Latest Odisha News

BREAKING NEWS

Yearly Archives

2021

ଖୋଲିବ ଶୈବପୀଠ ଗୁପ୍ତେଶ୍ୱର

କୋରାପୁଟ:ଖୋଲିବ ଶୈବପୀଠ ଗୁପ୍ତେଶ୍ୱର । ସେପ୍ଟେମ୍ବର ୧ ରୁ ଖୋଲିବ କୋରାପୁଟ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର।ଭକ୍ତ ମାନଙ୍କୁ ଦର୍ଶନ ଦେବେ ବାବା । କୋଭିଡ୍ କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିଲା । ହେଲେ ଏବେ ପୁଣି ଭଗବାନଙ୍କ ଦର୍ଶନ ପାଇବେ ଭକ୍ତମାନେ । କୋଭିଡ୍ କଟକଣା ଅନୁଯାଇ…

ତାଲିବାନର ଡାକରା; ମହିଳା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଚାକିରୀରେ ଯୋଗ ଦିଅନ୍ତୁ

ଭୁବନେଶ୍ୱର: ଜଟିଳରୁ ଜଟିଳ ହେବାରେ ଲାଗିଛି ଆଫାନିସ୍ତାନର ସ୍ଥିତି । ଆତ୍ମଘାତୀ ବିସ୍ଫୋରଣ ଆଫଗାନ ବାସିନ୍ଦାଙ୍କ ମାନସିକତାକୁ ଦୋହଲାଇଦେଇଛି । ମହିଳାମାନଙ୍କୁ ଘରୁ ନ ବାହାରିବାକୁ କଡା ତାଗିଦ୍ କରିଛି ତାଲିବାନ୍ । ତେବେ ଏପରି ସ୍ଥିତିରେ ମହିଳାଙ୍କୁ ନେଇ ତାଲିବାନର ସଦ୍ୟ ନିଷ୍ପତ୍ତି…

ନୂତନ ଯାନ ପଞ୍ଜୀକରଣ ନିୟମ: ଏଣିକି ସହଜ ହୋଇଯିବ ଟ୍ରାନ୍ସଫର୍‌

ନୂଆଦିଲ୍ଲୀ: ଏଣିକି ଗାଡି ମାଲିକମାନେ ସେମାନଙ୍କ ଗାଡିକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। କାରଣ ଏଥିପାଇଁ ଭାରତ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ଯାହା ଫଳରେ ଲୋକେ ବିନା ବାଧାରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ…

ବାହା ହେବେ ଶ୍ରଦ୍ଧା!

ମୁମ୍ବାଇ: ଶ୍ରଦ୍ଧା କପୁର ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ ଶ୍ରଦ୍ଧା କପୁର ଖୁବ୍‌ ଶୀଘ୍ର ତାଙ୍କ ଗୁଜବ ବଏଫ୍ରେଣ୍ଡ୍‌ ରୋହନ ଶ୍ରେଷ୍ଠଙ୍କୁ ବିବାହ କରିବେ। ତେବେ ଏ ଖବରକୁ ନେଇ ଉଭୟଙ୍କ ପକ୍ଷରୁ କୌଣସି…

ପୂର୍ବତନ ଆଇପିଏସ୍‌ ଅମିତାଭ ଠାକୁର ଗିରଫ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅମିତାଭ ଠାକୁରଙ୍କୁ ଲକ୍ଷ୍ନ‌ୌରେ ଥିବା ତାଙ୍କ ବାସଭବନରୁ ଗିରଫ କରାଯାଇଛି। ୟୁପି ପୋଲିସ୍ ପୂର୍ବତନ ଆଇପିଏସ୍‌ ଅଧିକାରୀଙ୍କୁ ବଳପୂର୍ବକ ଉଠାଇନେଇଥିବା ଜଣାପଡ଼ିଛି। ଦିଲ୍ଲୀରେ ବଳାତ୍କାର ପୀଡିତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବାଅଭିଯୋଗରେ ପୋଲିସ…

ଶୈଳବାଳା ମହିଳା କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟ କେବେ ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ   ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଆମ ରାଜ୍ୟ ଝୁରୁଛି ୧୦୦ ବର୍ଷ ତଳେ ଓଡ଼ିଶାକୁ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଆଗମନର ସ୍ମୃତିକୁ । ଏହାରି ଭିତରେ କଟକର ମଧୁସ୍ମୃତିରେ ଥିବା ଶୈଳବାଳା…

ଟିକା ଅପେକ୍ଷା କୋଭିଡ୍‌-୧୯ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ବଢାଇଥାଏ!

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଅକ୍ସଫୋର୍ଡ / ଆଷ୍ଟ୍ରାଜେନେକା କିମ୍ବା ଫାଇଜର / ବାୟୋଏନ୍‌ଟେକ୍ ଟିକାର ପ୍ରଥମ ମାତ୍ରା ଅପେକ୍ଷା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଅଧିକ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନେତୃତ୍ୱରେ ହୋଇଥିବା ଏକ ବୃହତ ଅଧ୍ୟୟନ ଶୁକ୍ରବାର ଦିନ ଜଣାପଡ଼ିଛି। ଏହି…

ରାଜ୍ୟରେ ୭୭୯ ନୂଆ ଆକ୍ରାନ୍ତ ଚିହ୍ନଟ; ୧୦୫ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୭୯ ଜଣ କରୋନା ଆକ୍ରାନ୍ତ। ଆଜି ୦-୧୮ ବର୍ଷ ଭିତରେ ୧୦୫ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୫୪ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

କୋଭିଡ-୧୯ ଅପେକ୍ଷା ପୋଷ୍ଟ କୋଭିଡ ଅଧିକ ବିପଜ୍ଜନକ

ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ଏବେ ଭୟ ବଢାଇଥିବା ବେଳେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ବିପଦ ଟଳି ନଥିବା ଜଣାପଡ଼ିଛି। କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗର ଆଶଙ୍କା ମଧ୍ୟରେ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନାଭାଇରସରୁ ଆରୋଗ୍ୟ ଲାଭ କରିଥିବା ୪୦…

ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ଦ୍ୱିଗୁଣିତ କରୁଛି ଡେଲଟା ପ୍ରଜାତି; ରିପୋର୍ଟ

ନୂଆଦିଲ୍ଲୀ: ବ୍ରିଟେନର ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ କରୋନା ମାରାତ୍ମକ ଡେଲ୍‌ଟା ପ୍ରଜାତି ସଂକ୍ରମିତ ସେମାନେ ଅଧିକ ଥର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇପାରନ୍ତି। ଇଂଲଣ୍ଡରେ ୪୩,୦୦୦ ରୁ ଅଧିକ କୋଭିଡ-୧୯ ମାମଲାକୁ ନେଇ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କର ମଧ୍ୟରୁ ଅଧିକାଂଶ ଟିକାକରଣ…