ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଆଜି ୟୁଏନଏସସିରେ ଅଧ୍ୟକ୍ଷତା କରିବେ ମୋଦୀ
ନୂଆଦିଲ୍ଲୀ: ସୋମବାର ଡିଜିଟାଲ ମାଧ୍ୟମରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଡିବେଟ୍ରେ ଅଧ୍ୟକ୍ଷତା କରିବେ। ଆଲୋଚନାର ବିଷୟବସ୍ତୁ ହେଉଛି 'ସାମୁଦ୍ରିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା: ଆନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା'।…