Latest Odisha News

BREAKING NEWS

Yearly Archives

2021

ଦୀପାବଳି ଠାରୁ ବଜାରରେ ଉପଲବ୍ଧ ହେବ ଜିଓ ଫୋନ୍ ନେକ୍ସଟ

ଭୁବନେଶ୍ବର : ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ଶସ୍ତା ଫୋନ୍ । ଜିଓ ଏବଂ ଗୁଗୁଲ ଦ୍ବାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟ ଫୋନ ଜିଓ ଫୋନ ନେକ୍ସଟ ଦୀପାବଳିରୁ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ଘୋଷଣା କରିଛନ୍ତି । ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ…

[ଭିଡ଼ିଓ ] ମଧ୍ୟାହ୍ନଭୋଜନ ଚାଉଳ ପାଇଁ ଚାଲିଲେ ୨୦ କିଲୋମିଟର

ସୁକିନ୍ଦା: ପୁଣି ସାମନାକୁ ଆସିଲା ନଗଡ଼ାର ଆଉ ଏକ ଦୟନୀୟ ଚିତ୍ର । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବହୁ ଚର୍ଚ୍ଚିତ ନଗଡ଼ା । ମୁଣ୍ଡରେ ଚାଉଳ ବସ୍ତା ମୁଣ୍ଡାଇ ପାହାଡ଼ିଆ ରାସ୍ତାରେ ୨୦ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ । କରୋନା ଯୋଗୁ ପିଲାଙ୍କୁୂ ମଧ୍ୟାହ୍ନ ଭୋଜନ ବଦଳରେ ଚାଉଳ ଦିଆଯାଉଛି ।…

କକ୍ରେନ୍ ଇଣ୍ଡିଆ ନେଟଓ୍ବର୍କ ସହ ଯୋଡ଼ି ହେଲା ସୋଆ

ଭୁବନେଶ୍ବର : ଭାରତରେ କାର୍ଯ୍ୟକାରୀ ହୋଇଛି କକ୍ରେନ୍ ଇଣ୍ଡିଆ ନେଟଓ୍ବର୍କ । ଏହି ନେଟଓ୍ବର୍କରେ ଆଫିଲିଏଟେଡ୍ ସେଣ୍ଟର ଭାବେ ଯୋଡି ହୋଇଛି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସେସ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ତଥ୍ୟ ପ୍ରଦାନ ପରିପ୍ରେକ୍ଷୀରେ ଏହି…

ମମିତା ହତ୍ୟାକାଣ୍ଡକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର , ବିରୋଧୀଙ୍କୁ ପ୍ରମାଣ ମାଗିଲେ

ଭୁବନେଶ୍ୱର : ବହୁଚର୍ଚ୍ଚିତ ମହାଲିଙ୍ଗ ମମତା ମେହେର ହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ମମିତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ ଓ ମର୍ମାହତ ହୋଇଥିବା କହିଛନ୍ତି ମନ୍ତ୍ରୀ । ଆଇନ୍ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ…

ଗପ ଲାଗୁଥିଲେ ବି ସତ, ପିଲାଟର ନାଁ “ABCD EFGH IJK”

ଓଡିଶା ସମ୍ବାଦ ବ୍ୟୁରୋ: ଦୁନିଆରେ ସମସ୍ତେ ଜନ୍ମ ହେବା ପରେ ନିଜନିଜ ନାଁକୁ ନେଇ ପରିଚୟ ହାସଲ କରିଥାନ୍ତି । ନାମକରଣ ମାମଲାରେ ପରିବାର ଲୋକେ ବେଶ ଭାବିଚିନ୍ତି ନିଷ୍ପତ୍ତି ନେଇଥାନ୍ତି । ପ୍ରତ୍ୟକ ବ୍ୟକ୍ତିଙ୍କ ନାଁ ପଛରେ କିଛି ନା କିଛି ଅର୍ଥ ରହିଥାଏ । ହେଲେ ନିକଟରେ ସୁମାତ୍ରାର ଜଣେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଲୋଚନା ସମୟରେ ସୁନ୍ଦରଗଡ଼ରେ ଏମସ ପ୍ରତିଷ୍ଠା କରିବାକୁ ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏନଟିପିସି ଦ୍ବାରା ସୁନ୍ଦରଗଡ଼ରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ୧୦୦…

ଜୁହି ଚାଓ୍ଵଲା ହେଲେ ଆର୍ଯ୍ୟନଙ୍କ ଜାମିନଦାର

ମୁମ୍ବାଇ: ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନଦାର ହେଲେ ଜୁହି। ବମ୍ବେ ହାଇକୋର୍ଟ ବଲିଉଡ ଷ୍ଟାର୍ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବେଲ ଅର୍ଡର ଜାରି କରିଛନ୍ତି । ଅଭିନେତ୍ରୀ ଜୁହି ଚାଓ୍ଵଲା ଏକ ଲକ୍ଷ ଟଙ୍କାର ମୁଚଲିକାରେ ଆର୍ୟନଙ୍କ ଜାମିନ କରାଇଛନ୍ତି।। ମିଳୁଥିବା ସୂଚନା ଅନୁସାରେ…

ରୋମାଂଚକ ମୁକାବିଲାରେ ବାଂଲାଦେଶକୁ ହରାଇଲା ୱେଷ୍ଟଇଣ୍ଡିଜ

ଶାରଜା: ଟି୨୦ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ୱେଷ୍ଟଇଣ୍ଡିଜ ଶେଷ ଓଭର ଶେଷ ବଲରେ ବାଂଲାଦେଶକୁ ମାତ ଦେଇଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ରୋଷ୍ଟନ ଚେଜଙ୍କ ୩୯ ଏବଂ ନିକୋଲାସ ପୁରମଙ୍କ ୪୦ ରନ ସହାୟତାରେ ୨୦…

ମସ୍କୋରେ ମୁଣ୍ଡ ଟେକିଲା କରୋନା, ଲାଗୁ ହେଲା ଲକଡାଉନ୍

ମସ୍କୋ : ଋଷରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା । ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଲାଣି । ଦିନକୁ ଦିନ ସଂକ୍ରମଣ ବଢୁଥିବା ବେଳେ, ରାଜଧାନୀ ମସ୍କୋରେ ଲାଗୁ ହୋଇଛି ଲକଡାଉନ । ଅଧିକାଂଶ ସହରରେ ଆକ୍ରାନ୍ତ ସଂଖ୍ୟା ବଢିଥିବାରୁ ଏଭଳି ଲକଡାଉନ ଜାରି ହୋଇଛି । ପ୍ରତିଦିନ ମାମଲା ବଢୁଥିବାରୁ…

ଆଉ ଗୋଟିଏ ରାତି ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଆଜି ଶେଷ ମୂହର୍ତରେ ଜେଲରୁ ମୁକୁଳି ପାରି ନାହାନ୍ତି । ଗୁରୁବାର ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଆର୍ଥର ରୋଡ ଜେଲରେ କୋର୍ଟଙ୍କ ଅର୍ଡର ନିର୍ଦ୍ଧାରିତ ସମୟରେ ପଂହଚି ପାରି ନ ଥିଲା । ଜେଲ ନିୟମ…