Latest Odisha News

BREAKING NEWS

Yearly Archives

2021

ମା’ ହେଲେ ଶ୍ରୀୟା

ନୂଆଦିଲ୍ଲୀ: ଅଭିନେତ୍ରୀ ଶ୍ରୀୟା ସରଣ ଏବଂ ତାଙ୍କ ରୁଷିୟ ଉଦ୍ୟୋଗୀ-ସ୍ୱାମୀ ଆଣ୍ଡ୍ରେଇ କୋଶ୍‌ଚିଭ ସୋମବାର ପ୍ରକାଶ କରିଛନ୍ତି ଯେ ସେମାନେ ପ୍ରଥମ ଥର ପାଇଁ ପିତାମାତା ହେବାର ସୌଭାଗ୍ୟ ଲାଗ କରିଛନ୍ତି। ୨୦୧୮ ରେ କୋଶ୍‌ଚିଭଙ୍କ ସହ ତାଙ୍କର ବିବାହ ହୋଇଥିଲା। ୨୦୨୦ରେ ସେ ଗର୍ଭବତୀ ଥିବା…

ମାଲକାନଗିରି ତୁଳସୀ ପାହାଡ଼ ଏନକାଣ୍ଟର: ଟଳିଲେ ୩ ମାଓବାଦୀ

ମାଲକାନଗିରି: ସୁପକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ଅପରେସନରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାଥିଲି ଥାନା ତୁଳସୀ ପାହାଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଘମାସାନ ଲଢ଼େଇ ହୋଇଛି । ପୋଲିସ ଗୁଳିରେ ୩ ଜଣ…

‘ପାର୍ବଣ ଆସନ୍ତାବର୍ଷ ବି ଆସିବ, ପ୍ରଥମେ ଜୀବନ ରହୁ’

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଉପର ତଳ ହେଉଛି । ପ୍ଲାଟ୍ୟୁ ସ୍ଥିତିରେ ରହିଛି ସଂକ୍ରମଣ । କିନ୍ତୁ ପାର୍ବଣରେ ବଜାରରେ ଲୋକଙ୍କ ଭିଡ ବଢୁଛି । ଏମିତି ହେଲେ ପୁଣି ଥରେ ସଂକ୍ରମଣ ଉପରମୁହାଁ ହୋଇପାରେ ବୋଲି ଚେତେଇ ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି,…

ଟଙ୍କା ଲୋଭରେ କରାଯାଉଛି ଜୀବନ୍ତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ

ଜୟପୁର: ଜୀବନ୍ତ ଲୋକଙ୍କ ପୋଷ୍ଟମର୍ଟମ ମଧ୍ୟ କରାଯାଇଥିବା ଆପଣ କେବେ ଶୁଣିଛନ୍ତି କି? କିନ୍ତୁ ରାଜସ୍ଥାନର ଦୋସା ଜିଲ୍ଲାରେ ପୋଲିସ ଏପରି ଏକ ଗ୍ୟାଙ୍ଗକୁ ଧରିଛି। ଯେଉଁମାନେ ଟଙ୍କା ଲୋଭରେ ଜୀବନ୍ତ ଲୋକଙ୍କ ପୋଷ୍ଟମର୍ଟମ କରିବାକୁ ମଧ୍ୟ ପଛାଇ ନଥାନ୍ତି। ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ୧୫…

ପୌର ନିର୍ବାଚନ ବାଟ ଫିଟିଲା, ଜାରି ହେଲା ଗେଜେଟ୍ ବିଜ୍ଞପ୍ତି

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ବାଟ ପରିସ୍କାର । ପୌର ଆଇନରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ଦେଇଥିଲେ । ଏହାପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ନୋଟିସ୍ ଜାରି ହୋଇଛି । ଏହି ଆଇନ ଅନୁସାରେ ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦ ପ୍ରତିଶତ ମଧ୍ୟରେ…

ଆଜି ପୁଣି ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରିଙ୍କୁ ଜେରା କରିବ ଏନ୍‌ସିବି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ତଥା ମୁମ୍ବାଇ ବିଲଡର ଇମତିଆଜ ଖତ୍ରି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ ମଙ୍ଗଳବାର ଏନସିବି କାର୍ଯ୍ୟାଳୟରେ ହାଜର ହେବେ ବୋଲି ଆଶା କରାଯାଉଛି। ସୋମବାର ତାଙ୍କୁ ୭ ଘଣ୍ଟା ଧରି…

ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନାଙ୍କୁ ନିଯୁକ୍ତିକୁ ନେଇ ପିଟିସନ ହାଇକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କମିଶନର ଭାବରେ ରାକେଶ ଅସ୍ଥାନାଙ୍କ ନିଯୁକ୍ତି ବିରୋଧରେ ଦାୟର ପିଟିସନକୁ ଖାରଜ । ଦିଲ୍ଲୀ ହାଇକୋର୍ଟ ପିଟିସନକୁ ଖାରଜ କରିଛନ୍ତି । ଗୋଟିଏ ଏନଜିଓ ରାକେଶ ଅସ୍ଥାନାଙ୍କ ନିଯୁକ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ…

ନଦୀ ପାର ହୋଇ ସ୍କୁଲ ଯାଉଥିଲେ, ଏବେ ପ୍ରଶାସନିକ ଅଧିକାରୀ ପ୍ରିୟଙ୍କା

ଯାଜପୁର: ପିଲାଦିନେ  ନଦୀ ପାର ହୋଇ ସ୍କୁଲ ଯାଉଥିଲେ । ଏବେ ପ୍ରଶାସନିକ ଅଧିକାରୀ ହେଲେ । ଲୋକଙ୍କ ସେବା ପାଇଁ ପ୍ରଶାସନିକ କ୍ଷେତ୍ରରେ ମନ ବଳାଇ ଏବେ ଓଡିଶା ପ୍ରଶାସନିକ ସେଵାର ୨୦ ନମ୍ବର ସ୍ଥାନରେ ରହିଛନ୍ତି ଯାଜପୁରର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି । ଛୋଟ ବେଳେ ନଦୀ ପାରି ହୋଇ ସ୍କୁଲ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୪ ସମୟ ଡେଣା ଝାଡି ଉଡିଯାଉଥିଲା। ବଦଳି ଯାଉଥିଲା ବର୍ଷ , ମାସ , ଦିନ,ବାର, ତିଥି, ନକ୍ଷତ୍ର।ଶାମୁକା ପେଟରେ ମୋତି ଭଳି ସାଇତାଯାଉଥିଲା ଆମ ଅମଳିନ ଶ୍ରଦ୍ଧା ସ୍ନେହ ଟିକକ। ଘଟଣା ପରେ ଘଟଣା ବାଟ ଓଗାଳୁଥିଲା।  ଜୀବନ…

ବାଲ୍ୟ ବିବାହ ଧାରାକୁ ନେଇ ବିବାଦ ପରେ ବିଲ୍‌ ପ୍ରତ୍ୟାହାର ନେଇ ସରକାରଙ୍କ ଘୋଷଣା

ଜୟପୁର:ବିବାଦୀୟ ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍‌ ୨୦୨୧କୁ ପ୍ରତ୍ୟାହାର କରିବାକୁ ରାଜସ୍ଥାନ ସରକାର ଘୋଷଣା କରିଛନ୍ତି। ସଢ଼ଘ୍ର ଣଶଝ୍ୟଷଣ ଏ ନେଇ ବିବାଦ ଉପୁଜିଥିବାରୁ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଗତ ମାସରେ ରାଜ୍ୟ ବିଧାନସଭାରେ ସରକାର ଏହି ବିଲ୍…