Latest Odisha News

BREAKING NEWS

Yearly Archives

2021

ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତା ଅଗଷ୍ଟ ୧୫ରୁ ରାଜ୍ୟର ସମସ୍ତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ରାଜ୍ୟର ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୯୨ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ କାର୍ଡ ପ୍ରଦାନ…

୩୪ ପ୍ରତିଶତ ଭାରତୀୟ ବ୍ୟବହାର କରନ୍ତିନି ଡେଟିଂ ଆପ୍‌

ନୂଆଦିଲ୍ଲୀ: କାସପର୍‌ସ୍କାଏ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ପ୍ରାୟ ୩୪% ଭାରତୀୟ ଡେଟିଂ ଆପ୍ ବ୍ୟବହାର କରନ୍ତି ନାହିଁ। କାରଣ ସେମାନେ କୌଣସି ଠକାମିର ଶିକାର ବା ପ୍ରତାରିତ ହେବା ଭୟରେ ଏହି ଆପ୍‌ଠାରୁ ଦୂରେଇ ରହିଥାନ୍ତି। ୪୩% ଲୋକ ଏହା ମଧ୍ୟ କହିଛନ୍ତି ଯେ ସେମାନେ…

ଦେଶ ବିଦେଶରେ ମହକିବ କୋରାପୁଟ କଫି

ଭୁବନେଶ୍ବର : ଆଦିବାସୀ ଚାଷୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ସୁଦୃଢ଼ କରିବାରେ ବେଶ ସହାୟକ ହୋଇଛି ‘କୋରାପୁଟ କଫି’ । ନିଜ ସ୍ୱତନ୍ତ୍ରତା ଯୋଗୁଁ ଏହାର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଚାଷ କରି ଆଦିବାସୀ ସମ୍ପ୍ରଦାୟ ଚାଷୀମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । କୋରାପୁଟ…

ବାୟୁ ପ୍ରଦୂଷଣ ଦୀର୍ଘସ୍ଥାୟୀ ମାନସିକ ବିକୃତିର କାରଣ ହୋଇପାରେ

ୱାଶିଂଟନ୍: ଏକ ନୂତନ ଅଧ୍ୟୟନର ଅନୁଯାୟୀ, ବାୟୁ ପ୍ରଦୂଷଣ ଦୀର୍ଘସ୍ଥାୟୀ ମାନସିକ ବିକୃତିର କାରଣ ହୋଇପାରେ। ଡିମେନ୍ସିଆ ବା ଦୀର୍ଘସ୍ଥାୟୀ ମାନସିକ ବିକୃତି ପାଇଁ ଘାତକ ସାଜିପାରେ ବାୟୁ ପ୍ରଦୂଷଣ। ଏହି ଅନୁସନ୍ଧାନ ୧୯୯୪ରେ ଆରମ୍ଭ ହୋଇଥିଲା। ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ…

ମୋଦିଙ୍କୁ ପ୍ରଶଂସା କଲେ ଥରୁର

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । କୋ ୱିନ ଆପର ସରଳ ବ୍ୟବହାରକୁ ନେଇ ସେ ସରକାରଙ୍କ କାର୍ଯ୍ୟକୁ ସ୍ୱାଗତ କରିଛନ୍ତି । ଏହି ଆପ ମାଧ୍ୟମରେ ସ୍ଲଟ ବୁକିଂଠାରୁ ଆରମ୍ଭ କରି ସାର୍ଟିଫିକେଟ ପାଇବା ପର୍ଯ୍ୟନ୍ତ କାର୍ଯ୍ୟ ଅତି…

ନିଆଁ ଆଁ ରେ ଗ୍ରୀସ, ୫ଦିନ ପରେ ବି ନିୟନ୍ତ୍ରଣକୁ ଆସୁନି ସ୍ଥିତି

ଆଥେନ୍ସ: ଗ୍ରୀସ ଜଙ୍ଗଲରେ ଅଗ୍ନିକାଣ୍ଡ ଧିରେ ଧିରେ ଜନବସତି ଆଡକୁ ଆସିବାକୁ ଲାଗିଛି । ୫ଦିନ ବିତି ଯାଇଥିଲେ ମଧ୍ୟ ଏହି ନିଆଁକୁ ନିୟନ୍ତ୍ରଣ କରାଯାଇ ପାରୁ ନାହିଁ । ଜଙ୍ଗଲ ଆଖ ପାଖ ଅଂଚଳର ଲୋକମାନେ ଭୟରେ ଘର ଛାଡି ପଳାଇ ଯିବାକୁ ବାଧ୍ୟ ହେଉଛନ୍ତି । ରାଜଧାନୀ ଏଥେନ୍ସର ଉତରାଚଂ ଧୂଆଁର ଚାଦର…

ରାଜଧାନୀ ସମେତ ରାଜ୍ୟର ୨୨ ଜିଲ୍ଲା‌ରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ତିନି ଘଣ୍ଟା ମଧ୍ୟରେ କଟକ ଏବଂ ଭୁବନେଶ୍ୱରର ସମେତ ରାଜ୍ୟର ୨୨ଟି ଜିଲ୍ଲାରେ ବଜ୍ରପାତ ସହ ଝଡବର୍ଷାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ବରଗଡ, ବଲାଙ୍ଗୀର, ଅନୁଗୁଳ, ଗଞ୍ଜାମରେ…

ବିଶ୍ୱ ରେକର୍ଡଧାରୀ କିପଚୋଗେ ବଜାୟ ରଖିଲେ ଅଲିମ୍ପିକ ମାରାଥନ ଟାଇଟଲ

ଟୋକିଓ: କେନିୟାର ଷ୍ଟାର ଆଥଲେଟ ତଥା ବିଶ୍ୱରେକର୍ଡଧାରୀ ଇଲିଡ କିପଚୋଗେ ଅଲିମ୍ପିକ୍ସରେ ପୁନର୍ବାର ତାଙ୍କ ପ୍ରାଧାନ୍ୟ ବଳବତର ରଖିଛନ୍ତି । ପୁରୁଷ ମାରାଥନ ଟାଇଟଲରେ ସେ ସହଜରେ ନେଦରଲାଣ୍ଡ ଓ ବେଲଜିୟମର ଆଥଲେଟଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଟୋକିଓରେ ସେ ୨ ଘଂଟା ୮ ମିନିଟ ୩୮…

ଉଦଯାପନୀ ଉତ୍ସବରେ ୧୦ଜଣ ଅଫିସିଆଲଙ୍କୁ ଅନୁମତି

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ଉତ୍ସବରେ ଭାରତର କେବଳ ୧୦ଜଣ ଅଫିସିଆଲଙ୍କୁ ଯୋଗ ଦେବା ପାଇଁ ଅନୁମତି ମିଳିବ । ତେବେ ଖେଳାଳିଙ୍କ ଉପରେ କୌଣସି କଟକଣା ନାହିଁ । ଯେତେ ଜଣ ଆଥଲେଟ ଚାହିଁବେ ଏହି ଉତ୍ସବରେ ଯୋଗ ଦେଇପାରିବେ ବୋଲି ଆୟୋଜକ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତୀୟ…

ସୋସିଆଲ ମିଡିଆରେ ବି କିଙ୍ଗ ସାଜିଛନ୍ତି ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଏବେ ସୋସିଆଲ ମିଡିଆରେ କିଙ୍ଗ ସାଜିଛନ୍ତି । ବଲିଉଡ ଅଭିନେତା, କ୍ରିକେଟ ଖେଳାଳିଙ୍କଠାରୁ ଆରମ୍ଭ କରି ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ । ସ୍ୱର୍ଣ୍ଣ ଜିତିବା ପୂର୍ବରୁ ନୀରଜଙ୍କ…