Latest Odisha News

BREAKING NEWS

Yearly Archives

2021

ଉନ୍ମୋଚିତ ହେଲା ‘ଦି ରେନବୋ ସ୍ମାଇଲସ’

ଭୁବନେଶ୍ୱର : ବିଶିଷ୍ଟ ଅନୁବାଦିକା ପ୍ରଭାତୀ ମିଶ୍ରଙ୍କ ଓଡ଼ିଆ ଗଳ୍ପର ଇଂରାଜୀ ଅନୁବାଦ ପୁସ୍ତକ "ଦି ରେନବୋ ସ୍ମାଇଲସ " କଳିଙ୍ଗ ବୁଦ୍ଧ ବିହାର ପରିସରରେ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଅର୍ଚ୍ଚନା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉନ୍ମୋଚନ ସମାରୋହରେ…

ଷଷ୍ଠ ଗୁରୁ ଦେବ ପ୍ରସାଦ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଗୁରୁ ଦେବ ପ୍ରସାଦ ଦାସ ଫାଉଣ୍ଡେସନ୍ ଆନୁକୁଲ୍ୟରେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ବର୍ଗତଃ ଦେବପ୍ରସାଦ ଦାସଙ୍କ ୮୯ତମ ଜନ୍ମଦିନ ଅବସରରେ ଷଷ୍ଠ ଗୁରୁ ଦେବ ପ୍ରସାଦ ଦାସ ନୃତ୍ୟ ଉତ୍ସବ, ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

କବିତା : ସବୁ ଠିକହେବ

 ସଞ୍ଜିତା ପ୍ରଧାନ  ପଥ ବହୁଦୂର , ଅନେକ ଚାଲିବାକୁ ବାକି ଅଛି, ପାଦରେ କଣ୍ଟା ଫୁଟିବ ରକ୍ତାକ୍ତ ବି ହେବ, ତା' ବୋଲି କ'ଣ ଚାଲିବା ବନ୍ଦକରି ବସିପଡ଼ିବ ? ଏ ଜୀବନ ବସିବାର ସୁଯୋଗ ଦିଏନି, ଯିଏ ବସିଯାଏ ତାର ଭାଗ୍ୟ ବି ବସିଯାଏ । ଏମିତି ହୋଇଥିଲେ ଏମିତି ହୋଇଥାନ୍ତା, ଏହା ଦୁର୍ବଳ…

ଅନୁବାଦ ଗଳ୍ପ : ଟାଙ୍ଗାବାଲା ମହମ୍ମଦ

ମୂଳ ସିନ୍ଧି: ରାମ ପଞ୍ଜୱାନୀ  ଦେଶ ଭାଗ ଭାଗ ହେବାକୁ ତଥାପି କିଛି ଦିନ ବାକି ଥିଲା ।ହେଲେ ବିଭାଜନର ସବୁ ଯୋଜନା ପ୍ରସ୍ତୁତ ହୋଇ ସାରିଥିଲା । ଏ ଖବର ସିନ୍ଧୁ ପ୍ରଦେଶର ହିନ୍ଦୁମାନଙ୍କୁ ଗୋଟାପଣେ ବ୍ୟସ୍ତବିବ୍ରତ କରିପକାଇଥିଲା । କିନ୍ତୁ ଏ ସମ୍ବାଦ ଶୁଣି ମୁସଲମାନ ଲୋକମାନେ ଖୁବ୍…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୩ ସବୁ ବେଳେ ସେଇ ଗୋଟିଏ କାମ ଓ ଗୋଟିଏ କଥା। ତଥାପି ଚାଲିଥାଏ ମୁଁ ନୀରବରେ ଅଥଚ ଯଥା ସମୟରେ।  ପ୍ରିୟ ମଣିଷ ଭଲ ହେବେକି ନାହିଁ , କେଜାଣି ? ଡାକ୍ତର ଆଣ୍ଟି ତ ସବୁ ବେଳେ ଭଲ ହେବେ ବୋଲି କହି ଆସୁଛନ୍ତି। ବୟସ ତ…

ଦୀର୍ଘ ଦିନ ପରେ ବସିଲା ପୁରୀ ଜିଲ୍ଲା ପରିଷଦ ବୈଠକ

ପୁରୀ : ଦୀର୍ଘ ଦିନ ପରେ ବସିଲା ଜିଲ୍ଲା ପରିଷଦ ବୈଠକ । ପୁରୀ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ବୈଠକ। ଏହି ବୈଠକରେ ଜିଲ୍ଲାପରିଷଦର ସମସ୍ତ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଦୀର୍ଘ ଦୁଇ ବର୍ଷ ପରେ ବସିଲା ପୁରୀ ଜିଲ୍ଲା ପରିଷଦର ବୈଠକ। କୋଭିଡ କଟକଣା…

ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କଲା ବିଏମସି

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଲାଗିଥିବା କଟକଣାକୁ କୋହଳ କଲା ବିଏମସି । ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦିରେ ଅତିଥିଙ୍କ ସଂଖ୍ୟା ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି । ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ କଟକଣା ଲଗାଇଥିଲା…

କୋଭିଡ୍‌ କଟକଣା କୋହଳ କଲା BMC

ଭୁବନେଶ୍ୱର : କରୋନା ଯୋଗୁ କଟକଣା। ଆଉ ଏବେ ସେହି କଟକଣା କୋହଳ କରାଯାଇଛି । କହିବାକୁ ଗଲେ ପୂର୍ବରୁ ଜାରି ହୋଇଥିବା କୋଭିଡ଼ କଟକଣାକୁ ଏବେ କୋହଳ କରାଯାଇଛି  ପୂର୍ବରୁ ଜାରି କଟକଣାକୁ  ବିଏମ୍‌ସି କୋହଳ କରିଛି । ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇ  ନିୟମ…

ବିନା ଭକ୍ତରେ ୭ଜଣ ସେବାୟତରେ ମାଆ କାଳୀଙ୍କ ପୂଜା

ଭଦ୍ରକ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ପୂଜାର୍ଚ୍ଚନା ପାଇଁ କଟକଣା । ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତ ଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା…

ଆଫଗାନିସ୍ତାନ ବିବାହରେ ଗୀତ ବାଜୁଥିଲା, ୧୩ ନୀରିହଙ୍କୁ ତାଲିବାନ ହତ୍ୟା କଲା

ଓଡିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନର ନାନଗରହାର୍ ଅଂଚଳରେ ତାଲିବାନୀ ଶାସନର ନିର୍ଦୟୀ କାରନାମା । ଏକ ବିବାହ ସମାରୋହରେ ସଙ୍ଗୀତ ବାଜୁଥଲା ବୋଲି ୧୩ ନୀରିହଙ୍କୁ ଗୁଳିବିଦ୍ଧ କରି ହତ୍ୟା କଲା ତାଲିବାନ । ଅଫଗାନିସ୍ତାନରେ ତାଲିବାନର ଏପରି ନରସଂହାର ଘଟଣାକୁ ନେଇ ପୂର୍ବତନ ଉପରାଷ୍ଟ୍ରପତି…