Latest Odisha News

BREAKING NEWS

Yearly Archives

2021

ବିଜେପିରେ ମିଶିବେ କ୍ୟାପଟେନ ଅମରିନ୍ଦର ସିଂ!

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସରୁ ପରାଜୟ ପରେ ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ସୂଚାଇ  ବିଜେପିରେ ଯୋଗ ଦେବାର ସମ୍ଭାବନା ଥିବା ନେଇ ସୂଚାଇ ଦେଇଛନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ପରେ କ୍ୟାପଟେନ ବିଜେପିରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ମଧ୍ୟରେ…

ପୁସ୍ତକ ପରିଚୟ : ପୁଞ୍ଜିକୟାଁର ଫକୀର

ପୁଞ୍ଜିକୟାଁର ଫକୀର ଲେଖକ : ଦିନନାଥ ପାଠୀ ପ୍ରକାଶକ : ମିଡ଼ିଆ ଓଡ଼ିଶା ଭୁବନେଶ୍ୱର ମୂଲ୍ୟ : ୧୭୫ ଟଙ୍କା ପୄଷ୍ଠା: ୧୬୦ ଅନେକ ସମୟରେ ହାତକୁ ଏପରି ଖଣ୍ଡିଏ ବହି ଆସେ ଯାହାକୁ ଦେଖି, ପଢ଼ି ସାରିଲା ପରେ ମଣିଷ ଖଣ୍ଡେ ସମୟ ଫକାସ ମାରିବା ପାଇଁ ବସେ । ତା’ର ଇଚ୍ଛା ହୁଏ କୋଡ଼ିଏ ତିରିଶ…

କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଅର ନିଖୋଜ, ପୋଲିସର ତଦନ୍ତ ଜାରି

କଳାହାଣ୍ଡି :କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଅର ନିଖୋଜ । ସେ ୬ ଦିନ ହେବ ନିଖୋଜ ଅଛନ୍ତି । ରାୟଗଡ଼ାର ସିରିଗୁଡିରେ ଧନଞ୍ଜୟ ସେଠୀ ଓ ତାଙ୍କ ପରିବାର ରୁହନ୍ତି । ସେ ଗତ ୨୨ ତାରିଖରୁ ନିଖୋଜ ଥିବା ସୂଚନା ମିଳିଛି । ଧନଞ୍ଜୟ ସେଠୀ ଭବାନୀପାଟଣାରୁ ଥୁଆମୂଳ ରାମପୁର ଗୁଣୁପୁରକୁ…

୩୦ରେ ଭବାନୀପୁର ଉପ-ନିର୍ବାଚନ

କୋଲକାତା: ଲୋକସଭାର ତିନୋଟି ଆସନ ଏବଂ ବିଧାନସଭା ନିର୍ବାଚନରେ ​​୩୦ ଟି ଆସନରେ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ସମସ୍ତ ଆସନରେ ଅକ୍ଟୋବର ୩୦ ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଉପ-ନିର୍ବାଚନ ହେବାକୁ ଥିବା…

ମୃତ କରୋନା ରୋଗୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମୃତ କରୋନା ରୋଗୀଙ୍କ ପରିବାରକୁ ଓଡିଶା ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ମଙ୍ଗଳବାର ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ନିର୍ଦ୍ଦେଶକ, ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡ଼ିଏମଟି) ସିବିକେ ମହାନ୍ତି କହିଛନ୍ତି। ସେ…

ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ , କାଲିଠୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା କାଲିଠୁ ପ୍ରବଳ ବର୍ଷିବ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାଲାଂଦେଶ ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ପଶ୍ଚିମବଙ୍ଗ…

ବାତ୍ୟା ‘ଗୁଲାବ’ର ପ୍ରଭାବ, ଘାଟିରେ ଧସିଲା ପଥର

କୋରାପୁଟ: ବାତ୍ୟା ‘ଗୁଲାବ’ର ପ୍ରଭାବ । ସୁଙ୍କି-ରାଲେଗଡା ଘାଟିରେ ଘାଟିରେ ଧସିଲା ପଥର । ବାତ୍ୟା ଗୁଲାବ ପ୍ରଭାବରେ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ସୁଙ୍କି ଓ ରାଲେଗଡ଼ା ଘାଟି ରାସ୍ତାରେ ପାହାଡ଼ ଧସି ଜାତୀୟ ରାଜପଥ ୨୬ରେ ଦୀର୍ଘ ୨୪ଘଣ୍ଟାରୁ…

ଖଟିଆରେ ବୁହାହେଲେ ଗର୍ଭବତୀ, ରାସ୍ତାରେ ଜନ୍ମହେଲା ଶିଶୁପୁତ୍ର

ଋାୟଗଡ଼ା :  ଜନନୀ ଭୋଗୁଛି ଯନ୍ତ୍ରଣା । ରାସ୍ତା ନଥିବାରୁ ପହଁଚିପାରିଲାନି ୧୦୮ ଆମ୍ବୁଲାନ୍ସ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତର ମହାପଙ୍ଗ ବ୍ଲକରେ…

କରଞ୍ଜିଆ ଟ୍ରେଜେରୀ ଅଫିସରେ ନିଆଁ

ମୟୂରଭଞ୍ଜ: କରଞ୍ଜିଆ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ । ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ବହୁ କମ୍ପ୍ୟୁଟର ଯନ୍ତ୍ରାଂଶ ପୋଡି ନଷ୍ଟ ହୋଇଯାଇଛି । ଆଜି ଭୋର ଚାରିଟା ସମୟରେ ନିଆଁ ଲାଗିଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।…

ବିସ୍ଫୋରକ ଫୁଟି ଉଡ଼ିଗଲା ଥାନାର ଛାତ

ପୁରୀ : ବିସ୍ପୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା l ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି । ଜବତ ହୋଇଥିବା ବିସ୍ଫୋରକ ଫୁଟି ଥାନାର ଛାତ  କାନ୍ଥ ଭୁଶୁଡି ପଡିଛି l ସୌଭାଗ୍ୟ ବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏହି ବଡ଼ ଦୁର୍ଘଟଣାରୁ…