Latest Odisha News

BREAKING NEWS

Yearly Archives

2021

ଦିଲ୍ଲୀ ଦଙ୍ଗା ସୁଚିନ୍ତିତ ଷଡଯନ୍ତ୍ର ଥିଲା: ହାଇକୋର୍ଟ

ନୂଆଦିଲ୍ଲୀ: ଗତବର୍ଷ ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ସୁଚିନ୍ତିତ ଷଡଯନ୍ତ୍ର ଥିଲା ବୋଲି ହାଇକୋର୍ଟ କହିଛନ୍ତି । ଅଭିଯୁକ୍ତ ମହମ୍ମଦ ଇବ୍ରାହିମଙ୍କୁ ଜାମିନ ପ୍ରଦାନ କରାଯିବା ପ୍ରସଙ୍ଗରେ କୋର୍ଟ ଏହା କହିଛନ୍ତି । ଏହି ହିଂସା କାଣ୍ଡ ହଠାତ ଘଟି ନ ଥିଲା । ସରକାର ଏବଂ ସାମାନ୍ୟ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ତ୍ରୀ ମୃତ ,ସ୍ୱାମୀ ଗୁରୁତର

ମାଲକାନଗିରି : ଭାଲୁ ପାଇଁ ବିଛା ହୋଇଥିବା ବିଦ୍ୟୁତ ତାର ହେଲା କାଳ । ଭାଲୁ ମାରବି ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ସ୍ୱାମୀ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଶିଖପାଲ୍ଲୀ…

‘ବିଦ୍ୟାଭାରତୀଙ୍କୁ ଗିରଫ କାହିଁକି କରୁନ’–ସୌମ୍ୟଙ୍କ ବାପା

କଟକ : ଏସିଏଫ୍‌ ସୌମ୍ୟରଞନ ମୃତ୍ୟୁ ମାମଲା  ୭୫ ଦିନ ବିତିଲାଣି କିନ୍ତୁ ଏଯାଏଁ  ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପର୍ଦ୍ଦା ଉଠିଲା ନାହିଁ । ତେଣୁ ମାମଲାର ପୁନଃ ତଦନ୍ତ ପାଇଁ ଦାବି କରିଛନ୍ତି ମୃତ ସୌମ୍ୟଙ୍କ  ବାପା । ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୂଖ୍ୟାଳୟରେ ପହଞ୍ଚି ADG ଙ୍କୁ  ଭେଟି…

ବିଦ୍ୟୁତ ଆଘାତରେ ଯୁବକ ମୃତ

ଜୟପୁର : ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା । କୋଟପାଡ ଥାନା ଅନ୍ତର୍ଗତ କୁର୍ମାକୋଟ ଗ୍ରାମରେ ଏପରି ଅଘଟଣ ଘଟିଛି। ଘରୋଇ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ କୁର୍ମାକୋଟ ଗାଁ ର ମଧୁ ହରିଜନଙ୍କ ଘରେ ତିନି ଦିନ…

କରୋନା ମୃତ୍ୟୁ ଆଶଙ୍କା ବୃଦ୍ଧି କରିଥାଏ ଧୂମପାନ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଧୂମ୍ରପାନ କରିବା ଦ୍ୱାରା କୋଭିଡ-୧୯ ଆଶଙ୍କା ବେହାର ସମ୍ଭାବନା ଅଧିକ ରହିଛି। ଏହାର ସଂକ୍ରମଣରେ ମୃତ୍ୟୁ ହେବାର ଆଶଙ୍କା ବଢିପାରେ ବୋଲି ଜଣାପଡ଼ିଛି। ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଇଁ କରୋନାରେ ମୃତ୍ୟୁ ହେବାର ଅଧିକ ବିପଦ…

ପଞ୍ଜାବ କଂଗ୍ରେସକୁ ବଡ ଝଟ୍‌କା; ପଞ୍ଜାବ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ଦଳକୁ ବଡ଼ ଝଟ୍‌କା। ପଞ୍ଜାବ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ। ତେବେ ସେ ଦଳରେ ରହିବା କଥା କହିଛନ୍ତି। ଚିଠି ମାଧ୍ୟମରେ ଇସ୍ତଫା ସମ୍ପର୍କରେ ସିଦ୍ଧୁ ସୋନିଆ ଗାନ୍ଧୀଙ୍କୁ ସୂଚନା ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କୁ ଲେଖିଥିବା…

ଅସ୍ତବ୍ୟସ୍ତ ଜନ ଜୀବନ

ଭୁବନେଶ୍ୱର : କିଛି ଦିନ ଧରି ଲଗାଣ ବର୍ଷା ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏବେ ବି ବହୁ ଲୋକ ପାଣି ଘେରରେ ଥିବା ବେଳେ ଗଛ ସବୁ ଉପୁଡି ପଡିଛି । ଆଉ କିଛି ସ୍ଥାନରେ ମାଟି ଧସି ରାସ୍ତା ଉପରେ ପଡ଼ିଛି । ସେହିଭଳି ବର୍ଷା ଯୋଗୁ କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଯାଇଛି ।…

କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ଖୋଳତାଡ ଜାରି

ଭଦ୍ରକ : ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ । ଭଦ୍ରକ ଟାଉନ ଥାନା ଜଗନ୍ନାଥ ପୁର ଅଞ୍ଚଳରୁ ଏକ ଲେଜିଡ ମେସରୁ ଛାତ୍ରୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲ ପଠାଇଛି ପୋଲିସ । ଛାତ୍ରୀ ଜଣକ ଗ୍ରାମାଞ୍ଚଳ ଥାନା ହରିପୁର ଅଞ୍ଚଳର…

ଦୀର୍ଘସ୍ଥାୟୀ ହୋଇପାରେ କରୋନା ଭୂତାଣୁ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଭାଇରସ “ଦୀର୍ଘ ସମୟ” ପାଇଁ ବିସ୍ତାର କରିପାରେ। ଏ ନେଇ ହୁର ଜଣେ ବରିଷ୍ଠ ଅଧିକାରୀ ପୁନମ କ୍ଷେତ୍ରପାଲ ଚେତାବନୀ ଦେଇଛନ୍ତି। ହୁ ର ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ ଏପରି ସ୍ଥିତିରେ ପହଞ୍ଚିବା ଆବଶ୍ୟକ ଯେଉଁଠାରେ…

ଭିିଜିଲାନ୍ସ ଜାଲରେ କୃଷି ଅଧିକାରୀ, ଲାଞ୍ଚ ନେବା ବେଳେ ଧରାପଡିଲେ

ବଲାଙ୍ଗୀର: ଭିଜିଲନ୍ସ ଜାଲରେ କୃଷି ଅଧିକାରୀ । ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିଂମାଶୁ ଶେଖର ପାଢୀ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆଜି ସକାଳ ୧୦.୩୦ ପାଖାପାଖି ସମୟ ହେବ ସେ ପିଓଏସ ମେସିନ ପାଇଁ ପଣ୍ଡକିଟାଲର ଦୁର୍ଯ୍ୟେଧନ ବାରିକଙ୍କ ଠାରୁ…