ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୩)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୩
ଦାଦା ଭାଇଙ୍କର କୋଣିକିଆ ହୋଇ ସୁନ୍ଦର ବଙ୍ଗଳା ଭଳି ଘର। ବଡବଡ ଝରକା, ଖୋଲା ମେଲା। ପବନ, ଆଲୋକ ଆତଯାତ ହୁଅନ୍ତି ଠିକ୍ ଅନୁପାତରେ। ପତଳା ଧଳାକନାରେ ହାଲୁକା ହଳଦିଆ ରଙ୍ଗର ବଡ ବଡ ଧାଡିଏ ଫୁଲ ତଳ ପଟେ, ଆଉ ଉପରକୁ …