Latest Odisha News

BREAKING NEWS

Yearly Archives

2021

ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ମାଗିଲେ ମାଓବାଦୀ

ରାୟଗଡା: ମମିତା ମେହେର ହତ୍ୟା ମାମଲାକୁ ନେଇ ସରଗରମ ରହିଛି ଓଡିଶାର ରାଜନୈତିକ ମହଲ । ବିରୋଧ ଓ ପ୍ରତି-ବିରୋଧକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ତେବେ ଏହି ମାମଲାରେ ଏବେ ମାଓବାଦୀ ସଙ୍ଗଠନ ବି ସାମିଲ ହୋଇଛନ୍ତି । ପୋଷ୍ଟର ମାରିବା ସହ ମମିତାଙ୍କୁ ନ୍ୟାୟ ଦେବା ଲାଗି ଦାବି…

ଦୁର୍ଘଟଣା ରୋକିବା ପାଇଁ ପ୍ରଶିକ୍ଷଣ ପାଇବେ ରାସ୍ତାକଡ଼ ଦୋକାନୀ

କଟକ: ଦିନକୁ ଦିନ ଦୁର୍ଘଟଣା ବଢ଼ୁଛି। ଦୁର୍ଘଟଣାର ଶିକାର ହୋଇ ଅନେକ ଲୋକ ଆହତ ହେଉଛନ୍ତି। ଅନେକ ଜୀବନ ମଧ୍ୟ ଯାଉଛି। ତେଣୁ ଏହାକୁ ରୋକିବାକୁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି। ହେଲେ ଏଥର ସାମିଲ ହେବାକୁ ଯାଉଛନ୍ତି ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପ, ଉଠା ଦୋକାନୀ, ଟାୟାର…

ନିଳାଦ୍ରୀ ବେଳାଭୂମିରେ ଅଲ ଓଡିଶା ବିଚ୍ କୁସ୍ତି ଚାମ୍ପିଅନସିପ୍ ଉଦଘାଟିତ

ପୁରୀ : ଅଲ ଓଡ଼ିଶା ବିଚ୍ କୁସ୍ତି ଚାମ୍ପିଅନସିପ୍ ଉଦଘାଟିତ । ଦୁଇଦିନିଆ ଅଲ ଓଡିଶା ବିଚ କୁସ୍ତି ଚାମ୍ପିଅନସିପ୍ ନିଳାଦ୍ରୀ ବେଳାଭୂମିରେ ଉଦଘାଟିତ ହୋଇଛି। ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଯାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି…

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୮୭ ବିଲିୟନ ଡଲାର କ୍ଷତି ସହିଛି ଭାରତ

ନୂଆଦିଲ୍ଲୀ: ବିଶ୍ୱ ପାଣିପାଗ ବିଭାଗ (WMO) ର ରିପୋର୍ଟ ଅନୁଯାୟୀ ଗତ ବର୍ଷ ବାତ୍ୟା, ବନ୍ୟା ଏବଂ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମଗ୍ର ବିଶ୍ବ ୬୫୩୫ ବିଲିୟନ ଟଙ୍କାର କ୍ଷତି ସହିଛି। ଚୀନ୍ ସର୍ବାଧିକ ୨୩୮ ବିଲିୟନ ଡ଼ଲାର କ୍ଷତି ସହିଥିବା ବେଳେ ଭାରତ ୮୭ ବିଲିୟନ ଡ଼ଲାର ସହିତ…

କେବଳ ଡ୍ରଗ୍ସ ବ୍ୟବହାର ନୁହେଁ , ଡ୍ରଗ୍ସ ଚୋରା କାରବାରରେ ବି ଜଡିତ ଅଛନ୍ତି ଆର୍ୟନ; ଏନ୍‌ସିବି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନକୁ ବିରୋଧ କରିଛି। ଏନସିବି ଅଭିଯୋଗ କରିଛି ଯେ ଆର୍ୟନ କେବଳ ଡ୍ରଗ୍ସ ବ୍ୟବହାର କରୁନାହାଁନ୍ତି, ବରଂ ସେ ବେଆଇନ ଭାବେ ଡ୍ରଗ୍ ଚୋରା କାରବାରରେ ମଧ୍ୟ ଜଡିତ…

[ଭିଡିଓ] ଯାଜପୁରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ଯାଜପୁର : ଦେଶରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଥିଲା ସ୍ୱଚ୍ଛ ଭାରତ ମିଶନ। ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରତ୍ୟେକ ଘରକୁ ସରକାର ପାଇଖାନା କରବା ପାଇଁ ଆର୍ଥିକ ସହୟତା ଯୋଗାଇ ଦେଉଛନ୍ତି । ହେଲେ  ଯାଜପୁର ସଦର ମହକୁମା ଡାକ୍ତରଖାନାଠାରୁ ଆରମ୍ଭ କରି ବସ୍ ଷ୍ଟାଣ୍ଡ ଅଚଂଳରେ ଶୌଚାଳୟ…

କର୍‌ବା ଚୌଥ୍‌ ବିଜ୍ଞାପନ ପ୍ରତ୍ୟାହାର ନେଇ କମ୍ପାନୀ ଉପରେ ବର୍ଷିଲେ ପୂଜା

ନୂଆଦିଲ୍ଲୀ: କର୍‌ବା ଚୌଥ୍‌କୁ ଧ୍ୟାନରେ ରଖି ଡାବର ଏକ ବିଜ୍ଞାପନ ପ୍ରକାଶ କରିଥିଲେ ଯେଉଁଥିରେ ଦୁଇଜଣ ସମଲିଙ୍ଗୀ ମହିଳା ପରସ୍ପର ପାଇଁ ଉପବାସ କରୁଥିବା ଦେଖିବାକୁ ମିଳିଥିଲା। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏହି ବିଜ୍ଞାପନକୁ ସମାଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ…

ବାଲିଘାଟ ନିଲାମ ଆବେଦନରୁ ବାଦ୍ ପଡ଼ିଲେ ଆଶାୟୀ ବ୍ୟକ୍ତି

ବାରିପଦା: ବାଲିଘାଟ ନିଲାମ ପାଇଁ ଆବେଦନ କରିପାରିଲେନି ଆଶାୟୀ ବ୍ୟକ୍ତି। ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଅଧିନସ୍ଥ ମୋରଡ଼ା ତହସିଲ ଜମ୍ଭିରା ନଦୀ ବାଲି ଖାଦାନ ନିଲାମ ପାଇଁ ଇସ୍ତାହାର ପ୍ରକାଶ ପାଇଥିଲା। ବଡ଼ଫେରା, ବରକନ୍ଦ, ଗଡ଼ିଆ, ଗଣ୍ଡଗୁହାଳି ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷଠାରୁ ୫ବର୍ଷ…

ବଢୁଛି ସଂକ୍ରମଣ; ପୁଣି ଫେରିଲା ଲକ୍‌ଡାଉନ୍‌

ବେଜିଂ: ପୁଣି ବଢିଲାଣି ସଂକ୍ରମଣ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମଳିଛି। ଚୀନ୍‌ରେ ପୁଣି ନିୟନ୍ତ୍ରଣ ହରାଇଲାଣି ସଂକ୍ରମଣ। ଚୀନ୍‌ର ସ୍ଥାନୀୟ ସରକାର ୪ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଉତ୍ତର-ପଶ୍ଚିମ ସହରର ସହର ଲାଞ୍ଝଉରେ ସଂକ୍ରମଣ ରୋକିବା ଲାଗି…

ଆନ୍ତର୍ଜାତୀୟ ସୁଟର୍ ସିମା ତୋମରଙ୍କୁ ଖୋଲା ଧମକ, ୩ ଗିରଫ

ଓଡିଶା ସମ୍ବାଦ ବ୍ୟୁରୋ: ଆନ୍ତର୍ଜାତୀୟ ସୁଟର୍ ସୀମା ତୋମର ଗ୍ରେଟର ନୋଏଡାରେ ଦୁର୍ବ୍ୟବହାରର ଶିକାର ହୋଇଥିବା ସୂଚନା ରହିଛି । ଏହି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲାବେଳେ ପାର୍କିଂକୁ ନେଇ ଉଭୟ ପକ୍ଷରୁ ବଚସା ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶ ବାଘପତ ବାସିନ୍ଦା ସୀମା…