Latest Odisha News

BREAKING NEWS

Yearly Archives

2021

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରି ପ୍ରତିବାଦରେ ଯାଜପୁରରେ କଂଗ୍ରେସର ବିକ୍ଷୋଭ

ଯାଜପୁର: ଉତ୍ତରପ୍ରଦେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ଦାରି ପ୍ରତିବାଦରେ ଯାଜପୁରରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପ୍ରିୟଙ୍କା ଲକ୍ଷ୍ମୀପୁର ଯାଉଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି। ଏହାର ପ୍ରତିବାଦ କରି ଯାଜପୁର…

କନ୍ଧମାଳରୁ ଚିତାବାଘ ଛାଲ ଜବତ, ଜଣେ ଗିରଫ

ଫୁଲବାଣୀ: ଓଡିଶା ପୋଲିସ ଅଧିନସ୍ତ ଏସ୍‌ଟିଏଫ୍‌କୁ ମିଳିଛି ସଫଳତା । ଜବତ ହୋଇଛି ଗୋଟିଏ ଚିତାବାଘ ଛାଲ । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଏସ୍‌ଟିଏଫ୍ ଟିମ୍ ପଚରାଉଚରା ଚଳାଇଛି । ଆଜି ସିପ୍ତିଗୁଡାରେ ଚିତାବାଘ ଛାଲ ଡିଲ୍ ହେଉଥିବା ନେଇ ଏସଟିଏଫ୍ ଟିମ୍ ବିଶ୍ୱସ୍ତ ସୁତ୍ରରୁ…

ଓଡ଼ିଆ ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ଼ ପଜିଟିଭ୍

ଭୁବନେଶ୍ୱର:ଜଣାଶୁଣା ଓଲିଉଡ଼ ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ଼୍-୧୯ ପରୀକ୍ଷା କରିଥିଲେ। ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଷସୀ କହିଛନ୍ତି, ଜ୍ୱର ହେବା ପରେ ସେ ଆରଟିପିସିଆର ପରୀକ୍ଷା ପାଇଁ ଯାଇଥିଲେ। ମଙ୍ଗଳବାର ରିପୋର୍ଟ ପାଇବା ପରେ ସେ ପଜିଟିଭ ଥିବା ଜାଣିଥିଲେ। ଗତ…

ଯାଜପୁରରେ ଉଦ୍ଧାର ହେଲା ବିରଳ ମାଛ

ଯାଜପୁର : ନାଳରୁ ଉଦ୍ଧାର ହେଲା ବିରଳ ମାଛ । ଯାଜପୁର ବିଂଝାରପୁର ବରହମପୁର ନାଳରୁ ଏପରି ବିରଳ ମାଛ ଉଦ୍ଧାର କରାଯାଇଛି । ଏହି ମାଛର ଜିଭ ମଣିଷପରି ହୋଇଥିବା ଦେଖିବାକୁ ମିଳିଛି । ମାଛ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି । ଏହି ମାଛକୁ କରେଣ୍ଟ ମାଛ କୁହାଯାଉଛି ।…

୨୯ରେ ଓଟିଟିରେ ରିଲିଜ କରିବ କ୍ରିତି, ରାଜଙ୍କ ‘ହମ୍ ଦୋ ହମାରେ ଦୋ’

ମୁମ୍ବାଇ: କ୍ରିତି ସାନନ୍ ଏବଂ ରାଜକୁମାର ରାଓଙ୍କ ଅଭିନୀତ 'ହମ୍ ଦୋ ହମାରେ ଦୋ'ର ଟିଜର ଆଜି ରିଲିଜ ହୋଇଛି। ଏହାସହିତ ନିର୍ମାତା ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଫିଲ୍ମ ଅକ୍ଟୋବର ୨୯ରେ ଡିଜନି + ହଟଷ୍ଟାରରେ ମୁମକ୍ତିଲାଭ କରିବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ…

‘ତାରକ ମେହେଟା’ର ନଟୁ କାକାଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡିତ ସ୍ମୃତିକୁ ଟ୍ୱିଟ କରି ସେୟାର କଲେ ମୋଦୀ

ଦିଲ୍ଲୀ : କିଛି ଦିନ ତଳେ ପପୁଲାର ସୋ 'ତାରକ ମେହେଟା ଉଲଟା ଚଶମା' ରେ ଅଭିନୟ କରୁଥିବା ଅଭିନେତା ଘନଶ୍ୟାମ ନାୟକ ଓରଫ ନଟୁ କାକାଙ୍କ ଦେହାନ୍ତ ହୋଇଯାଇଛି । ଏନେଇ ଟିଟ୍ୱି କରି ନଟୁ କାକାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓ ନଟୁଙ୍କ ସହ ଜଡିତ କିଛି…

ପଚା ଅଣ୍ଡାରୁ କେକ୍‌, ଜବତ କଲା ସିଏମ୍‌ସି

କଟକ: ଲୋକଙ୍କ ଜୀବନ ସହିତ ଖେଳ । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ପଚା ଅଣ୍ଡା ପେଟି ଜବତ ହୋଇଛି । ସାଆନ୍ତ ସାହି ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ ବେଳେ ଜବତ କରିଛି ସିଏମସି । ପାଉଁରୁଟି, କେକ୍ ଭଳି ଖାଦ୍ୟ ସାମଗ୍ରୀ…

ଉତ୍ତରପ୍ରଦେଶ ଚାଷୀ ମୃତ୍ୟୁ ଘଟଣା: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର ଧାରଣା

ସୋନପୁର: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖୀରିଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାଷୀଙ୍କ ପାଇଁ ନ୍ୟାୟ ଦାବି କରିଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ। ଏନେଇ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦିଆଯାଇଛି। ଜିଲ୍ଲା କଂଗ୍ରେସ ସଭାପତି…

ଅନୁବାଦ କବିତା : ଧର୍ମପଦ

ମୂଳ ପାଲିର ସମ୍ପାଦନା - ପ୍ରହ୍ଲାଦ ପ୍ରଧାନ ଅନୁବାଦ - ଶୈଲେନ ରାଉତରାୟ  ଆକ୍ରୋଶ କରିଲା ମୋତେ ପ୍ରହାର କରିଲା । ପରାଜିତ କଲା, ମୋର ହରି ସେ ଯେ ନେଲା । ଏମନ୍ତ ବିଚାର ଯିଏ ପରିତ୍ୟାଗ କରେ । ବୈର ଭାବ ତା'ର ଶାନ୍ତ ନିଶ୍ଚିତ ଭାବରେ ।୪। ଇହଲୋକେ ବୈର ଦ୍ୱାରା ବୈରର ଶମନ ।…

ପଶ୍ଚିବଙ୍ଗରେ ବିଜେପିକୁ ଆଉ ଏକ ଝଟକା, ଟିଏମସିରେ ମିଶିବେ ସବ୍ୟସାଚ୍ଚୀ !

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି ଟିଏମସି । ଉପ ନିର୍ବାଚନ ଜିତି ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିବା ବେଳେ ଆଜି ପୂର୍ବତନ ମେୟର ସବ୍ୟସାଚ୍ଚର ଦତଙ୍କ ଘର ବାହୁଡା ହେବ ବୋଲି ଅନୁମାନ କରାଯାଉଛି । ବିଜେପିର ସାଧାରଣ ସମ୍ପାଦକ ଭାବେ…