Latest Odisha News

BREAKING NEWS

Yearly Archives

2021

ଆମେରିକା ଡ୍ରୋନ ଆକ୍ରମଣରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିହତ !

ୱାଶିଂଟନ: ଆମେରିକା ଡ୍ରୋନ ଆକ୍ରମଣରେ କାବୁଲ ବିମାନ ବନ୍ଦରର ମାଷ୍ଟର ମାଇଣ୍ଡ ନିହତ ହୋଇଛି । ଏହି ଖବର ଆମେରିକାର ପେଂଟାଗନ ଓ ନ୍ୟୁଜ ଏଜେନ୍ସି ରୟଟର୍ସରେ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ନଗରହନ ଅଂଚଳରେ ଆଇଏସଆଇଏସ-କେର ଆତଙ୍କବାଦୀ ଥିବା ଖବର ପାଇଁ ଏକ ଅଜ୍ଞାତ ସ୍ଥାନରୁ…

ପାରା ଅଲିମ୍ପିକ୍ସ: ଟିଟି ଫାଇନାଲରେ ଭାବିନା

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ନିଶ୍ଚିତ କରିଥିବା ଭାବିନା ପଟେଲ ଶନିବାର ଟେବୁଲ ଟେନିସ ୱିମେନ୍ସ ସିଙ୍ଗଲ୍ସ କ୍ଲାସ-୪ର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେମିଫାଇନାଲରେ ଚୀନର ଚାଙ୍ଗ ମିଆଓଙ୍କୁ ୭-୧୧,…

ତୃତୀୟ ଲହର ଆଣିବ କି କେରଳର ବର୍ଦ୍ଧିତ ମାମଲା?

କେରଳ: ଶନିବାର ଭାରତ ୪୬,୭୫୯ ନୂତନ କୋଭିଡ୍‌ ମାମଲା ରିପୋର୍ଟ ହୋଇଛି। କେରଳ ରେକର୍ଡ ସଂଖ୍ୟକ ମାମଲା ରିପୋର୍ଟ ହୋଇଥିବା ଜଣାଯାଇଛି। କେରଳରେ ୩୨,୮୦୧ ତାଜା ସଂକ୍ରମଣ ମାମଲା ରେକର୍ଡ ହେବା ସହିତ ଏବଂ ୧୭୯ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର…

ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ପତ୍ନୀଙ୍କୁ ଇଡିର ସମନ

କୋଲକାତା: କୋଇଲା ଚୋରା ଚାଲାଣ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଟିଏମ୍‌ସି ସାଂସଦ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ଡକାଇଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କୋଇଲା ଚୋରା…

ଭୋଜନ କ୍ଷେତ୍ରର ମାହାତ୍ମ୍ୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ପ୍ରାଣୀ ମାତ୍ରକେ ଜୀବନ ଧାରଣ କରିବା ପାଇଁ ଖାଦ୍ୟ ଗ୍ରହଣ ଅପରିହାର୍ଯ୍ୟ । ମହାପୁରୁଷଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଇପାରେ । ଶରୀରର ଯାନ୍ତ୍ରିକ ପ୍ରକ୍ରିୟାକୁ ଚଳତ୍‌କ୍ଷମ ରଖିବା ପାଇଁ ଭୋଜନର ଆବଶ୍ୟକତାରହିଛି ।…

ବ୍ଲକ୍‌ ଅଧ୍ୟକ୍ଷା ମନୀଷା ଚୌଧୁରୀଙ୍କ ଆବେଦନ ଖାରଜ କଲେ କୋର୍ଟ

କଟକ: କିଛି ଦିନ ହେଲା ଚର୍ଚ୍ଚାରେ ଥିବା ବାଲିପାଟଣା ବ୍ଲକ୍‌ ଅଧ୍ୟକ୍ଷା ମନୀଷା ଚୌଧୁରୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଚଳିତ ମାସ ୩୧ ତାରିଖରେ ହେବ। ଏହି ଭୋଟ୍ ପ୍ରକ୍ରିୟାକୁ ବନ୍ଦ ରଖିବା ପାଇଁ ହୋଇଥିବା ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ଖୋର୍ଦ୍ଧା ଜିଲ୍ଲାର…

କୁଳାଙ୍ଗାର ଉବାଚ : ତମେ ମାଂସଝୋଳ ମୁଁ ରସୁଣ

ବେଳକାଳ ଏବେ ହେଲାଣି ଯେମିତି  କାଲି କଣ ହେବ କହି ହେଉନି ତ ଆଜି; ତେଣୁ ହେ ପ୍ରିୟା ଜିଦ୍ଦି ନ କରିକି ମୋ କଥାରେ ତମେ ହୋଇ ଯାଅ ଜଲ୍ଦି ରାଜି! ତମେ ଗାଡିଟାଙ୍କି ମୁଁ ପେଟ୍ରୋଲ, ତମେ କ୍ଲବ ବାର୍ ମୁ୍ଁ ମାତାଲ । ତମେ ଥଣ୍ଡାପାଣି ମୁଁ ବୋତଲ, ତମେ ଡେଲିଯାତ୍ରୀ ମୁଁ ସଟଲ ॥…

ଦୁଇ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଫଳରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି । ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୧୬ ଟି ଜିଲ୍ଲାରେ ପ୍ରବଳ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ…

ପଡୋଶୀଙ୍କୁ ମାରପିଟ୍ ଅଭିଯୋଗରେ ଅଭିନେତା ବବି ମିଶ୍ର ଥାନାରେ ଅଟକ

ଭୁବନେଶ୍ୱର: ଚର୍ଚ୍ଚାର ପରିସରକୁ ଆସିଛନ୍ତି ଓଲିଉଡର ଜଣାଶୁଣା ଅଭିନେତା ବବି ମିଶ୍ର । ହେଲେ ଏଥର ରିଲ୍ ନୁହେଁ ବରଂ ରିଅଲ ଲାଇଫରେ ତାଙ୍କୁ ଥାନାରେ ଅଟକ ରଖାଯାଇଛି । ପଡୋଶୀଙ୍କୁ ଗାଳି ଗୁଲଜ ସହ ମାଡ ମାରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ନୟାପଲ୍ଲୀ ଥାନାରେ ପଡୋଶୀଙ୍କ ଅଭିଯୋଗ…

କେବେ ଚିହ୍ନଟ ହୋଇପାରିବନି କରୋନା ଭୂତାଣୁର ଉତ୍ପତ୍ତି!

ୱାଶିଂଟନ୍: ରିପୋର୍ଟ ଅନୁଯାୟୀ ଆମେରିକାର ଇଣ୍ଟେଲିଜେନ୍ସ କମ୍ୟୁନିଟି (ଆଇସି) ଆକଳନ କରିଛି ଯେ ମହାମାରୀ କରୋନାଭାଇରସ୍ ରୋଗର ଉତ୍ପତ୍ତି ଅତିରିକ୍ତ ସୂଚନା ବିନା କଦାପି ଚିହ୍ନଟ ହୋଇପାରିବ ନାହିଁ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ନିର୍ଦ୍ଦେଶିତ ଏକ ରିପୋର୍ଟର ସଂକ୍ଷିପ୍ତ…