Latest Odisha News

BREAKING NEWS

Yearly Archives

2021

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୯-୮-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୯ ରିଖ ସୋମବାର କର୍କଟ ୨୫ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଆଜିର ନିଷେଧ ଖାଦ୍ୟ-: ପାଣି କଖାରୁ ମେଷ ଆପଣଙ୍କ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଉଡାଣ ପୂର୍ବ ଚିଠିର ପ୍ରତିକ୍ରିୟାରେ ମୋତେ ମିଳିଥିବା ମତସବୁକୁ ପଢୁଥିଲାବେଳେ ସୁଜୁର ଉତ୍ତର ଅଟକେଇ ରଖିଲା କିଛି କ୍ଷଣ । କାହିଁକି ଲାଗିଲା ତୁମ ପ୍ରତି ମୋର ସମ୍ପର୍କକୁ ସଠିକ ଶବ୍ଦରେ ଖଞ୍ଜିପାରିନି ବୋଧହୁଏ ସେହି ଚିଠିରେ । ପ୍ରେମ ଘୃଣାର ବିପରୀତ ନୁହେଁ ବୋଲି ମୁଁ ବୁଝେ । କାହା…

ଆସନ୍ତାକାଲିଠୁ ଖୋଲିବ ଆଇଟିଆଇ ପଲିଟେକନିକ ଓ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ଆଇଟିଆଇ ପଲିଟେକନିକ ଓ ବୈଷୟିକ ଶିକ୍ଷାନୁଷ୍ଠାନ । କେବଳ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲାଯିବ । ମହାମାରୀ କରୋନା ପରେ ପ୍ରଥମଥର ପାଇଁ ଶ୍ରେଣୀ ଗୃହରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ । କୋଭିଡ ଗାଇଡ଼ ଲାଇନ ଅନୁସାରେ କେବଳ…

ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ମନୋନୀତ ହେଲେ ସମ୍ ହସପିଟାଲ ପ୍ରଫେସର

ଭୁବନେଶ୍ବର : ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ମନୋନୀତ ହେଲେ ସମ୍ ହସପିଟାଲ ପ୍ରଫେସର । ସମ୍ ହସପିଟାଲ ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି ।…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି କିରାଣି

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଉ ଜଣା ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁତଳା ବ୍ଲକର କୋଟିପତି କିରାଣି ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ଠାରୁ ୮୦ ପ୍ରତିଶତ ବେଆଇନ ସମ୍ପତି ଠୁଳ କରିଥିବାରୁ ତାଙ୍କ ବିରୋଧରେ ନିଆଯାଇଛି…

ଆସନ୍ତାକାଲି କ୍ରାନ୍ତି ଦିବସ, ରାଜ୍ୟର ୨ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ପର୍ଦ୍ଧିତ କରିବେ ରାଷ୍ଟ୍ରପତି

ଭୁବନେଶ୍ବର : ଆସନ୍ତାକାଲି ଅଗଷ୍ଟ ୯, କ୍ରାନ୍ତି ଦିବସ । ଏହି ଅବସରରେ ରାଜ୍ୟର ୨ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବରଗଡ଼ ଜିଲ୍ଲା ପାଣିମୋରା ଗାଁର ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ ଓ ଭଦ୍ରକ ଜିଲ୍ଲା ବାସୁଦେପୁର ତୁଳନ୍ତୁଳା…

ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଝୁମ୍ପୁରାରେ ମର୍ମନ୍ତୁଦ ଦୁର୍ଘଟଣା । ୨୦ ନମ୍ବର ଜାତୀୟ ରାଜପଥ ଅର୍ସଳା ନିକଟରେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଛି ଟ୍ରକ । ଦୁର୍ଘଟଣାରେ ବାଇକରେ ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ତାପସ ଗିରି ଓ ତାଙ୍କ ପତ୍ନୀ କୁମୁଦିନୀ ଗିରି । ସେମାନଙ୍କ ଘର…

ଛତିଶଗଡ଼ରେ କଂଗ୍ରେସ ନେତାଙ୍କୁ ମାଓବାଦୀଙ୍କ ମରଣାନ୍ତକ ଆକ୍ରମଣ

ଛତିଶଗଡ଼ : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ । ଜଣେ କଂଗ୍ରେସ ନେତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ମାଓବାଦୀ । ଦନ୍ତେୱାଡା ଜିଲ୍ଲାର କିରଣ୍ଡୁଲ ଥାନା ଠାରୁ ମାତ୍ର ୬ କିଲୋମିଟର ଦୂରରେ କଂଗ୍ରେସ ନେତା କୟୁମ ଋଦ୍ଧିକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ…

କଟକରୁ ପୁଣି ଜବତ ହେଲା ନକଲି ଗୁଟଖା ଓ ଜର୍ଦ୍ଦା

କଟକ : କଟକରେ ଥମୁନି ନକଲି କାରବାର । ପ୍ରତିଦିନ କିଛି ନା କିଛି ନକଲି ସାମଗ୍ରୀ ଜବତ କରୁଛି ପୋଲିସ । କମ୍ପାନୀ ସିଜ୍ ହେଉଥିବା ବେଳେ, ଅନେକଙ୍କୁ ଗିରଫ କରୁଛି । ଏହାସତ୍ତ୍ବେ ବି ଖୁଲମଖୁଲା ଚାଲିଛଇ ନକଲି କାରବାର । ଆଜି ପୁଣି ମାଲଗୋଦାମ ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ନକଲି…

କନ୍ଧମାଳ ଏସପିଙ୍କ ନିକଟରେ ମହିଳା ମାଓବାଦୀର ଆତ୍ମସମର୍ପଣ

କନ୍ଧମାଳ : ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରଛନ୍ତି ବାଲିଗୁଡା ଥାନା କୁଟିକିଆ ଅଞ୍ଚଳର କାନ୍ତି ମଲ୍ଲିକ । ଅନେକ ଦିନ ଧରି କାନ୍ତି ମଲ୍ଲିକ କେକେବିଏନ ସଙ୍ଗଠନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ । ମାଓବାଦୀଙ୍କ କାର୍ଯ୍ୟରେ…