Latest Odisha News

BREAKING NEWS

Yearly Archives

2021

ଆଇସକ୍ରିମ କାଠିରେ ବିଶ୍ୱକପ୍ ଟ୍ରଫି, ଅଭିନବ ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଲେ ଚିତ୍ରକର ମନୋଜ

କଟକ: ଆଇସକ୍ରିମ କାଠିରେ ବିଶ୍ୱକପ୍ ଟ୍ରଫି। ଅଭିନବ ଢ଼ଙ୍ଗରେ ବିଶ୍ୱକପ୍ ଟ୍ରଫି ପ୍ରସ୍ତୁତ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ କଟକର ଚିତ୍ରକର ମନୋଜ ସାହୁ। ଭାରତ ଓ ପାକିସ୍ଥାନ ମଧ୍ୟରେ ହେବାକୁ ଥିବା ମୁକାବିଲାକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଭିନ୍ନ ଭିନ୍ନ ଢ଼ଙ୍ଗରେ ମଧ୍ୟ…

ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଆପଣାଇବେ ହିନ୍ଦୁ ଧର୍ମ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକୋର୍ଣ୍ଣୋଙ୍କ ଝିଅ ସୁକମାବତୀ ସୁକର୍ଣ୍ଣୋପୁତ୍ରି ହିନ୍ଦୁ ଧର୍ମ ଆପଣାଇବେ । ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ସେ ଇସଲାମ ଧର୍ମ ଛାଡିବେ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ସୁକମାବତୀ ଏକ କବିତା ଲେଖି ସୋସିଆଲ ସାଇଟରେ ଶେୟାର କରିଥିଲେ…

ଆମେଚର୍ ଟେନିକୋଏଟ୍ ଆସୋସିଏସନର ୩୩ତମ ବାର୍ଷିକ ସମ୍ମିଳନୀ

କଟକ: ଗ୍ରାମାଞ୍ଚଳରେ ଟେନିକୋଏଟ୍ କ୍ରୀଡ଼ାର ପ୍ରଚାର ପ୍ରସାର କରାଯିବ। ଆଗକୁ ହେବାକୁ ଥିବା ରାଜ୍ୟ ଟେନିକୋଏଟ୍ ପ୍ରତିଯୋଗିତା ପାଇଁ ବିଭିନ୍ନ ଖସଡ଼ାମାନ ପ୍ରସ୍ତୁତ କରାଯାଇଛି। ଏନେଇ ଆମେଚର୍ ଟେନିକୋଏଟ୍ ଆସୋସିଏସନ ୩୩ତମ ବାର୍ଷିକ ସମ୍ମିଳନୀରେ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ଅଲମ୍ପିକ୍…

ଟି୨୦ ବିଶ୍ୱକପ: ମ୍ୟାଚ ବେଳେ ବାଂଲାଦେଶ-ଶ୍ରୀଲଙ୍କା ଖେଳାଳିଙ୍କ ମଧ୍ୟରେ ଧସ୍ତା ଧସ୍ତି

ଦୁବାଇ:ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ଅଭାବନୀୟ ଘଟଣା ଘଟିଛି । ମ୍ୟାଚ ଚାଲିଥିବା ବେଳେ ଉଭୟ ଦେଶ ଖେଳାଳିଙ୍କ ମଧ୍ୟରେ ବାକ୍ୟ ବିନିମୟ ଏବଂ ପରେ ଧସ୍ତା ଧସ୍ତି ଦେଖିବାକୁ ମିଳିଥିଲା । ପରିସ୍ଥିତି ଅଣାୟତ ହେବାରୁ ଅମ୍ପାୟର ହସ୍ତକ୍ଷେପ କରିଥିଲେ । ବାଂଲାଦେଶର ଲିଟନ ଦାସ ମିଡ ଅଫରେ କ୍ୟାଚ ଆଉଟ…

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ପୁରସ୍କାର

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଭଲ ଖବର ରହିଛି। ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବାକୁ ଯାଉଛି ‘ଦାଦା ସାହେବ ଫାଲକେ’ ପୁରସ୍କାର। ଏନେଇ ରବିବାର ଚେନ୍ନାଇରେ ଥିବା ତାଙ୍କ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଁ ଏହି…

କାଳୀପୂଜା ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ

କଟକ: କାଳୀପୂଜାକୁ ଶାନ୍ତିଶୃଙ୍ଖଳାଭାବେ କରିବା ପାଇଁ ଓସିଏ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡ଼ିସିପି ପ୍ରତୀକ ସିଂ, ବିଭିନ୍ନ ଜୋନର ଏସିପି, ଥାନା ଅଧିକାରୀ, ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ…

ଅଜବ ଶିକ୍ଷକ, ଅଶ୍ଳୀଳ ୱେବସାଇଟ୍‌ରେ ଦେଉଛନ୍ତି ଗଣିତ ଶିକ୍ଷା

ଓଡିଶା ସମ୍ବାଦ ବ୍ୟୁରୋ: କରୋନା ମହାମାରୀ ପାଇଁ ବିଗତ ଦେଢ ବର୍ଷରେ ଶିକ୍ଷା ପଦ୍ଧତିରେ ଘୋର ପରିବର୍ତ୍ତନ ସାମ୍ନାକୁ ଆସିଛି । ଅନଲାଇନ୍ ଶିକ୍ଷା ପ୍ରକ୍ରିୟାରେ ଉଭୟ ଶିକ୍ଷକ ଓ ଶିଷ୍ୟମାନେ ନିଜକୁ ଢଳାଇ ସାରିଛନ୍ତି । ଲାଇଭ୍ କ୍ଲାସକୁ ବାଦ୍ ଦେଲେ ପ୍ରି-ରେକର୍ଡେଡ୍ କ୍ଲାସ ଉପରେ…

ମମିତା ମେହେର ହତ୍ୟା ମାମଲା: ମେହେର ସମାଜର ପଦଯାତ୍ରା ଓ ଥାନା ଘେରାଓ

ନୂଆପଡ଼ା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା। ମମିତାଙ୍କ ପରିବାରକୁ ନ୍ୟାୟ ଦାବି ରାଜରାସ୍ତାକୁ ଓହ୍ଲାଇଛନ୍ତି ତୁକଳା ମେହେର ସମାଜ। ସମାଜ ପକ୍ଷରୁ ୧୦କିଲୋମିଟର ପଦଯାତ୍ରା କରିବା ସହ ଖଡ଼ିଆଳ ଥାନା ଘେରାଓ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ମମିତା…

ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ

ବରଗଡ଼: ବରଗଡ଼ ଜିଲ୍ଲାରେ ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ ହୋଇଯାଇଛି। ପ୍ରଥମେ ଏହି ଶୋଭାଯାତ୍ରା କାଳି ମନ୍ଦିରରୁ ବାହାରି ହାଟପଡ଼ା ଦୁର୍ଗା ମନ୍ଦିର ହୋଇ ସମଲେଶ୍ୱରୀ ମନ୍ଦିରର ସମସ୍ତ ଦେବାଦେବୀଙ୍କୁ ପୂଜା କରିଥିଲେ। ପରେ ଏହି ଶୋଭାଯାତ୍ରା ବରଗଡ଼ ମୁଖ୍ୟ ରାଜପଥ ଦେଇ ସୌଖିନ…

ରାଜଧାନୀରେ ଟମାଟୋ ଦର ଆକାଶଛୁଆଁ; ‌କେ.ଜିକୁ ୮୦

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇସାରିଥିବାରୁ ପରିବା ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ପାଇଁ ବଜାରରେ ପରିବାର ଅଭାବ ଦେଖାଯାଉଥିବା ବେଳେ ଏପଟେ ଟମାଟୋର ମୂଲ୍ୟ କିଲୋ ପିଛା ୮୦ ଟଙ୍କା ଛୁଇଁଲାଣି। ରାଜଧାନୀର ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୮୦ ଟଙ୍କା…