Latest Odisha News

BREAKING NEWS

Yearly Archives

2021

ଧବଳମୁଖୀ ବେଶରେ ଆଜି ଦର୍ଶନ ଦେଉଛନ୍ତି ମା’ ସମଲେଇ

ସମ୍ୱଲପୁର: ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କୁ ଧବଳ ଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଛି । ମାଆଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ । ବିଶ୍ୱାସ ରହିଛି,…

ଆଜି ମହାଳୟା: ଶ୍ରୀମନ୍ଦିର ବାଇଶି ପାହାଚ ଓ ବିନ୍ଦୁସାଗରରେ ପିଣ୍ଡ ଦାନ ମନା

ପୁରୀ: ଆଜି ପବିତ୍ର ମହାଳୟା । ପିତୃପକ୍ଷର ଶେଷ ଦିନ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ଯାଏ ୧୫ ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । ଯେଉଁମାନେ ଏହି ସମୟରେ ଶ୍ରାଦ୍ଧ ଦେଇ ନଥାଆନ୍ତି, ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି…

ରାହୁଲ ଗାନ୍ଧିଙ୍କୁ ମିଳିଲାନି ହିଂସା କ୍ଷତିଗ୍ରସ୍ତ ଲଖିମପୁର ଯିବାକୁ ଅନୁମତି

ଲକ୍ଷ୍ନୌ: ହିଂସା କ୍ଷତିଗ୍ରସ୍ତ ଉତ୍ତରପ୍ରଦେଶର ଲଖିମପୁରକୁ ନେଇ ରାଜନୀତି ଜୋର ଧରୁଛି । ବିବାଦ କମୁନି । ପ୍ରିୟଙ୍କା ଗାନ୍ଧି ଗିରଫ ହୋଇଥିବା ବେଳେ ରାହୁଲ ଗାନ୍ଧିଙ୍କୁ ହିଂସାକାଣ୍ଡ ଘଟିଥିବା ସ୍ଥାନକୁ ଯିବା ପାଇଁ ଅନୁମତି ମିଳିଲା ନାହିଁ । ଅନୁମତି ଦେବାକୁ ମନା କରିଛନ୍ତି ଉତ୍ତରପ୍ରଦେଶ…

ପରଲୋକରେ ରାମାୟଣ ଧାରାବାହିକର ରାବଣ, ଅରବିନ୍ଦ ତ୍ରିବେଦୀ

ମୁମ୍ବାଇ: ରମାନନ୍ଦ ସାଗରଙ୍କ ସୁପରହିଟ୍ ସିରିଏଲ ମହାଭାରତରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ମୁମ୍ୱାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଅସୁସ୍ଥ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୮ ପାଠ କଥା କିଏ ପଚାରେ।କେତେ ପଢିଚି,ଆଉ ଆଗକୁ କ'ଣ ପଢିବ, ଏକଥା ଆମ ସମସ୍ତଙ୍କର ଏକ ମାନସିକତା କେବଳ। କ୍ୟାରିୟର ଆମ ବିଳସିତ ଅୟମାରମ୍ଭ କହିଲେ ଭୁଲ ହବନି ବୋଧହୁଏ। ଚମ୍ପା,ବୁଲି, ରାଧା, ମାଳ, ବାସ, ଗେହ୍ଲୀ, ଶାରୀ…

ବ୍ୟଙ୍ଗ : ଖାଣ୍ଟି ଓଡ଼ିଆ

ଜାପାନ ଗୋଟେ ଛୁଞ୍ଚି ବନେଇଲା । ଆମେରିକା ତାକୁ ଖୁବ ସୁନ୍ଦର ଖୋଳରେ ପୂରେଇ ଭାରତକୁ ପଠେଇଲା । ଭାରତ ତା ଉପରେ 'ମେଡ ଇନ୍ ଇଣ୍ଡିଆ ' ଲେଖି ଆତ୍ମନିର୍ଭରଶୀଳ ଦୋକାନରେ ବିକ୍ରି କଲା । ଏହିପରି ସୂକ୍ଷ୍ମ ବୁଦ୍ଧି ରଖୁଥିବା ଭାରତ ଭିତରେ ସବୁଠୁ ଚମକପ୍ରଦ ରାଜ୍ୟଟି ହେଲା ଉତ୍କଳ । ଉତ୍କୃଷ୍ଟ କଳାର…

କବିତା : ସିନ୍ଦୂରୀ

ସଙ୍ଘମିତ୍ରା ରାଏଗୁରୁ  ତୁମେ ସୂର୍ଯ୍ୟ ହୋଇ ଆସ ଧାରେ ନଦୀ ପରି ମୁଁ ବିଛେଇଛି ଛାତି ଅପେକ୍ଷା ର ଫୁଲ ଯେତେ ମଉଳି ଗଲେଣି ଚାରିଆଡେ ରାତି ଖାଲି ରାତି ରାତି ଫରୁଆରେ କେତେ କେତେ ସ୍ୱପ୍ନର ଶାମୁକା ଶାମୁକା ରେ ସଂସାରେ ମୋତି ମୋତି କଥା ପଚାରନା , ଥାଉ! ନୀରବତା ପିନ୍ଧିଥାଉ ଆଖି…

୫ ଜଣ ପ୍ରତିଭାଙ୍କୁ ମିଳିଲା ପ୍ରାଣନାଥ ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ସ୍ମୃତିରେ , ପ୍ରାଣନାଥ ସ୍ମୃତି କମିଟି ଆନୁକୂଲ୍ୟରେ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଏକ ସ୍ମୃତି ସଭା ଓ ପ୍ରାଣନାଥ ସମ୍ମାନ ୨୦୨୧ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଙ୍ଘମିତ୍ରା ପତି (ସ୍ୱାସ୍ଥ୍ୟ…

ଡଃ ଗୋପବନ୍ଧୁ ଦାଶଙ୍କ ଗବେଷଣାତ୍ମକ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଡଃ ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ Dynamics of Indo-South African Cooperation in a Chaning Worldର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ…

ଖାଦ୍ୟ ଉତ୍ପାଦନର ଦଣ୍ଡ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା ୨୦୨୨ ସୁଦ୍ଧା ଚାଷୀଙ୍କ ରୋଜଗାର ଦୁଇ ଗୁଣ ହେବ । ଆଉ ମାତ୍ର ୩ ମାସ ପରେ ପହଞ୍ଚିବ ୨୦୨୨ । ଠିକ୍ ଏହି ସମୟରେ ନ୍ୟାସ୍‌ନାଲ୍‌ ଷ୍ଟାଟିଷ୍ଟିକାଲ୍ ଅର୍ଗାନାଇଜେସନ୍ ଦ୍ୱାରା ଗ୍ରାମୀଣ…