟ୍ର ସରକାର ୧୫ରୁ ୧୭ ବର୍ଷ ବୟସର ପିଲାମାନଙ୍କୁ ଟିକାକରଣ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବରିଷ୍ଠ ନାଗରିକଙ୍କ ସହିତ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ, ଓମିକ୍ରନ୍ ମାମଲା ସମେତ ବଢୁଥିବା କୋଭିଡ୍-୧୯ ସଂଖ୍ୟା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି।…

ପେଟ୍ରୋଲ ପମ୍ପରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଲୋକେ

ପୁରୀ: ଅସାବଧାନତା କାରଣରୁ ବହୁ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇଦେଇପାରେ । ତାହାର ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଏକ ପେଟ୍ରୋଲ ପମ୍ପରେ । ପୁରୀ ପେଣ୍ଠକଟା ଓପିଡ଼ିସି ପରିଚାଳିତ ଆଇଓସିଏଲ ଫିଲିଂ ଷ୍ଟେସନ ପରିସରରେ ଗତକାଲି ରାତିରେ ନିଆଁ ଲାଗିଥିଲା । ସ୍କୁଟିରେ ତେଲ ପକାଇଲାବେଳେ…

ରାଜ୍ୟରେ ୨୫ ଲକ୍ଷରୁ ଅଧିକ ପିଲା ଟିକା ନେବେ, ପଞ୍ଜିକରଣ କରିବାକୁ ପଡ଼ିବ

ଭୁବନେଶ୍ୱର: ଜାନୁଆରୀ ୩ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ କିଶୋରଙ୍କୁ ଟିକାକରଣ । ୧୫-୧୮ ବର୍ଷ ଭିତରେ ବୟସ୍କ କରୋନା ଟିକା ନେବେ । ଓଡ଼ିଶାରେ ଏହି ବୟସ ବର୍ଗରେ ଅଛନ୍ତି ୨୫ ଲକ୍ଷ ୫୩ ହଜାର । ଟିକା ନେବା ପାଇଁ ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ । ଏହି ସୂଚନା ଦେଇଛନ୍ତି ରାଜ୍ ପରିବାର…

କଣ ହେବ ତପସ୍ୱିନୀ-ସୁମିତଙ୍କ ବିବାଦର ପରିଣାମ ? ଆଜି ଆସିବ କୋର୍ଟଙ୍କ ରାୟ

ବ୍ରହ୍ମପୁର: ନ୍ୟାୟ ପାଇଁ ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଥିବା ତପସ୍ୱିନୀଙ୍କ ତପସ୍ୟାରେ ପଡ଼ିବ କି ଯବନିକା ? ଶାଶୁ ଘରକୁ ପ୍ରବେଶ କରିବେ ନା ଧାରଣା ଜାରି ରଖିବେ ? ଉଭୟ ସୁମିତ୍ ଓ ପତ୍ନୀ ତପସ୍ୱିନୀଙ୍କ ପକ୍ଷରୁ ଦାୟକ ପିଟିସନର ଆଜି ଶୁଣାଣି କରିବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ । କଣ…

ସଲ୍‌ମାନଙ୍କ ‘ଟାଇଗର୍‌ ୩’ ପୂର୍ବରୁ ରିଲିଜ କରିବ ଶାହାରୁଖ୍‌ଙ୍କ ‘ପଠାନ’

ମୁମ୍ବାଇ: ଶାହରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ୫୬ ତମ ଜନ୍ମଦିନରେ ସଲମାନ ଖାନ ପ୍ରକାଶ କରିଛନ୍ତି ଯେ ଶାହାରୁଖ୍‌ଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର 'ପଠାନ' ଫିଲ୍ମ ଟାଇଗର ୩ ପୂର୍ବରୁ ମୁକ୍ତିଲାଭ କରିବ। ତେବେ ଆଜି ବଲିଉଡ୍‌ର ଭାଇଜାନଙ୍କ ଜନ୍ମଦିନ। ଜନ୍ମଦିନ ପୂର୍ବରୁ ଗତକାଲି ତାଙ୍କ…

କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୧୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରଠାରେ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଗାନ୍ଧୀ ରୋଡ଼ରେ ଥିବା କପଡ଼ା ଦୋକାନରେ ଗତକାଲି ରାତି ୧୧ଟା ପରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏଥିରେ ଲକ୍ଷାଧିକ ଟଙ୍କା ସମ୍ପତ୍ତିର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଦୋକାନ ସମେତ ଗୋଦାମରେ…

ତାଲିବାନର ନୂଆ ଫତଓ୍ୱା: ପୁରୁଷଙ୍କ ବିନା ଏସକର୍ଟରେ ମହିଳାଙ୍କୁ ଦୂର ଯାତ୍ରା ମନା

କାବୁଲ: ଆଫଗାନିସ୍ତାନକୁ ତାଲିବାନୀ ସରକାର ଫେରିବା ପରେ ନୂଆ ନୂଆ ନିୟମ କରୁଛନ୍ତି । ମହିଳାଙ୍କ ପାଇଁ ପୁଣି କଳା ନିୟମ ଲାଗୁ କରିଛନ୍ତି ତାଲିବାନୀ । ଏଣିକି ପୁରୁଷଙ୍କ ବିନା ଏସକର୍ଟରେ ଦୂର ଯାତ୍ରା କରି ପାରିବେ ନାହିଁ ଆଫଗାନ ମହିଳା । କୌଣସି ସ୍ଥାନକୁ ଦୂରଯାତ୍ରା ବେଳେ ମହିଳାଙ୍କ ସହ ଜଣେ…

ବେକାବୁ ଓମିକ୍ରନ୍‌; ରାଜଧାନୀରେ ସର୍ବାଧିକ ମାମଲା

ନୂଆଦିଲ୍ଲୀ: ଦେଶ ତଥା ବିଶ୍ବରେ କରୋନା ଭୂତାଣୁ ଓମିକ୍ରନ୍ ର ନୂତନ ପ୍ରକାରର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସୋମବାର ସକାଳ ସୁଦ୍ଧା ଭାରତରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୫୭୮ କୁ ବୃଦ୍ଧି ପାଇଛି। ଏଥି ସହିତ ଗତକାଲି ପର୍ଯ୍ୟନ୍ତ ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀ ଆଜି ମହାରାଷ୍ଟ୍ରକୁ ପଛରେ…