Latest Odisha News

BREAKING NEWS

Yearly Archives

2021

ରେଭେନ୍ସା ପୂର୍ବ ଛାତ୍ରାବାସ ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ଆସନ୍ତା ଡିସେମ୍ବର ୨୪ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଐତିହ୍ୟ ସମ୍ପନ୍ନ ପୂର୍ବ ଛାତ୍ରାବାସର ଶତବାର୍ଷିକୀ । ଏଥିପାଇଁ ଅନୁଷ୍ଠିତ ହୋଇଛି ପ୍ରାକ୍ ପ୍ରସ୍ତୁତି ବୈଠକ । ଭୁବନେଶ୍ବର ଉପକଣ୍ଠ ଆସୋଟେକ୍ ପ୍ରାଇଡ ସଭାଗୃହରେ ଅନୁଷ୍ଠିତ ବୈଠକରେ ଶତବାର୍ଷିକୀ ପାଳନ ନେଇ…

ପଠାନକୋଟ୍ ହେଲିକପ୍ଟର ଦୁର୍ଘଟଣା ମାମଲା, ୭୫ ଦିନ ପରେ ମିଳିଲା ପାଇଲଟଙ୍କ ମୃତଦେହ

ନୂଆଦିଲ୍ଲୀ: ଅଗଷ୍ଟ ୩ ତାରିଖ, ପଂଜାବର ପଠାନକୋଟ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗଭୀର ରଂଜିତ ସାଗର ଡ୍ୟାମରେ ହେଲିକପ୍ଟରଟି ନିଖୋଜ ହେବା ପରେ ସେକେଣ୍ଡ ପାଇଲଟ୍ ତଥା କ୍ୟାପ୍ଟେନ୍ ଜୟନ୍ତ ଜୋଶୀଙ୍କର ଖୋଜ ଖବର ମିଳିପାରିନଥିଲା । ଶେଷରେ ଦୀର୍ଘ ୭୫ ଦିନ…

କ୍ରିକେଟର ଯୁବରାଜ ସିଂ ଗିରଫ

ହାଂସୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂଙ୍କୁ ଆଜି ହରିୟାଣା ପୋଲିସ ଗିରଫ କରିଛି । ଏକ ଲାଇଭ ଚାଟ ଶୋରେ ସେ ସ୍ପିନ ବୋଲର ୟୁୁଜଭେନ୍ଦ୍ର ଚହଲଙ୍କ ପ୍ରତି ଜାତି ଭିତିକ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ । ଏ ନେଇ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଲୋକେ ତାଙ୍କ ଉପରେ…

କଶ୍ମୀରରେ ପୁନର୍ବାର ୨ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

କୁଲଗାମ: କଶ୍ମୀରରେ ଆତଙ୍କବାଦୀମାନେ ଟାଗେର୍ଡ କିଲିଂ କରିବା ଆରମ୍ଭ କରିଛନ୍ତି । ଆଜି ୨ ଜଣ ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୂୁଳି କରି ହତ୍ୟା କରିଛନ୍ତି । ସେମାନେ ହେଲେ ବିହାରର ରାଜା ଦେବ ଓ ଯୋଗୀନ୍ଦର ରେସି ଦେବ ବୋଲି ଜଣାପଡିଛି । ଶ୍ରମିକମାନେ ରହୁଥିବା ଭଡା ଘରେ ପ୍ରବେଶ…

ରାୟଗଡ଼ା ଝୁଲା ପୋଲରେ ଅଘଟଣ, ନାଗାବଳୀ ନଦୀରେ ବୁଡ଼ି ବାପା ଓ ପୁଅ ନିଖୋଜ

ରାୟଗଡା : ରାୟଗଡା ନାଗାବଳୀ ନଦୀ ଝୁଲାପୋଲ ଓ ହାତୀପଥର ନିକଟରେ ଅଘଟଣ । ମା’ ମଝିଘରିଆଣିଙ୍କ ଦର୍ଶନ ସାରି ଫେରୁଥିବା ବେଳେ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି ବାପା-ପୁଅ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଛି । ହେଲେ ସଂଧ୍ୟା ହୋଇଯିବାରୁ ଉଦ୍ଧାରକାର୍ଯ୍ୟକୁ…

ଏମ୍ସରେ ରାମାୟଣକୁ କଦର୍ଥ କରିବା ପରେ କ୍ଷମା ମାଗିଲା ଛାତ୍ର ସଂଗଠନ

ନୂଆଦିଲ୍ଲୀ: ଦିଲ୍ଲୀରେ ଏମ୍ସ ଛାତ୍ରମାନେପ ରାମାୟଣ ଏବଂ ମହାପ୍ରଭୁ ଶ୍ରୀରାମଙ୍କ ମଜାକିଆ ଶୈଳୀରେ ପ୍ରଦର୍ଶନ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ଏହି ଛାତ୍ରମାନଙ୍କୁ ନିନ୍ଦା କରାଯାଇଥିଲା । ଶେଷରେ ନିଜ ଭୁଲ ନେଇ ଛାତ୍ର ସଂଗଠନ କ୍ଷମା ପ୍ରାର୍ଥନା…

ଜଗତପୁରରେ ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ପୋଡ଼ି ପାଉଁଶ

କଟକ : ଜଗତପୁରରେ ଥିବା ଏକ ଧୂପକାଠି କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଅଗରବତୀ ଓ କଞ୍ଚାମାଲ ପୋଡି ଜଳି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛି । ଏସ୍.ଏସ୍ ଏଣ୍ଟରପ୍ରାଇଜର୍ସ ନାମକ କାରଖାନାରେ…

ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟାକଲା ଶାଶୂ

ଯାଜପୁର : ପାରିବାରିକ କଳହର କରୁଣ ପରିଣତି । ବୋହୂକୁ ପଥରରେ ଛେଚି ହତ୍ୟା କରିଛି ଶାଶୂ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ହରିଚନ୍ଦନପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଗାଁର ତରୁ ଦାସଙ୍କ ପତ୍ନୀ ଶାନ୍ତିଲତା ଦାସ । ଘଟଣାରେ ଶାଶୂକୁ ଗିରଫ କରିଛି ବଡ଼ଚଣା ପୋଲିସ । ସୂଚନା…

ସାନିଟାଇଜ ହେଲା ଶ୍ରୀମନ୍ଦିର

ପୁରୀ: ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନର ନୂଆ ଗାଇଡ଼ଲାଇନ୍ ଅନୁସାରେ ପ୍ରତି ରବିବାର ଓ ବିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ହୋଇଛି। ଆସନ୍ତାକାଲି ପୁନର୍ବାର ଦର୍ଶନ ଆରମ୍ଭ ହେବା ପୂର୍ବରୁ ଆଜି ଶ୍ରୀମନ୍ଦିରର…

ରାଜସ୍ଥାନ ରେଷ୍ଟୁରାଣ୍ଟରେ କାହିଁକି ଏପରି ଅଜବ ନିୟମ ?

ଓଡିଶା ସମ୍ବାଦ ବ୍ୟୁରୋ: ରାଜସ୍ଥାନ ରାଜ୍ୟର ଏକ ରେଷ୍ଟୁରାଣ୍ଟ ଖୁବ ଚର୍ଚ୍ଚା ସାଉଣ୍ଟିଛି । ତେବେ ଖାଦ୍ୟକୁ ନେଇ ନୁହେଁ ବରଂ ରେଷ୍ଟୁରାଣ୍ଟର ଏକ ଅଜବ ନିୟମ ସମସ୍ତଙ୍କୁ ତାଜୁବ କରିଛି । ସୋସିଆଲ ମିଡିଆରେ ଏହି ଫଟୋରେ ଲେଖା ହୋଇଥିବା ନିୟମକୁ ନେଇ ବିଭିନ୍ନ ଲୋକେ ଭିନ୍ନଭିନ୍ନ ମତପୋଷଣ କରିଛନ୍ତି…