Latest Odisha News

BREAKING NEWS

Yearly Archives

2021

ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ କଟକ ନଗର ବିଜେପିର ବିକ୍ଷୋଭ ପ୍ରଦର୍ଶନ

କଟକ: ବିଦ୍ୟୁତ୍ ବିଭାଗର ମନମୁଖୀ ଶାସନକୁ ନେଇ କଟକ ବାସିନ୍ଦାଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଫଳରେ ପ୍ରତିବାଦ ସ୍ୱରୂପ ଆଜି ନଗର ବିଜେପି ପକ୍ଷରୁ ଟାଉନ ହଲଠାରେ ଥିବା ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେପି ଅଭିଯୋଗ କରିଛି ପ୍ରତିଦିନ…

ଟିଟି ଷ୍ଟାର ମନିକା ବାତ୍ରା ଅଭିଯୋଗର ଶୁଣାଣୀ ନେଇ କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ଟିଟିଏଫଆଇ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ ଦାଖଲ କରିଥିଲେ । ଏ ନେଇ ଦିଲ୍ଲୀ କୋର୍ଟ କେନ୍ଦ୍ର ସରକାରଙ୍କ ଓକିଲ ମାଧ୍ୟମରେ ଜବାବ ମାଗିଛନ୍ତି । ପରବର୍ତୀ ଶୁଣାଣୀ ସେପ୍ଟମ୍ବର ୨୨ରେ ହେବ । ଫେଡେରେଶନ ଓ ମନିକାଙ୍କ ମଧ୍ୟରେ ମତଭେଦ…

ଯନ୍ତ୍ରଣାରେ ଜର୍ଜରିତ ଜୀବନ

ପୁରୀ: ଅସହ୍ୟ ରୋଗ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି ମିତାଲି ସ୍ୱାଇଁ l ପୁରୀ ସଦର କେରାଣ୍ଡିପୁର ଗ୍ରାମର ୨୧ ବର୍ଷୀୟ ମିତାଲି , ପୁରୀ ଜିଲ୍ଲାପାଳଙ୍କ ନିକଟରେ ଭିକ୍ଷା ମାଗିଥିଲେ ମୋତେ ସହଯୋଗ କର ମୁଁ ଏ କଷ୍ଟ ରୁ ମୁକ୍ତି ପାଇବି l ମିତାଲି ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତହୋଇ ଏବେ ଯନ୍ତ୍ରଣାରେ…

[ଭିଡିଓ] ପିପିଲିରେ ରାଜନୈତିକ ଅଶାନ୍ତି, ରାସ୍ତାରୋକ କଲେ ବିଜେପି କର୍ମୀ

ପୁରୀ :ପିପିଲିରେ ଦେଖାଦେଲା ରାଜନୈତିକି ଅଶାନ୍ତି। ରାସ୍ତାରୋକ କଲେ ବିଜେପି କର୍ମୀ। ବିଜେପି ପତାକା ଚିରିବା ଓ ପ୍ରଚାର ଗାଡିକୁ ବାଡେଇବା ଅଭିଯୋଗରେ ରାସ୍ତା ରୋକ କଲେ ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକ ନିକଟରେ ବିଜେପିର ପ୍ରଚାର ଗାଡି ଡ୍ରାଇଭରଙ୍କୁ ବିଜେଡି କର୍ମୀମାନେ…

ଅଭିନେତ୍ରୀ ପାୟଲଙ୍କ ଉପରେ ଏସିଡ୍‌ ଆକ୍ରମଣ ଉଦ୍ୟମ!

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍ ଆକ୍ରମଣ ଉଦ୍ୟମ ହୋଇଛି ବୋଲି ପାୟଲ ଦାବି କରିଛନ୍ତି। ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି। ପାୟଲ ଏକ ଭିଡିଓରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ତାଙ୍କୁ ରଡ୍‌ରେ ମାରିବାକୁ ଚେଷ୍ଟା କରିଥିଲେ।…

ଲଗାଣ ବର୍ଷାରେ ଉଜୁଡିଗଲା ଚାଷ

ଯାଜପୁର: ଗତ କିଛି ଦିନ ଧରି ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ । ବିଶେଷକରି ବୈତରଣୀ ଏବଂ ଏହାର ଶାଖା ନଦୀ ମାନଙ୍କରେ ବନ୍ୟା ଆସିବା ଫଳରେ ଯାଜପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପନିପରିବା ଚାଷ ପାଣିରେ ବୁଡି ରହିବା ଫଳରେ…

ରାଜ୍ୟରେ ୨୯ଜଣଙ୍କ ଜୀବନ ନେଇଛି ବ୍ଲାକ୍‌ ଫଙ୍ଗସ୍

ଭୁବନେଶ୍ୱର: ବ୍ଲାକ୍‌ ଫଙ୍ଗସ୍ କିମ୍ବା ମ୍ୟୁକୋର୍ମାଇକୋସିସ୍ କାରଣରୁ ଓଡିଶାରେ ଏପର୍ଯ୍ୟନ୍ତ ୨୯ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ରାଜ୍ୟରେ ମୋଟ ୨୧୨ ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ୍ ରୋଗରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିଛି। ସେଥିରୁ…

ଆଜିଠୁ ପିତୃପକ୍ଷ ଆରମ୍ଭ ,ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ପରିବାର ଲୋକ

ପୁରୀ : ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁଁ କୌଣସି ଭକ୍ତଙ୍କୁ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନଥିବାରୁ ,ଚଳିତ ବର୍ଷ ଶ୍ରୀକ୍ଷେତ୍ରେରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣିରେ ଗହଳି ଦେଖିବାକୁ ମିଳିଛି। ବହୁ ଲୋକ ନିଜ ନିଜ ପିତୃ ପୁରୁଷଙ୍କ…

କବିତା : ସୁନେଲୀ ସପନ

"ଆନ୍ତର୍ଜାତିକ ଶାନ୍ତି ଦିବସ" ଉପଲକ୍ଷେ  ଡାକ ଏବେ ସମସ୍ତଙ୍କୁ ମୁକ୍ତାକାଶ ତଳେ ଆସି ଏକତ୍ରିତ ହେବା , ସମୟର ପ୍ରମତ୍ତପଣକୁ ବିଧିର ଭସ୍ମଭାବି ଦେହରେ ବୋଳିବା , ବେଜାଏ ଦୁଃଖ ଧରି ବସିଥିବା ମାନଙ୍କୁ ମନେଇବା, ଅସନା ଆବର୍ଜନା ଯେତେ ସବୁ ବାଛି ଶୂନ୍ୟରେ ତା' କବର ତୋଳିବା।…

ରାସ୍ତା କଡରୁ ମିଳିଲା ମୃତଦେହ ,ପୋଲିସ ଆରମ୍ଭ କଲା ଖୋଳତାଡ

ଭଦ୍ରକ : ଭଦ୍ରକରେ ଚାଞ୍ଚଲ୍ୟ । ରାସ୍ତା କଡରୁ ମିଳିଲା ମୃତ ଦେହ । ଭଦ୍ରକ ହଳଦୀଡିହ ପଞ୍ଚାୟତରେ ରାସ୍ତା କଡରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ହେଲେ ପୀରହାଟ ମାଲପୁର ଅଞ୍ଚଳର ନବଘନ ସାହୁ ବୋଲି ଜଣାପଡ଼ିଛି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ…