Latest Odisha News

BREAKING NEWS

Yearly Archives

2021

ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜୀବନ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୪୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୫…

ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ

ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ସୁନ୍ଦରଗଡ଼ ତଲସରା ଥାନା ତେନ୍ତୁଲିଧରିଆ ଗାଁର ନିକୁଲାସ ଜୋଜୋ ବୋଲି ଜଣାପଡିଛି । ନିକୁଲାସଙ୍କ ବୟସ ମାତ୍ର ୩୪ ବର୍ଷ ହେବ ବୋଲି ସୂଚନା ମିଳିଛି । ଗତ କିଛି ଦିନ ହେବ ରାଉଲଡେଗା ବନଖଣ୍ଡ ଅଧିନରେ ଥିବା କିରାଲଗା ଜବତି…

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୪୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୫ ଜଣ ଶିଶୁ ଓ କିଶୋର କରୋନା…

ନେତାଜୀଙ୍କ ଉପରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦହିନ୍ଦ ଫୋଜ ଗଠନର ଶତବାର୍ଷିକୀ ଅବସରରେ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ସ୍ଥାନୀୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିସରରେ ନେତାଜୀ ସୁଭାଷ ବୋଷ ଓ ସ୍ବାଧୀନତା ସଂଗ୍ରାମ ଉପରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ…

କାର୍ତ୍ତିକ ଚିତାରେ ପ୍ରତୀକ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ବୈଷ୍ଣବୀୟ ରୀତିରେ ଯେଉଁ ଉପାସନା ଶୈଳୀ ଅନୁସୃତ ହୋଇଥାଏ ସେଥିରେ ପ୍ରତୀକାତ୍ମକ ରୂପର ବ୍ୟବହାର ବହୁଳ ଭାବେ ଦେଖାଯାଏ । ଏହି ରୂପର ଅବତାରଣା ଦୁଇ ପ୍ରକାରର ଯଥା ବିଗ୍ରହ-ରୂପ ଓ ଚିତ୍ର-ରୂପ । ବିଗ୍ରହ ରୂପ ମୂର୍ତ୍ତି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୫ ଶୂନର କି ଶକ୍ତି  ସତରେ। ସଂଖ୍ୟାର ବାଁ ପଟେ କିଛି ମୂଲ୍ୟ  ନଥିବା ସମୟରେ ଡାହାଣରେ ଅମୂଲମୂଲ। ଗଣନା ହୁଅନ୍ତାକି ତା' ବିନା! ମୋ' ମାଟିର ମଣିଷ  ଧନ୍ୟ  ବାବା ଆର୍ଯ୍ୟଭଟ୍ଟ।ଶୂନରୁ ଆରମ୍ଭ ପ୍ରକ୍ରିୟା ,ସରିଲା ଯାଇ…

କୁଳାଙ୍ଗାର ଉବାଚ : କୋଉ ଫୁଲ ନେବ ?

କୋଉ ଫୁଲ ନେବ? * ଉପହାର ଦେଲେ ସିନା ମୋ ପ୍ରତି ସେ ଆକର୍ଷିତ ହେବ; କ'ଣ ନେବା ପଚାରନ୍ତେ ସେ କହିଲା ଫୁଲ ଦେଇଦେବ! ଅଡୁଆରେ ପଡିଲି ମୁ ଏଇକଥା ଭାବି କି ସେ କୋଉ ଫୁଲ ନେବ; ଆଉ କ'ଣ ଯୁଗ ଅଛି ଗୋଲାପଟେ ପାଇକରି ଖୁସି ହୋଇଯିବ ? ଭାବିଲି ଦେଇଦେବି ନେଇ ଦାମୀ ଫୁଲ ତୋଡ଼ାଟିଏ ;…

ବିପୁଳ ପରିମାଣର ଗଂଜେଇ ଚାଷ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

କୋରାପୁଟ: ମିଳିତ ଅପରେସନରେ ସଫଳତା ହାସଲ କଲେ କୋରାପୁଟ ଜିଲ୍ଲା ପାଡୱା ପୋଲିସ ଓ ଅବକାରୀ ବିଭାଗ । ନଷ୍ଟ କରାଗଲା ବିପୁଳ ପରିମାଣର ବେଆଇନ ଗଂଜେଇ ଚାଷ । ଗୋଡିପୁଟ୍ ଗାଁରେ ଗଂଜେଇ ଚାଷ ହେଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇବା ପରେ ଆଜି ପୋଲିସ, ଅବକାରୀ ବିଭାଗ ଓ ଡିଭିଏଫ୍ ଟିମ ଅତର୍କିତ…

ବିଷ ପିଇ ନବବଧୂଙ୍କ ଆତ୍ମହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ବାଲେଶ୍ୱର : ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଏକ ନବବଧୂ । ବିଷ ପିଇ ଦୀର୍ଘଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ ନବବଧୂ ଶେଷରେ ଆଖିବୁଜିଛନ୍ତି । ବାଲେଶ୍ୱର ବାଙ୍ଗରା ଗାଁର ତ୍ରୈଲୋକ୍ୟ ପାତ୍ରଙ୍କ ଝିଅ ଗାୟତ୍ରୀ, ନୀଳଗିରି ଥାନା ସନ୍ତରାଗଡ଼ିଆ…

ବିସିସିଆଇ ୧୯ ବର୍ଷରୁ କମ୍ ଚ୍ୟାଲେଞ୍ଜର ଟ୍ରଫି ପାଇଁ ମନୋନୀତ ହେଲେ ଓଡିଶାର ସୁଶୀଲ

ଭୁବନେଶ୍ୱର:ଓଡିଶାର ଉଦୀୟମାନ କ୍ରିକେଟର ସୁଶୀଲ କୁମାର ବାରିକ ୧୯ ବର୍ଷରୁ କମ୍ ବିସିସିଆଇ ଚ୍ୟାଲେଞ୍ଜର ଟ୍ରଫି ପାଇଁ ମନୋନୀତ ହୋଇଛନ୍ତି । ଭିନୁ ମଙ୍କଡ ଟ୍ରଫିରେ ଅଲରାଉଣ୍ଡର ସୁଶୀଲ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏଲିଟ ଗ୍ରୁପରେ ଓଡିଶା ୨ ବିଜୟ ଓ ୨ ପରାଜୟ ସହ ତୃତୀୟ ସ୍ଥାନରେ ରହିଥିଲା ।…