Latest Odisha News
Yearly Archives

2021

ଆଜି ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ତଥା ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି । ଲଘୁଚାପ ବଳୟଟି ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ…

କେରଳରେ ବର୍ଷା ଆଣିଲା ଜଳ ପ୍ରଳୟ, ୬ ମୃତ

ଥିରୁବନ୍ତପୁରମ୍: ଲଗାଣ ବର୍ଷା କେରଳକୁ ବୁଡ଼ାଇଛି । ୫ଟି ଜିଲ୍ଲାରେ ଉବୁଟୁବୁ ସ୍ଥିତି । ଲଘୁଚାପ ଜନିତ ଲଗାଣଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ରାସ୍ତାଘାଟ ବୁଡ଼ିଛି । ରାସ୍ତାରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । କେରଳରେ ବର୍ଷା ଓ…

କବିତା : ତା’ ସତ

ଶୈଲେନ ରାଉତରାୟ  ବାଟରେ ଭେଟିଥିବା ମୁସାଫିର ମୋତେ ପଚାରନା କବି ବୋଲାଇବାକୁ ମୁଁ ବିକଳ କାହିଁକି । ତା’ ସତ । ହେଲେ ମୁଁ ତା’ ଠାରୁ ଆହୁରି ବିକଳ ପଚି ସଢ଼ି, କବିତା ବହିଟିଏ ହେବାକୁ ଥିବା ଜିଅନ୍ତା, ବଢ଼ନ୍ତା ଗଛଟିଏର ଖତ ପାଲଟିବା ପାଇଁ ।୧। ହାଟରେ ବସିଥିବା ସଉଦାଗର ମୋତେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୯ ଛାତି ଧକଧକ। ମନରେ ଆଶଙ୍କା । ଲାଗିଲା ଏ  ମହିଳା ଯେମିତି  ସନିଆ ଭାଇକୁ ଆଗରୁ ଚିହ୍ନିଛନ୍ତି। ନହେଲେ କ'ଣ ଭାଇଟା ଏମିତି  ଟେକି ଦିଅନ୍ତା କି...  ଆଉ କ୍ଷଣିକ ଆଗରୁ ସ୍ତ୍ରୀ ସହ ଲଢେଇକରୁଥିବା ମଣିଷ ଏମିତି  ହଁ କହି…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୮ ମୂଳ ହିନ୍ଦୀ: ଏସ ଏଚ ବାତ୍ସାୟନ ‘ଅଜେ୍ଞୟ’  ବଗିର ଝର୍କାପଟେ ପୁଡ଼ାଟା କୌଣସି ମତେ ଗଳେଇଦେଇ କୋଳରେ ଧରିଥିବା ସାନପୁଅ ଅବିଦକୁ ବି ସୁରେୟା ସେଇପଟେ ଗୋଟିଏ ସିଟରେ ଥୋଇଦେଲା । ତା’ପରେ ତରତର ହୋଇ ବଡ଼ପୁଅ ଝିଅକୁ ଟେନ୍‍ ଡବାଟାର ପାହାଚ…

ମୟୂରଭଞ୍ଜ ବୈଶିଙ୍ଗାରେ ଲଜ୍ଜା, ଜଙ୍ଗଲରେ +୩ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ମୟୂରଭଞ୍ଜ : ବୈଶିଙ୍ଗା ଥାନା ୧୮ ନମ୍ବର ଜାତୀୟ ରାଜପଥ କଳମାରେ ଲଜ୍ଜା । ପ୍ରେମିକକୁ ମାଡ଼ ମାରି +୩ରେ ପଢୁଥିବା ପ୍ରେମିକାଙ୍କୁ ଉଠାଇ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଛନ୍ତି ତିନି ଜଣ ଯୁବକ । ଏଭଳି ଏକ ଲଜ୍ଜାଜନକ ଘଟଣାକୁ ନେଇ ମୟୂରଭଞ୍ଜ ବୈଶିଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି…

ଆଇଏଏସ ସ୍ତରରେ ଅଦଳବଦଳ, ପ୍ରଦୀପ୍ତ ମହାପାତ୍ର ହେଲେ OFDC ଅଧ୍ୟକ୍ଷ

ଭୁବନେଶ୍ବର : ଆଇଏଏସ ସ୍ତରରେ ଅଦଳ ବଦଳ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ବ । ପ୍ରଦୀପ୍ତ ମହାପାତ୍ରଙ୍କୁ ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ ବା ଓଏଫଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି…

ଲେଖକ ସୁଧୀର ଧଙ୍ଗଡ଼ାମାଝୀଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ

ଭବାନୀପାଟଣା : ଯୁବ ଲେଖକ, ସମ୍ପାଦକ, ଉପସ୍ଥାପକ, ଅଭିନେତା ତଥା ସଂଗଠକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ପ୍ରଦାନ କରାଯିବ ୨୦୨୧ ମସିହା ପାଇଁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ । ମହାବୀର ସାଂସ୍କୃତିକ ଅନୁଷ୍ଠାନର ପ୍ରତିଭା ମନୋନୟନ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । କଳାହାଣ୍ଡି ଜିଲ୍ଲା…

ମୟୂରଭଞ୍ଜରେ ୪ର୍ଥ ଜିଲ୍ଲା ସ୍ତରୀୟ ଉନ୍ନୟନ କିମିଟି ବୈଠକ,୪୧ଟି ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ମୟୂରଭଞ୍ଜ : ଜିଲ୍ଲା ସ୍ତରୀୟ ଉନ୍ନୟନ କିମିଟି ବୈଠକ । ଚତୁର୍ଥ ଜିଲ୍ଲା ସ୍ତରୀୟ ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ ବାରିପଦା ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ମୟୁରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ଇଂ…

ମାଲକାନଗିରିରେ IPL ବେଟିଂ : ଚାରି ଜଣ ବୁକିଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି : ଆଇପିଏଲ ଖେଳରେ ବେଆଇନ ବେଟିଂ କରି ଗିରଫ ହେଲେ ମାଲକାନଗିରି ଜିଲ୍ଲାର ଚାରି ଜଣ ଯୁବକ। ଏମାନଙ୍କ ଘର ଖୋଜା ଖୋଜି କରିବା ସମୟରେ ନଗଦ ୯ଲକ୍ଷ ଟଙ୍କା ସହ ବ୍ୟାଙ୍କ ପାସବୁକରୁ ୧୮ ଲକ୍ଷ ଟଙ୍କା ସହ ମୋଟ ୨୭ ଲକ୍ଷ ଟଙ୍କା ଓ  ମୋବାଇଲ ଓ ଏଟିଏମ କାର୍ଡ ମଧ୍ୟ ଜବତ କରିଛି ପୋଲିସ । ଗିରଫ…