Latest Odisha News

BREAKING NEWS

Yearly Archives

2021

ଆତଙ୍କୀ ଲିଙ୍କ ଅଭିଯୋଗରେ ଜାମ୍ମୁ-କାଶ୍ମୀରର ୧୬ଟି ସ୍ଥାନରେ ଏନଆଇଏର ରେଡ୍

ଜାମ୍ମୁ : ଆତଙ୍କୀ କାର୍ଯ୍ୟକଳାପ ସନ୍ଦେହରେ ଏନଆଇଏ କରିଛି ଚଢ଼ାଉ । ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ, ଜାମ୍ମୁ-କାଶ୍ମୀରର ୧୬ଟି ସ୍ଥାନରେ ଚଢ଼ାଉ କରିଛି ଏନଆଇଏ । ଶ୍ରୀନଗର, ବାରମୂଳା, ଅନନ୍ତନାଗ, କୁଲଗାମର ବିଭିନ୍ନ ଅଞ୍ଚଳରେ ଚଢ଼ାଉକୁ ବ୍ୟାପକ କରାଯାଇଛି । ଦୁଇଟି ଆତଙ୍କୀ…

ବାତିଲ ହେଲା ୟୁଜିସି ଏନଇଟି, ଘୋଷଣା ହେବ ସାନି ତାରିଖ

ନୂଆଦିଲ୍ଲୀ : ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଜାତୀୟ ଯୋଗ୍ୟତା ପରୀକ୍ଷା ବା ୟୁଜିସି ଏନଇଟିକୁ ପୁଣି ବାତିଲ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ । ଆସନ୍ତା ଅକ୍ଟୋବର ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଥିଲା । ତେବେ ପୁନର୍ବାର ପରୀକ୍ଷା ନେଇ ତାରିଖ ୟୁଜିସିର…

ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲେ ୮ ଓଡ଼ିଆ ଶ୍ରମିକ

ନବରଙ୍ଗପୁର : ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲେ ୮ ଓଡ଼ିଆ ଶ୍ରମିକ । ରୋଜଗାର ଆଶାରେ ତେଲେଙ୍ଗାନାକୁ ଯାଇଥିବା ଏହି ଶ୍ରମିକଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ଲିଲ୍ଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଓ ଉମରକୋଟ ବ୍ଲକର ବିଭିନ୍ନ ଅଞ୍ଚଳରୁ ଯାଇଥିବା ଶ୍ରମିକଙ୍କୁ ଉଦ୍ଧାର…

ଆସନ୍ତାକାଲିଠୁ ଟ୍ବିନ୍ ସିଟିରେ ରାତି ୮ରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ଆସନ୍ତାକାଲି ପୂଜା ମଣ୍ଡପରେ ଅନୁଷ୍ଠିତ ହେବ ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା । ସଂଧ୍ୟାରେ ବିଲ୍ବ ବରଣୀ କରାଯାଇ ମା’ଙ୍କ ଆବାହନ କରାଯିବ । ମା’ଙ୍କ ପୂଜାକୁ ଦୃଷ୍ଟିରେ ରଖି କଟକର ପୂଜା ମଣ୍ଡପ ଗୁଡିକରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମୂର୍ତ୍ତିର ରଙ୍ଗ କାମ ସିରିଥିବା…

ଟି୨୦ ବିଶ୍ୱକପରେ ହେବ ଧନବର୍ଷା

ଦୁବାଇ: ଏଥର ଟି୨୦ ବିଶ୍ୱକପରେ ହେବ ଧନବର୍ଷା । ରବିବାର ଆଇସିସି ଏହି ମେଗା ଇଭେଟ ପାଇଁ ପୁରସ୍କାର ରାଶିର ଘୋଷଣା କରିଛି । ଚାମ୍ପିୟନ ଦଳକୁ ୧.୬ ମିଲିୟନ (୧୨କୋଟି ଟଙ୍କା) ଏବଂ ରନର୍ସଅପ ଟିମକୁ ୮ ଲକ୍ଷ ଡଲାର ମିଳିବ । ସେହିପରି ସେମିଫାଇନାଲରେ ପ୍ରବେଶ କରିଥିବା ଦଳକୁ ୩ କୋଟି ଲେଖାଁଏ ମିଳିବ…

ପୁରୀରେ ନେତପିଲା ପରମ୍ପରା, ବୃନ୍ଦାବତୀଙ୍କ ନିକଟରେ ପୂଜାର୍ଚ୍ଚନା

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ନେତପିଲା ପରମ୍ପରା | ପୁରୀ ଶ୍ରୀମନ୍ଦିରର ସେବାୟତ ପରିବାରରେ ଶାରଦୀୟ ଦୁର୍ଗାପୂଜା ସମୟରେ ଦେଖିବାକୁ ମିଳିଥାଏ ନେତ ପିଲା ପରମ୍ପରା | ଶହଶହ ବର୍ଷ ପୂର୍ବରୁ ପାଳିତ ହୋଇଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡିକରେ ପରମ୍ପରା ମୁତାବକ ଚାଲିଆସୁଛି |…

ଥମାସ-ଉବେର କପ ବ୍ୟାଡମିଂଟନ: ସ୍ପେନ ବିପକ୍ଷରେ ଭାରତ ଅଗ୍ରଣୀ

ନୂଆଦିଲ୍ଲୀ: ଡେନମାର୍କରେ ଖେଳା ଯାଉଥିବା ଥମାସ-ଉବେର କପ ବ୍ୟାଡମିଂଟନର ପ୍ରଥମ ଦିବସରେ ସ୍ପେନ ବିପକ୍ଷରେ ଭାରତ ୩-୨ର ଅଗ୍ରଣୀ ହାସଲ କରିଛି । ଭାରତର ଷ୍ଟାର ମହିଳା ଖେଳାଳି ସାଇନା ନେହ୍ୱାଲ ପ୍ରଥମ ସେଟରେ ବିପକ୍ଷ ଦଳର କ୍ଲାରା ଅର୍ଜୁରମେଂଣ୍ଡୀଙ୍କ ବିପକ୍ଷରେ ହାରିବା ପରେ ଆଘାତ ସମସ୍ୟା ଯୋଗୁ…

ପୁରୀ ଶ୍ରୀମନ୍ଦିର ଓ ବାହାର ଅଞ୍ଚଳକୁ ସାନିଟାଇଜ୍

ପୁରୀ: ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନର ନୂଆ ଗାଇଡ଼ଲାଇନ୍ ଅନୁଯାଇ ପ୍ରତି ରବିବାର ଓ ବିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ହୋଇଛି। ଆସନ୍ତାକାଲି ପୁନର୍ବାର ଦର୍ଶନ ଆରମ୍ଭ ହେବା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ…

ପୋଲିସ କନେଷ୍ଟବଳରୁ OAS

ଯାଜପୁର : ପୋଲିସ କନେଷ୍ଟବଳରୁ ଓ.ଏ.ଏସ । କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ଉଦ୍ୟମ କୌଣସି ବ୍ୟକ୍ତିକୁ ତାର ଲକ୍ଷ୍ୟ ପଥରେ ପହଂଚାଇ ଦେଇଥାଏ ।  ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାଜପୁର କନ୍ତିଆ ର୍ଗାଁର ଯୁବକ ଆଶୁତୋଷ ମଲ୍ଲିକ । ଆଶୁତୋଷ ନିକଟରେ ପ୍ରକାଶ ପାଇଥିବା ଓଏଏସ ପରିକ୍ଷାରେ…

ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ଼୍ ଅନୁଷ୍ଠିତ

ପୁରୀ: ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ଼ ଅନୁଷ୍ଠିତ ହୋଇଯାଇଛି। ସକାଳୁ ନିଳାଦ୍ରୀ ବେଳାଭୂମିରୁ ପୁରୀ ଜିଲ୍ଲାସ୍କୁଲର ୩୦ଜଣ ଛାତ୍ର ବାହାରି ପୌରସଂସ୍ଥା କାର୍ଯ୍ୟାଳୟ ଦେଇ ଐତିହାସିକ ସମ୍ପୂର୍ଣ୍ଣ କାଡ଼ାର ଆଶ୍ରମ, ଶଙ୍କରାଚାର୍ଯ୍ୟ ମଠ, ତୋଟା ଗୋପୀନାଥ, ଯମେଶ୍ୱର ଓ ବଡ଼ ଓଡ଼ିଆ ମଠ ଆଦି ବୁଲି…