Latest Odisha News

BREAKING NEWS

Yearly Archives

2021

ମମିତା ମେହେର ହତ୍ୟା ଘଟଣା : ତଦନ୍ତର ନୂଆ ମୋଡ଼

ମମିତା ମେହେର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଛି ବଡ଼ ପ୍ରମାଣ। ସେହି ପ୍ରମାଣକୁ ନେଇ ଏବେ ମମିତା ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି । ରାଧେକୁ ପୋଲିସ୍‌ ଗିରଫ କରିବା ପରେ ରାଧେ ଘରେ ଚଢାଉ ହୋଇଥିଲା । ତେବେ ଚଢ଼ାଉ…

ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଅନୁଗୁଳ: ଦିନକୁ ଦିନ ବଢ଼ିଚାଲିଛି ହାତୀ ଆକ୍ରମଣ। ପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ। ଏହିପରି ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା ତାଳଚେର ଏକଘରିଆ ଗାଁରେ। ମୃତକ ଜଣକ ହେଲେ ଯୋଗେଶ୍ୱର ଦେବତା। ସୂଚନା ଅନୁସାରେ, ଯୋଗେଶ୍ୱର ସବୁଦିନ ଭଳି ଆଜି ମଧ୍ୟ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଲେ। ହେଲେ…

ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି ।  କିଛି ଦିନ କରୋନା ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୬୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ…

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଇସ୍ତଫା ଦେଇଛନ୍ତି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ଇସ୍ତଫା ଦେଲେ । ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ…

ଟି୨୦ ବିଶ୍ୱକପ: ପାକିସ୍ତାନ ବିପକ୍ଷରେ ସର୍ବଦା ବିରାଟ ଇନିଂସ ଖେଳି ନଟଆଉଟ ରହିଛନ୍ତି କୋହଲି

ଦୁବାଇ:ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ତେବେ ସାରା ବିଶ୍ୱର କ୍ରିକେଟପ୍ରେମୀଙ୍କ ନଜର ରହିଛି ଭାରତ-ପାକିସ୍ତାନ ମ୍ୟାଚ ଉପରେ । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପାକିସ୍ତାନ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ରହିଛି । ସେ ଟି୨୦ ବିଶ୍ୱକପରେ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଆଉଟ…

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ । କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରୁ ପଠାଇଛନ୍ତି । ଖୁବ ଶୀଘ୍ର ସେ ବିଜେଡିରେ ଯୋଗ ଦେବାର ସମ୍ଭାବନା ରହିଛି ।…

କବିତା : ମେଘଗୀତ

ଆଲୋକ ପ୍ରଧାନ  କିଏ କହେ ମେଘ ଦେହର ଦରଜ ରାତିର ବାସି ମହକ। କିଏ କହେ ମେଘ ଜରୁଆ ଦେହରେ ପାଣିପଟି ପରି ସୁଖ।l କିଏ କହେ ମେଘ ଆଉଜା ଦୁଆରେ ଅଧାଲୁଚା ହଳେ ଆଖି। କିଏ କହେ ମେଘ ବାଡି ଧାନଖଳା ଉଜିଆଁ ପ୍ରେମର ସାକ୍ଷୀ।l କିଏ କହେ ମେଘ ସାନକୁହା ମାନି ଅଧା ବରଷିଲା ଲୁହ। କିଏ କହେ ମେଘ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୪ ସମୟ ଗଡୁଥିଲା। ହସଖୁସି ସହ ଦାୟିତ୍ୱ ବଢୁଥିଲା।ଘରେ ଏକ ନୂତନ ପରିବେଶ ସୃଷ୍ଟି ହେଉଥିଲା।ଗଛ ମୂଳରେ ଥିଲେ, ଗାଁ କଡରେ ଥିଲେ ଜୀବନ କ'ଣଏମିତି ହୋଇଥାଆନ୍ତା...। କେଜାଣି କିଏ ଭାଗ୍ୟ କରିଥିଲା ...ପଲଟୁ, ସିତୁ, ମାଆ ନା…

ଟିକାକରଣରେ ଇତିହାସ ରଚିଲା ଭାରତ, ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ : ଟିକାକରଣରେ ଇତିହାସ ରଚିଛି ଭାରତ । ଦେଶରେ ୧୦୦ କୋଟି ଟପିଛି ଭ୍ୟାକ୍ସିନେସନ । ମହାମାରୀ କରୋନା ବିରୋଧରେ ଭାରତର ଏପରି ସଫଳତାକୁ ନେଇ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଟିକାକରଣର ଏହି କୀର୍ତ୍ତିମାନକୁ ନେଇ ବାଲୁକା କଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତରାଷ୍ଟ୍ରୀୟ…

ଏନସିବି ମୂଖ୍ୟଙ୍କୁ ନବାବଙ୍କ ଧମକ, ବର୍ଷକ ଭିତରେ ଚାକିରୀ ହରାଇବେ

ମୁମ୍ବାଇ: ଡ୍ରଗ୍ସ କେସର ତଦନ୍ତ କରୁଥିବା ଏନସିବି ଉପରେ ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମାଲିକ ବାରମ୍ବାର ଟାର୍ଗେଟ କରୁଛନ୍ତି । ଆଜି ସେ ଚ୍ୟାଲେଞ୍ଜ ଦେଇ କହିଛନ୍ତି ବର୍ଷକ ଭିତରେ ଏନସିବି ମୁଖ୍ୟ ସମୀର ୱାଙ୍ଖଡେ ତାଙ୍କ ଚାକିରୀ ହରାଇବେ । ସେ ଜେଲ ନ ଗଲେ ସାଧାରଣ ଜନତାଙ୍କ…