Latest Odisha News

BREAKING NEWS

Yearly Archives

2021

[ଭିଡ଼ିଓ] ବିଷ୍ଣୁଙ୍କ ମୂର୍ତ୍ତିରେ ମହାଦେବଙ୍କ ପ୍ରତିମା

ଓଡ଼ିଶା ସମ୍ବାଦ ବ୍ୟୁରୋ : ଭଗବାନଙ୍କ ନିକଟରେ ଆସ୍ଥା ଓ ବିଶ୍ୱାସ । ଯେଉଁଠି ଚମତ୍କାର ହୋଇଥାଏ ସେଠାରେ ଲୋକଙ୍କ ବିଶ୍ୱାସ ବଢିଯାଏ । ଆଉ ସେଠି ଧର୍ମସ୍ଥାନ ହୋଇଥିଲେ ସେଠାରେ ଶ୍ରଦ୍ଧା ବି ଯୋଡି ଯାଏ । ପ୍ରତିଦିନ ଏମିତିକ କିଛି ନା କିଛି ଘଟଣା ସମାନାକୁ ଆସିଥାଏ । ଯାହାକି ଆସ୍ଥା ବୋଲି ଆମେ…

କଟକରେ ୬୨ ତମ ପୋଲିସ ସହିଦ ଦିବସ ପାଳିତ

କଟକ : ଆଜି ପୋଲିସ ସହିଦ ଦିବସ । କଟକ ବକ୍ସିବଜାର ସ୍ଥିତ ରାଜ୍ୟ ପୋଲିସ କାର୍ଯ୍ୟାଳୟରେ ପାଳିତ ହୋଇଛି ୬୨ ତମ ପୋଲିସ ସ୍କୁୃତି ଦିବସ। ଏହି ଉତ୍ସବରେ ଗତ ବର୍ଷ କୋଭିଡରେ ସହିଦ ହୋଇଥିବା ୨୨ ଜଣ ଏବଂ ୪ ଜଣ ଆଇନଶୃଙ୍ଖଳା ରକ୍ଷା କରି ସହିଦ ହୋଇଥିବା ପୋଲିସଙ୍କର ଅମର ଆତ୍ମାର ସତଗତି ପାଇଁ…

ପୋଲିସ ବିରୋଧରେ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀଙ୍କ ଏତଲା

ବାଲେଶ୍ୱର: ପୋଲିସ ବିରୋଧରେ ଏତଲା ଦେଇଛନ୍ତି ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀ। ପୋଲିସ କବଜାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦରର ମୃତ୍ୟୁ ହୋଇଥିଲା। ଘଟଣାର ୩ମାସ ପରେ ଶେଖ୍ ହାଇଦରର ପତ୍ନୀ ହାସିନା ବିବି ସିମୁଳିଆ ଥାନାରେ ଲିଖିତ ଅଭିଯୋଗ…

ମା’ ସୁନାଦେଈଙ୍କ ବୁଏଲ ଯାତ୍ରା ସମ୍ପନ୍ନ, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ନୂଆପଡ଼ା: ସୁନାବେଡ଼ାରେ ବହୁ ପ୍ରସିଦ୍ଧ ମା’ ସୁନାଦେଈଙ୍କ ବୁଏଲ ଯାତ୍ରା ସମ୍ପନ୍ନ ହୋଇଛି। ସୁନାବେଡ଼ା ଅଞ୍ଚଳର ୮୪ଟି ଛୋଟ ବଡ଼ ସାହିର ଇଷ୍ଟଦେବୀ ହେଉଛନ୍ତି ମା’ ସୁନାଦେଈ। ମା’ ସୁନାଦେଈଙ୍କ ଯାତ୍ରା ବର୍ଷକୁ ଦୁଇଥର ହୋଇଥାଏ। ମାତ୍ର ଅଶ୍ୱିନୀ ମାସ ପୂର୍ଣ୍ଣିମା ତିଥିରେ ହେଉଥିବା ବୁଏଲ ଯାତ୍ରା…

ପୁଅକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ୍

ମୁମ୍ବାଇ: ପୁଅକୁ ଭେଟିବାକୁ ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ଼ ଜେଲରେ ପହଞ୍ଚିଛନ୍ତି। ଅକ୍ଟୋବର ୮ରୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଜେଲରେ ଅଛନ୍ତି ଆର୍ଯ୍ୟନ୍ ଖାନ୍। ଏବେ ଯାଏଁ ତାଙ୍କ ଜାମିନ ଆବେଦନ ହୋଇପାରିନାହିଁ। ପରିଦର୍ଶନ ବିଭାଗରେ ଶାହାରୁଖ ଖାନଙ୍କ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୩ ମୁଁ ମାଆ ହେଲି। ପଟ୍ଟପରିବର୍ତ୍ତନ ହେଲା। ମାତୃତ୍ଵ ପରେ ଅନେକ ଦୁଃଖ ଭୁଲି ହୋଇଗଲା।  ସେବା ଯତ୍ନ ମୋ' ପ୍ରତି , ମୋ' ପିଲାଙ୍କ ପ୍ରତି ଆଦୌ କମ ନଥିଲା ।ଏ ଦୁନିଆରେ ଏମିତି ମା ଅଛନ୍ତି, ବିଶ୍ୱାସ ହେଉନଥିଲା । କାହିଁକି…

ଅନୁବାଦ କବିତା : ବୁଢ଼ା ମଣିଷ

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ମୋର ଯାହା ଇଚ୍ଛା ଥିଲା ଯାହା ଚାହିଁଥିଲି ଅଧାଠାରୁ ବେଶୀ ତା'ର ଗଲିଣିତ ଭୁଲି ବଞ୍ଚିଛି ମୁଁ ଖାଲି ଶୀତଳ ଶୁଖିଲା ଏକ ବୁଦ୍ଧିବାଦ ନେଇ ଯଦିଓ ଏକାଠି ଆମେ ଥିଲେ ଦୁହେଁ ସାଥି ହୋଇ କେବଳ ସ୍ୱପ୍ନରେ । ହେମନ୍ତର ଦୁର୍ବଳ ଓ ରୁଗ୍ଣ ଆଲୋକରେ…

କୁନି କୁନି ପିଲାଙ୍କ ପାଇଁ ସିନ୍ଧୁ ବ୍ରାଉନଙ୍କ ୨୧ଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ସିନ୍ଧୁ ବ୍ରାଉନ, ମାନସ ରଞ୍ଜନ ଦାସ, ମାନବୀ ଟୌଙ୍କ୍, ଶ୍ରୀଦେବୀ ଓ କୁଞ୍ଜନଙ୍କ ସହାୟତାରେ “ଟ୍ରେସିଂ ଏବଂ ଲର୍ଣ୍ଣିଙ୍ଗ କନସେପ୍ଟକୁ ନେଇ ବିଭିନ୍ନ ଥିମ୍ ଉପରେ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରିଥିବା ୨୧ ଟି ପୁସ୍ତକ ସ୍ଥାନୀୟ ମାଇକେଲ କିଚେନ୍…

ପଣ୍ଡିତ କେ.ରାମାରାଓ ପାତ୍ର ପାଇଲେ ‘ଗୁରୁ ସହଦେବ ପାଢ଼ୀ ସଂସ୍କୃତି ସମ୍ମାନ’

ଭୁବନେଶ୍ୱର : ଉତ୍କଳ ଡ୍ୟାନ୍ସ ଆଣ୍ଡ ରିସର୍ଚ୍ଚ ଏକାଡେମୀ ( ଉଡ୍ର ) ଆନୁକୂଲ୍ୟରେ 'ଅଷ୍ଟାଦଶ କୁମାର ଉତ୍ସବ' ପାଳିତ ହୋଇଯାଇଛି।ଡିଜିଟାଲ ମାଧ୍ୟମରେ ଆୟୋଜିତ ଏହି ଉତ୍ସବକୁ ଅଭିନେତା ପ୍ରଶାନ୍ତ ନନ୍ଦ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶରତ ରାଉତ ଓ ବଟକୃଷ୍ଣ ତ୍ରିପାଠୀ ଅନ୍ୟତମ ଅତିଥି…

ମୁକ୍ତିଲାଭ କଲା ଅର୍ବାନ ପଞ୍ଜାବୀ ଭିଡିଓ ‘ହାର୍ଟବିଟ’

ଭୁବନେଶ୍ୱର : ବି. ଏନ ସିରିଜ ବ୍ୟାନରରେ , ସ୍ଥାନୀୟ ଏକ ହୋଟେଲରେ ଅର୍ବାନ ପଞ୍ଜାବୀ ମ୍ୟୁଜିକ ଭିଡିଓ "ହାର୍ଟବିଟ" ମୁକ୍ତିଲାଭ କରିଛି। ନୃତ୍ୟ ନିର୍ଦ୍ଦେଶକ ବିଦୁଙ୍କ ନିର୍ଦ୍ଦେଶନାରେ ଏହି ମ୍ୟୁଜିକ ଭିଡିଓରେ ଦୀପକ ରାଜ ଓ ଶେଫାଳିଙ୍କ ଅଭିନୟ କରିଥିବା ବେଳେ,  ପିନାକୀ ମିଶ୍ର ଗୀତ ରଚନା…