Latest Odisha News

BREAKING NEWS

Yearly Archives

2021

ଦିଲ୍ଲୀରୁ ପାକିସ୍ତାନ ଆତଙ୍କୀ ଗିରଫ, AK 47 ସମେତ ବହୁ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଆତଙ୍କବାଦୀ ହମଲା ଷଡଯନ୍ତ୍ର ଫେଲ୍ । ଜଣେ ପାକିସ୍ତାନ ଆତଙ୍କବାଦୀକୁ ଗିରଫ କରାଯାଇଛି । ଲକ୍ଷ୍ମୀନଗର ଅନ୍ତର୍ଗତ ରମେଶ ପାର୍କରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ । ଭାରତୀୟ ନାଗରିକର ମିଥ୍ୟା ପ୍ରମାଣପତ୍ରରେ ସେ ଦିଲ୍ଲୀରେ…

କବିତା : କରୁଣାକର ହେ କରୁଣା ହେଉ

ପ୍ରେମଲତା ସାହୁ  କରୁଣାକର ହେ କରୁଣା ହେଉ ! ତୁମ୍ଭ ନାମ ଜପି ଜୀବନ ଯାଉ କରୁଣାକର ହେ କରୁଣା ହେଉ ! ।୦। ତୋତେ ଦେଖିବାକୁ ମନ ଉଚ୍ଛନ୍ନ, ନିତି ରଜନୀରେ ଦେଖେ ସପନ, ଫୁଲେଇ ହେଉ ଗେହ୍ଲେଇ ହେଉ ମୁରୁକି ମୁରୁକି ତୁ ହସୁଥାଉ କରୁଣାକର ହେ କରୁଣା ହେଉ ! ।୦୧। ଭକତିର ଦୀପ…

ବାଲୁକା ଚିତ୍ରକଳାରେ ମହାସପ୍ତମୀ

ପୁରୀ : ଆଜି ଶାରଦୀୟ ଦୁର୍ଗା ପୂଜାର ମହା ସପ୍ତମୀ । ପ୍ରତେକ ପୂଜା ମଣ୍ଡପ ଏଥିପାଇଁ ଚଳ ଚଞ୍ଚଳ। ଏହି ପବିତ୍ର ଦିବସରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା…

ପୋଲିସ୍ –ମାଓବାଦୀ ମୁହାଁମୁହିଁ, ମାଓନେତା ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ପୋଲିସ୍ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିବା ବେଳେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ଯବାନ ଗୁରୁତର ହୋଇପଡ଼ିଛନ୍ତି । ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡରେ ମାଓ କ୍ୟାମ୍ପ ଚାଲିଥିବା…

ଏନଟିପିସିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ; ଆବଶ୍ୟକତା ଅନୁଯାୟୀ ଦିଲ୍ଲୀକୁ ବିଦ୍ୟୁତ ଯୋଗାଣ କରାଯାଉ

ନୂଆଦିଲ୍ଲୀ: ଉପଲବ୍ଧତା ଅନୁଯାୟୀ ସମ୍ପୃକ୍ତ PPA ଅଧୀନରେ ଦିଲ୍ଲୀ DISCOM ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ NTPC ଏବଂ DVC କୁ ନିର୍ଦ୍ଦେଶ ଜାରି କରିଛି। ଗତ ୧୦ ଦିନ ମଧ୍ୟରେ ଦିଲ୍ଲୀ ଡିସକମ୍ ମାନଙ୍କୁ ଦିଆଯାଇଥିବା ଘୋଷିତ କ୍ଷମତାକୁ ଦୃଷ୍ଟିରେ ରଖି ଦିଲ୍ଲୀକୁ ବିଦ୍ୟୁତ୍…

ମାଲକାନଗିରି ଜିଲ୍ଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ। ଜଣେ ମାଓବାଦୀ ମୃତ ଥିବା ସୂଚନା ମିଳିଛି। ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ମାଲକାନଗିରି ଡିଭିଏଫ ଓ ଏସଓଜି ବାହିନୀ ପକ୍ଷରୁ କୁମ୍ବିଂ…

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଓ ବୟସ୍କଙ୍କୁ ବୁଷ୍ଟର ଡୋଜ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁପାରିଶ

ନୂଆଦିଲ୍ଲୀ: ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଥିବା ବ୍ୟକ୍ତିବିଶେଷଙ୍କୁ କୋଭିଡ-୧୯ ଟିକାକରଣର ଅତିରିକ୍ତ (ବୁଷ୍ଟର) ଡୋଜ ଦିଆଯିବା ଉଚିତ୍। ଏ ନେଇ 'ହୁ' ର ବିଶେଷଜ୍ଞ ପ୍ୟାନେଲ୍ ସୁପାରିଶ କରିଛନ୍ତି। 'ହୁ' ଦ୍ବାରା ଜରୁରୀକାଳୀନ ବ୍ୟବହାର ତାଲିକା (EUL) ପ୍ରଦାନ କରାଯାଇଥିବା…

୪ କୋଟି ଟଙ୍କା ଛାଉଣୀରେ ଝଲସିଲା ମା’ଙ୍କ ମନ୍ଦିର, କେଉଁଠି ଜାଣନ୍ତୁ

ହାଇଦ୍ରାବାଦ: ନବରାତ୍ରି ଅବସରରେ ଟଙ୍କାରେ ସଜାଯାଇଛି ମା’ଙ୍କ ମନ୍ଦିର । ହଜାର କି ଲକ୍ଷେ ନୁହେଁ, କୋଟି କୋଟି ଟଙ୍କାରେ ମନ୍ଦିରକୁ ସାଜସଜ୍ଜା କରାଯାଇଛି । ନୂଆ ଦଶ ଟଙ୍କିଆ ନୋଟରୁ ଆରମ୍ଭ କରି ଦୁଇ ହଜାର ଟଙ୍କିଆ ନୋଟ୍ ମାଳ । ୪ କୋଟି ଟଙ୍କା ଝାଉଣୀରେ ଶୋଭା ପାଉଛି ମା‘ଙ୍କ ମନ୍ଦିର ।…

ସୁନାବେଶରେ ଦର୍ଶନ ଦେଉଛନ୍ତି ଘଟଗାଁ ମା’ ତାରିଣୀ

କେନ୍ଦୁଝର: ଆଜି ଶକ୍ତିପୀଠରେ ପାଳିତ ହେଉଛି ମା’ଙ୍କର ମହାଷ୍ଟମୀ ପୂଜା । କିନ୍ତୁ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ଆଜି ମହାସପ୍ତମୀ ପୂଜା ହେଉଛି । ଏହି ଅବସରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଦଶହରାରରେ ମା’ ତାରିଣୀଙ୍କ ସୁନାବେଶ ଦର୍ଶନ କଲେ…

ମା’ ଶାରଳାଙ୍କ ପୀଠରେ ଆଜିଠୁ ଲାଗିଲା ୧୪୪ ଧାରା

ଜଗତସିଂହପୁର: ଆଜି ଶକ୍ତିପୀଠରେ ମା’ଙ୍କର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ଜାରି ହୋଇଛି ୧୪୪ ଧାରା । ଆଜିଠୁ ୧୪ ତାରିଖ ଯାଏ ପୀଠରେ ୧୪୪ ଧାରା ବଳବତ୍ତର ରହିବ । ମନ୍ଦିର ଆଖପାଖରେ ଗୋଟିଏ ସ୍ଥାନରେ…