Latest Odisha News

BREAKING NEWS

Yearly Archives

2021

ଜମ୍ମୁ-କଶ୍ମୀର ଅନନ୍ତନାଗରେ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁ କଶ୍ମୀର ଅନନ୍ତ ନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଅନନ୍ତନାଗ ଜିଲ୍ଲାର ଅରୱାନି ଅଞ୍ଚଳର ଏହି ଏନକାଉଣ୍ଟର ହୋଇଥିଲା । ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ ଅରୱାନି ଅଞ୍ଚଳରେ ଆତଙ୍କବାଦୀ ମାନେ…

ଓମିକ୍ରନ୍‌ ଅପେକ୍ଷା ଅଧିକ ବିପଜ୍ଜନକ ହୋଇପାରେ ଡେଲ୍‌ମିକ୍ରନ୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ଏବେ କରୋନା ଭୂତାଣୁର ନୂଆ ରୂପ ଓମିକ୍ରନ୍ ଭାରିଆଣ୍ଟ ସହିତ ଲଢୁଛି। ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ଓମିକ୍ରନ୍‌। ୟୁରୋପର ଅନେକ ଦେଶରେ ଦିନକୁ ଦିନ ବଢୁଥିବା କୋଭିଡ ସଂକ୍ରମଣ ପଛରେ ଏକ ନୂତନ ଡେଲମିକ୍ରନ୍ ପ୍ରକାର ରହିଛି ବୋଲି ସନ୍ଦେହ କରାଯାଉଛି।…

ଧୋନୀଙ୍କ ରେକର୍ଡ ଭାଙ୍ଗିବେ ପନ୍ତ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ୱିକେଟକିପର ରିଷଭ ପନ୍ତଙ୍କ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି । ୨୬ ଡିସେମ୍ବରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରଜରେ ପନ୍ତ ୩ଟି ଡିସମସାଲ କଲେ କମ ମ୍ୟାଚରେ ଦ୍ରୁତ ୧୦୦…

ରାଜ୍ୟର ସବୁଠୁ ଥଣ୍ଡା ସହର ଫୁଲବାଣୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି। ଫୁଲବାଣୀ ଲଗାତାର୍‌ ଭାବେ ତୃତୀୟ ଦିନ ପାଇଁ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ଫୁଲବାଣୀରେ ରାତ୍ରି ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫୁଲବାଣୀରେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ…

ଯୁବ ଚାଷୀ ଅଜିତଙ୍କ କମାଲ୍, ଦୁର୍ଗମ ଅଞ୍ଚଳରେ ଫଳାଇଲେ ବିଦେଶୀ ଫଳ

କାମାକ୍ଷାନଗର: ଦୃଢ଼ ଇଚ୍ଛା ଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସଫଳ ହୋଇପାରିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କଲେ ବିଦେଶୀ ଚାଷ । ଏହିପରି ଏକ ଉଦାହରଣ ସାଜିଛନ୍ତି ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗୋପପୁର ଗାଁର ଅଜିତ କୁମାର ମହାନ୍ତ । ଏଥିପାଇଁ ଦୀର୍ଘ ୧୪ବର୍ଷର ହେଲଥ୍ କେୟାର…

ହାପି ବାର୍ଥ ଡେ ଅନୀଲ

ମୁମ୍ବାଇ: ଏଭର୍‌ଗ୍ରୀନ୍‌ ଆକ୍ଟର ଅନୀଲ କପୁର। ଆଜି ତାଙ୍କ ୬୫ ତମ ଜନ୍ମଦିନ। ନିଜର ଚାର୍ମିଂ ଚେହେରା ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ଅନିଲ। ଡିସେମ୍ବର ୨୪ରେ ଅଭିନେତା ୬୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଅନିଲଙ୍କ ଭାଇ ବୋନି କପୁର ସେମାନଙ୍କର ଥ୍ରୋବ୍ୟାକ୍ ଫଟୋ ସେୟାର କରି…

ବଙ୍ଗଳାଦେଶରେ ଯାତ୍ରୀବାହୀ ଜାହଜରେ ଲାଗିଲା ନିଆଁ : ୩୬ ମୃତ,୨୦୦ ଆହତ

ଢାକା : ଦକ୍ଷିଣ ବଙ୍ଗଳାଦେଶରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଲୋକମାନେ ଏକ ଜାହାଜରେ ଯାଉଥିବା ସମୟରେ ହଠାତ୍ ଜାହାଜରେ ନିଆଁ ଲାଗି ଯାଇଥିଲା ।  ଫଳରେ ଘଟଣା ସ୍ଥଳରେ ୩୬ ଲୋକଙ୍କର ମୃତ୍ୟୁ ହୋଇଯାଇଛି । ୨ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି…

ଲୁଧିଆନା ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂଗଠନ ‘ବାବର ଖାଲସା’!

ନୂଆଦିଲ୍ଲୀ: ଲୁଧିଆନା କୋର୍ଟରେ ହୋଇଥିବା ବିସ୍ଫୋରଣର ତଦନ୍ତ ଚାଲିଛି। ଇଣ୍ଟେଲିଜେନ୍ସ ଏଜେନ୍ସିମାନେ ଏହାକୁ ଜାଣିବା ପାଇଁ ପ୍ରତ୍ୟେକ ଦିଗରୁ ଯାଞ୍ଚ କରୁଛନ୍ତି। ଏହି ସମୟରେ କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ବିସ୍ଫୋରଣରେ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ବାବର ଖାଲସା…

କାଲିଠୁ ଓଡ଼ିଶା ପଲିଟିକାଲ ସାଇନ୍ସ ଆସୋସିଏସନ୍‌ର ଦୁଇ ଦିନିଆ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ଓଡ଼ିଶା ପଲିଟିକାଲ ସାଇନ୍ସ ଆସୋସିଏସନ୍‌ର ୨୯ତମ ସମ୍ମିଳନୀ । ଉତ୍କଳ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଏହି ସମ୍ମିଳନୀ ଦୁଇ ଦିନ ଧରି ଆୟୋଜିତ ହେବ । କାଲି ସକାଳ ୧୦ଟାରେ ଉତ୍କଲଳ…

ଓମିକ୍ରନ୍‌ ଭୟ; ଖ୍ରୀଷ୍ଟମାସଠୁ ଏହି ରାଜ୍ୟରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ବଢୁଥିବା ଓମିକ୍ରନ୍ ମାମଲାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଖ୍ରୀଷ୍ଟମାସ ଠାରୁ ରାଜ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୨୫ ରୁ ରାତି ୧୧ ଟା ରୁ ୫ ଟା ପର୍ଯ୍ୟନ୍ତ ୟୁପିରେ ରାତ୍ରି କର୍ଫ୍ୟୁ ଲାଗୁ ହେବ। ବିବାହ ଉତ୍ସବ କିମ୍ବ‌ା…