Latest Odisha News

BREAKING NEWS

Yearly Archives

2021

୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ

ଝାରସୁଗୁଡ଼ା: ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ । ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରାଯାଉଛି । ଆଜି ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ କରାଯାଉଛି । ସକାଳ ୬ ଟାରୁ ଅପରାହ୍ଣ ୨ ଟା ଯାଏଁ ୮ ଘଣ୍ଟିଆ…

ରାଜଧାନୀରେ କମୁନି ପ୍ରଦୂଷଣ; ସ୍ଥିତି ଗୁରୁତର

ନୂଆଦିଲ୍ଲୀ: ଦୀପାବଳିର ଦୁଇ ଦିନ ପରେ ମଧ୍ୟ ଦିଲ୍ଲୀର ଲୋକଙ୍କୁ ପ୍ରଦୂଷଣରୁ ନିସ୍ତାର ମିଳିପାରିନାହିଁ। ଅଣନିଶ୍ବାସୀ ହୋଇପଡ଼ିଛନ୍ତି ଦିଲ୍ଲୀବାସୀ। ରିପୋର୍ଟ ଅନୁଯାୟୀ ଶନିବାର ସକାଳେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 533 ରେ…

ରାଜ୍ୟରୁ ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ; ୨୩ ଛୁଆ ପଜିଟିଭ

ଭୁବନେଶ୍ବର: ଆଜି ରାଜ୍ୟରେ ସାମାନ୍ୟ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୨୩ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୧୯ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୮୯ଟି…

ଏଣିକି ଗ୍ରୋସରୀ ଡେଲିଭରି କରିବ ଓଲା

ବାଙ୍ଗାଲୁରୁ: ରିପୋର୍ଟ ଅନୁଯାୟୀ ଗ୍ରୋସରୀ ବିତରଣ ସେବା ଆରମ୍ଭ କରିଛି ଓଲା। ସାଧାରଣତଃ ଲୋକମାନଙ୍କୁ ଯାତାୟାତର ସେବା ଯୋଗାଉଥିବା ଓଲା ଏଣିକି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇବ। ଏକ ଡାର୍କ ଷ୍ଟୋର୍ ହେଉଛି ଅନଲାଇନ୍ ଅର୍ଡର ପୂରଣ କରିବା ପାଇଁ ଏକ ଇ-କମର୍ସ କମ୍ପାନୀ ଦ୍ୱାରା…

କରୋନା ବିପଦକୁ ୮୯% ହ୍ରାସ କରିପାରେ ଫାଇଜରର ଏହି ଆଣ୍ଟିଭାଇରାଲ୍ ପିଲ୍‌

ନୂଆଦିଲ୍ଲୀ: କରୋନା ଲଢେଇକୁ ଆହୁରି ସହଜ ଭାବେ ଚିକିତ୍ସା କରିବା ପାଇଁ ଫାଇଜର ଏହାର ଆଣ୍ଟିଭାଇରାଲ୍ ବଟିକା କରୋନାର ବିପଦକୁ ୮୯% ହ୍ରାସ କରିଥାଏ ବୋଲି ଫାଇଜର କହିଛି। Pfizer Inc ର ପରୀକ୍ଷାମୂଳକ ଆଣ୍ଟିଭାଇରାଲ ବଟିକା କରୋନା ଜନିତ ମୃତ୍ୟୁ ଆଶଙ୍କାକୁ ୮୯% ହ୍ରାସ କରାଇପାରେ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୯ ଟୁକୁରାଏ କାଗଜ...। ଦସ୍ତାବିଜ କି  ସେଇଟା...। ଜୀବନାନନ୍ଦ  ପଟ୍ଟନାୟକ 'ର' ପାଇଁ  କାମ କରୁଥିଲେ...। ଅବିଶ୍ବସନୀୟ ...।ବାରମ୍ବାର ଘରଛାଡି ପଳଉଥିଲେ ...ମାଆ କି ବୈଲୋଚନ ଜେଜେବାପା ଜାଣିଥିଲେ, ଜାଣିଥିବେ ବୋଧହୁଏ…

ନୀଳଚକ୍ର ଓ ପତିତପାବନ ବାନା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ବୈଷ୍ଣବୀୟ ଭାବଧାରାର ମନ୍ଦିର ଶିଖରରେ ରହିଥାଏ ଚକ୍ର । ଏହା ଶ୍ରୀବିଷ୍ଣୁଙ୍କ ଆୟୂଧ ସୁଦର୍ଶନ ଚକ୍ରର ପ୍ରତିରୂପ ବୋଲି ବିଶ୍ୱାସ କରାଯାଏ । ସେହିଭଳି ଶୈବ ମନ୍ଦିରରେ ଶିବଙ୍କ ଆୟୁଧ ତ୍ରିଶୂଳ ରହିଥାଏ । ଶ୍ରୀମନ୍ଦିର…

କୁଳାଙ୍ଗାର ଉବାଚ : କ୍ରିକେଟ କୀଳା

ଜିତିଲା ଦିନ ଖେଳାଳୀ ହିରୋ ହାରିଲେ ଭିଲିଆନ; ଜିତିଲା ଦିନ ଜୟ ଜୟକାର ହାରିଲା ଦିନ ଶୁଣି ନପାରେ କାନ! ଯେଉଁ ଖେଳାଳୀ ବୁଦ୍ଧିରେ ପଡି ପିଉଛେ ଆମେ ଥଣ୍ଡା ; ଯେଉଁ ଖେଳାଳି ଷ୍ଟାଇଲ୍ ଦେଖି ହୋଇ ଯାଉଛେ ଲଣ୍ଡା! ସେଇ ଖେଳାଳି ହାରିବା ଦେଖି ଦେଉଛେ ବୁଦ୍ଧି ହାରି; ଶତ୍ରୁତା ଭୁଲି…

ପରପାରିରେ ବ୍ୟଙ୍ଗ ସାହିତ୍ୟିକ ମୋହନଦାସ ରତିକାନ୍ତ ରାଓ

ପୁରୀ : ଓଡ଼ିଶାର ସ୍ବନାମଧନ୍ଯ ବ୍ୟଙ୍ଗ ସାହିତ୍ୟିକ ତଥା ବର୍ଣ୍ଣବୋଧର ରଚୟିତା ମଧୁସୂଦନ ରାଓଙ୍କର ବଂଶଧର ମୋହନଦାସ ରତିକାନ୍ତ ରାଓ (ଏମ୍ ଆର୍ କେ ଆର୍ )ଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଜେଲ୍ ବିଭାଗର ମୁକ୍ତବନ୍ଦୀ ଶିବିରର ଅଧିକାରୀ ଭାବରେ କାର୍ଯ୍ଯକରି…

ଭାରତୀୟ ବୋଲିଂ ଆଗରେ ଧରାଶାୟୀ ହେଲା ସ୍କଟଲାଣ୍ଡ, ୮୫ରେ ଅଲଆଉଟ

ଦୁବାଇ: ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପ କ୍ରିକେଟର ଏକ ମୁକାବିଲାରେ ଭାରତୀୟ ବୋଲିଂ ଆଗରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ସ୍କଟଲାଣ୍ଡ ଟିମ । ଟସ ଜିତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ସ୍କଟଲାଣ୍ଡ ୧୭.୪ ଓଭରରେ ୮୫ ରନ କରି ଅଲଆଉଟ…