Latest Odisha News

BREAKING NEWS

Yearly Archives

2021

ରାଜଧାନୀ ଭୁବନେଶ୍ୱରରେ ଡବଲ ମର୍ଡର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡବଲ ମର୍ଡର । ତମାଣ୍ଡୋ ଥାନା କଳିଙ୍ଗନଗର ଅଞ୍ଚଳରେ ଡବଲ ମର୍ଡର।୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ। ଘରେ ପଡ଼ିଛି ଉଭୟଙ୍କ ମୃତଦେହ। ଅଭିଯୁକ୍ତ ସ୍ୱାମୀ ଫେରାର। ଘଟଣା ସ୍ଥଳରେ ତମାଣ୍ଡୋ ଥାନା ପୋଲିସର ତଦନ୍ତ ଜାରି।

[ଭିଡ଼ିଓ] ପରମ୍ପରାରେ ମାଟି ଦୀପ

ଜୟପୁର : ହଜିଯାଉଛି ପାରମ୍ପରିକ ରୀତି । ଆଧୁନିକତାର ଛାପରେ ଧିରେ ଧିରେ ପାରମ୍ପରିକ ରୀତି ନୀତି ଆଜି ଅପସରିବାକୁ ବସିଲାଣି । ହେଲେ ଏବେ ବି ଦିପାବଳୀ ଆସିଲେ ମାଟି ଦୀପର ଚାହିଦା ବେଶ୍ ରହିଛି । ବିଭିନ୍ନ ଡିଜାଇନର ମାଟି ଦୀପର ଚାହିଦା ବି ଗ୍ରାହକଙ୍କ ମଧ୍ୟରେ ବଢିବାରେ ଲାଗିଛି । ଏନେଇ…

[ଭିଡ଼ିଓ ] ଶ୍ରୀମନ୍ଦିର ପାଇଁ ୧୯୦କୋଟି ଟଙ୍କାର ବଜେଟ୍

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଅନୁମୋଦିତ ହୋଇଛି ୧୯୦ କୋଟି ଟଙ୍କାର ବଳକା ବଜେଟ । ଶ୍ରୀମନ୍ଦିର ଲାଗି ୨୦୨୧-୨୨ ଆର୍ଥିକ ବର୍ଷରେ ୧୯୦.୨୬ ‌କୋଟି ଟଙ୍କାର ବଜେଟ୍‌କୁ ଅନୁମୋଦନ ମିଳିଛି ।  ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣିରୁ ୧…

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ନିକଟରେ ଏକ ନୂତନ ଦଳ ଗଠନ ଘୋଷଣା କରିଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ସୋନିଆ…

କରୋନା ମୃତ୍ୟୁକୁ ରୋକିବାରେ ମୋନୋକ୍ଲୋନାଲ ଥେରାପି ୧୦୦% ପ୍ରଭାବଶାଳୀ

ହାଇଦ୍ରାବାଦ: ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ସଂକ୍ରମଣ ଜନିତ ମୃତ୍ୟୁକୁ ରୋକିବାରେ “ମୋନୋକ୍ଲୋନାଲ ଆଣ୍ଟିବଡି ଥେରାପି” ଶତପ୍ରତିଶତ ପ୍ରଭାବଶାଳୀ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଥେରାପି ଦିଆଯିବା ପରଠାରୁ ମୋନୋକ୍ଲୋନାଲ ଆଣ୍ଟିବଡି ଡ୍ରଗ୍ କକଟେଲ…

ବନ ବିଭାଗ ପଞ୍ଝାରେ ଅଭିଯୁକ୍ତ, ୨ ଲକ୍ଷ ଟଙ୍କାର ଶାଳ କାଠ ଜବତ

କେନ୍ଦୁଝର : ବନ ବିଭାଗ ହାବୁଡରେ ଧରା ପଡ଼ିଲା ଅଭିଯୁକ୍ତ । ହଳଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଆଜି ବନ ବିଭାଗ ଚଢଉ କରିଛି । କେନ୍ଦୁଝର ହରଚନ୍ଦପୁର ବ୍ଲକ ପିଠାଗୋଳା ଗ୍ରାମର ଏସିଏଫ୍ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ବନ ବିଭାଗ ସ୍କ୍ୱାର୍ଡ ଚଢଉ କରିଥିଲେ। ଅଭିଯୁକ୍ତ ହଳଧର ଘରୁ ବହୁ…

ପିଲାଙ୍କୁ ନିମ୍ନମାନର ଚାଉଳ ଦିଆଯାଉଥିବା ଅଭିଯୋଗ

ଯାଜପୁର: ଚାଉଳରୁ ବାହାରୁଛି ପୋକ। ଏହିପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରୁଣେଶ୍ୱର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ଦିଆଯାଉଥିବା ଚାଉଳରେ ପୋକ ବାହାରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…

[ଭିଡ଼ିଓ] ଇଲେକ୍ଟ୍ରିକ୍ ମିଟର ବାକ୍ସରୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର : ଇଲେକ୍ଟ୍ରିକ୍ ମିଟର ବାକ୍ସରେ ନାଗ ସାପ । ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣାର ବଟକୃଷ୍ଣ ଡାଳୁଆଙ୍କ ଘରେ ଲାଗିଥିବା ଇଲେକ୍ଟ୍ରିକ ମିଟର ବାକ୍ସ ଭିତରୁ ୩ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି । ଆଜି ଦିନ ପ୍ରାୟ ସାଢେ ୧୨ ଟା ପାଖାପାଖି ହେବ ସାପଟି ଘରର ସିଡି ତଳେ ଶୋଇଥିବା ଘର…

ଜାମ୍ମୁ କାଶ୍ମୀରରେ ଗଠନ ହେଲା ସୁରକ୍ଷା ଏଜେନ୍ସି ଏସଆଇଏ, ଘାଟିରୁ ହେବ ଆଙ୍କବାଦୀଙ୍କ ନିପାତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ସରକାର ଆତଙ୍କବାଦ ସହିତ ସମ୍ବନ୍ଧିତ ମାମଲାକୁ ଶୀଘ୍ର ଏବଂ ପ୍ରଭାବଶାଳୀ ତଦନ୍ତ ପାଇଁ ଗୋଟିଏ ନୂଆ ଅନୁସନ୍ଧାନକାରୀ ସଂସ୍ଥା ଏଜେନ୍ସି ଏସଆଇଏ ଗଠନ କରିଛନ୍ତି। ଏହି ଅନୁସନ୍ଧାନ ଏଜେନ୍ସିକୁ ନେଇ ସରକାର କହିଛନ୍ତି କି ଏସଆଇଏ ଦେଶର ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)…

ମା’ ହେଲେ ଅଭିନେତ୍ରୀ ଚାରୁ

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଚାରୁ ଆସୋପା ଏବଂ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ନଭେମ୍ବର ୧, ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।  ଏହାର ଗୋଟିଏ ଦିନ ପରେ, ରାଜୀବ ହସ୍ପିଟାଲରୁ ଏକ ଫଟୋ ପୋଷ୍ଟ କରିଛନ୍ତି ଏବଂ ଶିଶୁ କନ୍ୟାର ଫାଷ୍ଟ୍‌ ଲୁକ ମଧ୍ୟ ସେୟାର କରିଛନ୍ତି।…