Latest Odisha News

BREAKING NEWS

Yearly Archives

2021

ଅବ୍ୟବସ୍ଥା ଘେରରେ ଏରସମା ହୋଇପାରୁନି ବର୍ଷାଜଳ ନିଷ୍କାସନ

ପାରଦୀପ : ବର୍ଷା ପାଣି ନିଷ୍କାସନ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଉଛି । ଏନେଇ ପାରଦୀପ-ଏରସମା-କୁଜଙ୍ଗ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକମାନେ । ପାରାଦୀପ ବ୍ଲକ ଜପା ପଞ୍ଚାୟତରୁ ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି। କେତେକ ଲୋକଙ୍କ ଘର…

କାଲି ଘରକୁ ଫେରିବେ ମଞ୍ଜୁଳା, ସାପ କାମୁଡ଼ାରେ ଗୁରୁତର ପରେ ଚାଲିଥିଲା ଚିକିତ୍ସା

କଟକ : ସୁସ୍ଥ ହେଉଛନ୍ତି ସାପ କାମୁଡ଼ାରେ ଗୁରୁତର ହୋଇପଡ଼ିଥିବା ମଞ୍ଜୁଳା ଅନ୍ତି । ଆସନ୍ତାକାଲି ଘରକୁ ଫେରିବେ ନବରଙ୍ଗପୁରର ଝିଅ ମଞ୍ଜୁଳା । ଦୁଇଟି ଅପରେସନ ପରେ ହାତ ଭଲ ହୋଇଛି । ଆଗକୁ ଫିଜିଓ ଥେରାପି ଦରକାର । ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ନାୟକ ଏହି ସୂଚନା…

ମାଲକାନଗିରିରେ ନକ୍ସଲ-ଯବାନ ମୁହାଁମୁହିଁ

ମାଲକାନଗିରି : ମାଲକାନଗିରିରେ ପୁଣି ନକ୍ସଲ-ଯବାନ ମୁହାଁମୁହିଁ । ମାଲକାନାଗିରି ଜିଲ୍ଲା ତୁଳସୀ ପାହଡରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ମାଥିଲି ଥାନା ଅନ୍ତର୍ଗତ କିରିମିଟି ଗାଁ ନିକଟରେ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଦରଭା ମାଓ ସଙ୍ଗଠନର ପ୍ରାୟ ୫୦ ଜଣ ସଶସ୍ତ୍ର ନକ୍ସଲ ଏକ…

ଦେଶରେ ‘ହାଭାନା ସିଣ୍ଡ୍ରୋମ’ର ପ୍ରଥମ ମାମଲା ରିପୋର୍ଟ

ନୂଆଦିଲ୍ଲୀ: ଚଳିତ ମାସ ଆରମ୍ଭରେ ନୂଆଦିଲ୍ଲୀ ଗସ୍ତ ସମୟରେ ଜଣେ ସିଆଇଏ ଅଧିକାରୀ ରହସ୍ୟମୟ ରୋଗ ଭଳି ଲକ୍ଷଣ ପ୍ରକାଶ କରିବା ପରେ ପ୍ରଥମ ଥର ପାଇଁ ଭାରତରେ ହାଭାନା ସିଣ୍ଡ୍ରୋମ ରିପୋର୍ଟ କରାଯାଇଥିଲା। ଆମେରିକାର ଅଧିକାରୀ ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ବର୍ନସଙ୍କ ଏକ ପ୍ରତିନିଧୀ ଦଳର ଅଂଶ…

ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣ ମନା

କାବୁଲ: ତାଲିବାନ ସରକାର ଇଣ୍ଡିଆନ ପ୍ରିମିୟର ଲିଗର ପ୍ରସାରଣ ଆଫଗାନିସ୍ତାନରେ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରୀ କରିଛି । ଏଥିରେ ଇସଲାମ ବିରୋଧୀ ସମସ୍ତ କାର୍ଯ୍ୟ ହେଉଥିବାରୁ ବାଧ୍ୟ ହୋଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କ୍ରିକେଟ ବୋର୍ଡର ପୂର୍ବ ମିଡିଆ ମ୍ୟାନେଜର…

୨୦୨୨ରୁ ଏନ୍‌ଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ ମହିଳା

ନୂଆଦିଲ୍ଲୀ: ମେ ୨୦୨୨ ସୁଦ୍ଧା ମହିଳା ପ୍ରତିରକ୍ଷା ପ୍ରାର୍ଥୀଙ୍କୁ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ) ପ୍ରବେଶିକା ପରୀକ୍ଷାରେ ହାଜର ହେବାକୁ ଅନୁମତି ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିବ ବୋଲି କେନ୍ଦ୍ର ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କୁ କହିଛନ୍ତି।…

ବିଭିନ୍ନ ଦାବି ନେଇ ଏକାଠି ହେଲେ ଶହ ଶହ ଅଙ୍ଗନୱାଡି କର୍ମୀ

କେନ୍ଦୁଝର :ଆନ୍ଦୋଳନର ଧମକ ଦେଲେ ଅଙ୍ଗନୱାଡି କର୍ମୀ । ୫ ଦଫା ଦାବିନେଇ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ୍ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ପ୍ରତ୍ୟେକ ଶିଶୁଙ୍କୁ ରନ୍ଧାଖାଦ୍ୟ ଦେବାପାଇଁ ମିଳୁଛି ୫ ଟଙ୍କା ହେଲେ ଅଣ୍ଡା…

ମହନ୍ତ ନରେନ୍ଦ୍ର ଗିରିଙ୍କ ରହସ୍ୟମୟ ମୃତ୍ୟୁ: ଆସନ୍ତୁ ଜାଣିବା କେଉଁ ପ୍ରଶ୍ନର ଉତର ମିଳୁନି..

ନୂଆଦିଲ୍ଲୀ: ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ରହସ୍ୟମୟ ମୃତ୍ୟୁ ଏବେ ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଏଥିନେଇ ରାଜନୈତିକ ଖେଳ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ତଦନ୍ତ କରୁଥିବା ପୋଲିସକୁ ଏବେ ବି କେତେକ ପ୍ରଶ୍ନର ଉତର ମିଳୁନି । ଯାହା ଫଳରେ କେସଟି ରହସ୍ୟମୟ ହୋଇଉଠିଛି ।…

କର୍କଟ ରୋଗୀଙ୍କ ପାଇଁ ପ୍ରଭାବଶାଳୀ କୋଭିଶିଲ୍ଡ, ମଡର୍ନା, ଫାଇଜର!

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପରି କର୍କଟ ରୋଗୀଙ୍କ ପାଇଁ ମଧ୍ୟ କୋଭିଶିଲ୍ଡ, ମଡର୍ନା ଏବଂ ଫାଇଜର ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ କୋଭିଶିଲ୍ଡ, ମଡର୍ନା ଏବଂ ଫାଇଜର କୋଭିଡ-୧୯ ଟିକାର ଉପଯୁକ୍ତ ପ୍ରତିରକ୍ଷା ପ୍ରତିରୋଧକ ପ୍ରତିକ୍ରିୟା ରହିଛି…

ପୁନର୍ବାର ଏକ ନମ୍ବର ହେଲେ ମିତାଲୀ

ନୂଆଦିଲ୍ଲୀ: ଆଇସିସି ମଙ୍ଗଳବାର ମହିଳା ଦିନିକିଆ କ୍ରିକେଟର ର‌୍ୟାଙ୍କିଙ୍ଗ ଜାରୀ କରିଛି । ଭାରତର ଅଧିନାୟିକା ମିତାଲୀ ରାଜ ପୁନର୍ବାର ଶୀର୍ଷକୁ ଫେରିଛନ୍ତି । ସ୍ମୃତି ମାନ୍ଧାନାଙ୍କ ର‌୍ୟାଙ୍କିଙ୍ଗରେ ମଧ୍ୟ ଉନ୍ନତି ଘଟିଛି । ସେ ୮ମରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ…