Latest Odisha News

BREAKING NEWS

Yearly Archives

2021

ସାମାଜିକ ଗଣମାଧ୍ୟମ ଓ କୃତ୍ରିମତା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ଏଇ ଏବେ ଏବେ ଗଲା ଗୁରୁ ଦିବସ । ସେଦିନ ଫେସ୍‌ବୁକ୍‌ରେ ଗୁରୁଙ୍କ ସହିତ ଶିଷ୍ୟମାନଙ୍କର ଭିନ୍ନ ଭିନ୍ନ ପୋଜ୍‌ର ଫଟୋ ସମସ୍ତଙ୍କ ଆଖିରେ ପଡ଼ିଥିବ ନିଶ୍ଚୟ । ଫେସ୍‌ବୁକ୍ ଉଛୁଳୁଥିଲା ଶିଷ୍ୟମାନଙ୍କ ଭକ୍ତିଭରା ଗୁୁରୁବନ୍ଦନାର ଫଟୋରେ ।…

୨୬ ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମଙ୍ଗଳବାର ସକାଳେ ପଶ୍ଚିମବଙ୍ଗର ଦକ୍ଷିଣ ଭାଗ ଏକ ଲଘୁଚାପ ସୃଷ୍ଟି ହୋଇଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ ବିଭାଗ ବୁଧବାର ଦିନ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର, ନୁଆପଡା, ସୋନେପୁର, ସମ୍ବଲପୁର ଏବଂ ଦେଓଗଡର ଗୋଟିଏ…

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ ଗିରଫ

ସୋନପୁର : ଯୁବତୀଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା । ସୋନପୁର ସହର ଗୋକରନେଶ୍ୱର ପଡ଼ାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଦୁଇଜଣ ସହରର ସ୍ୱେଚ୍ଛାସେବୀ ବୋଲାଉଥିବା ଗଣେଶ ସାହୁ ଓ ବିଦ୍ୟୁତ…

ଭସ୍ମାସୁର ସାଜିଛନ୍ତି ତାଲିବାନ ନେତା: ଅଖୁନ୍ଦଜାଦା ନିହତ, ବରାଦର ପଣବନ୍ଦୀ!

କାବୁଲ: ଆଫଗାନିସ୍ତାନ ତାଲିବାନ ସରକାର କିଛି ଠିକ୍ ଚାଲି ନାହିଁ । ସରକାର ଗଠନ କରିବା ପରେ ତାଲିବାନର ପ୍ରମୁଖ ନେତା କ୍ଷମତା ଲୋଭରେ ପରସ୍ପରର ଶତ୍ରୁ ସାଜିଛନ୍ତି । ସେମାନେ ନିଜ ପାଇଁ ନିଜେ ଭସ୍ମାସୁର ସାଜିଛନ୍ତି । ବ୍ରିଟେନର ଦି ସ୍ପେକ୍ଟାରଟର ମାଗାଜିନରେ ଚାଂଚଲ୍ୟକର ରିପୋର୍ଟ ପ୍ରକାଶ…

୧୧୯ଟି ଅଶ୍ଳୀଳ ଭିଡିଓକୁ ୯ କୋଟିରେ ବିକ୍ରି କରିଥାନ୍ତେ ରାଜ୍‌

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ଗିରଫ ହୋଇଥିବା ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ସୋମବାର ଜାମିନ ମିଳିଲା। ଯାହା ପରେ ସେ ଆଜି ଜେଲରୁ ମୁକୁଳି‌ଛନ୍ତି। ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ପ୍ରକାଶ କରିଛି ଯେ ସେମାନେ ରାଜ କୁନ୍ଦ୍ରାଙ୍କ ଠାରୁ ୧୧୯ ଟି…

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲାର ଅଭିଯୁକ୍ତ ଗିରଫ; ଆବଶ୍ୟକ ହେଲେ ସିବିଆଇ ତଦନ୍ତ କରାଯିବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଡେପୁଟି ସିଏମ୍ କହିଛନ୍ତି ଯେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମହନ୍ତଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହାସହିତ ଆବଶ୍ୟକ ହେଲେ ସିବିଆଇ ତଦନ୍ତ କରାଯିବ…

ଦେଶରେ ହିନ୍ଦୁ ଧର୍ମ ପ୍ରତି କୌଣସି ବିପଦ ନାହିଁ; କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ହିନ୍ଦୁ ଧର୍ମ ପ୍ରତି କୌଣସି ବିପଦ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଅମିତ ଶାହାଙ୍କ ଅଧୀନରେ ଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଏହି ଦାବିପତ୍ର ଆସିଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ହିନ୍ଦୁ ଧର୍ମ ପ୍ରତି ତଥାକଥିତ…

ଅଦାଲତ ପାର୍ଶ୍ବରେ ହେବ ପାଦଚଲା ସେତୁ

ଭୁବନେଶ୍ବର: କମିସନରେଟ୍‌ ପୋଲିସଭୁବନେଶ୍ବର କାର୍ଯ୍ୟାଳୟ ସୋମବାର ଅପରାହ୍ନରେ ପୋଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ଓକିଲ ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆୟୁକ୍ତ ଅଦାଲତ ସାମ୍‌ନାରେ ପ୍ରତିଦିନ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟା…

ଆଉ ୮ଟି ଗେଟ୍‌ ଖୋଲିଲା ହୀରାକୁଦ ଡ୍ୟାମ୍‌

ସମ୍ବଲପୁର: ମହାନାଦୀର ବନ୍ୟା ଜଳ ସମ୍ପୂର୍ଣ୍ଣ ଜଳଭଣ୍ଡାର ସ୍ତର (FRL) ନିକଟରେ ପହଞ୍ଚିବା ପରେ ଡ୍ୟାମ କର୍ତ୍ତୃପକ୍ଷ ଜଳଭଣ୍ଡାରର ଜଳ ସ୍ତରର ନିୟନ୍ତ୍ରଣ‌ ବଜାୟ ରଖିବା ପାଇଁ ମଙ୍ଗଳବାର ଦିନ ଆଉ ଦୁଇଟି ଗେଟ୍‌ ଖୋଲିଛନ୍ତି। ସୂଚନାଯୋଗ୍ୟ, ଡ୍ୟାମ କର୍ତ୍ତୃପକ୍ଷ ସୋମବାର ବନ୍ୟା ଜଳକୁ ମୁକ୍ତ…

କେନ୍ଦୁଝର ବିଦ୍ୟୁତ ବିଭାଗର ଏସ୍‌ଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର: କେନ୍ଦୁଝର ବିଦ୍ୟୁତ ବିଭାଗର ଏସ୍‌ଡିଓ ମହେଶ୍ଵର ସେଠୀଙ୍କ ଘରେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କର ସ୍ପଞ୍ଜ କଲୋନୀ ଓ ଘଟଗାଁ ସ୍ଥିତ ଘରେ ଭିଜିଲାନ୍ସ ଚଢାଉ କରିଛି। ସେହିପରି ରିମୁଳି ସ୍ଥିତ ତାଙ୍କ ଶ୍ଵଶୁର ଘର ଏବଂ ଘଟଗାଁ ରେ ଥିବା ନିଜ…