Latest Odisha News

BREAKING NEWS

Yearly Archives

2021

ପେଗାସସ୍ ସ୍ପାଏୱେର୍ ମାମଲା; ଅଗଷ୍ଟ ୫ରେ ଆସିପାରେ ସୁପ୍ରିମ୍‌କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରିର ବିବାଦ ଉପରେ କୋର୍ଟଙ୍କ ତଦାରଖ ପାଇଁ ଅଗଷ୍ଟ ୫ରେ ସୁପ୍ରିମକୋର୍ଟ ଏକ ପିଟିସନ୍ ଶୁଣାଣି କରିବେ। ଜୁଲାଇ ୩୦ରେ ହୋଇଥିବା ଏକ ଶୁଣାଣିରେ ପ୍ରଧାନ ବିଚାରପତି ଏନ ଭି ରାମଣାଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ମାମଲାରେ ଆବେଦନକାରୀଙ୍କ ପାଇଁ ହାଜର ହୋଇଥିବା…

ଟିକାକୃତ ଲୋକମାନେ କ୍ୱଚିତ୍ ଭୂତାଣୁ ବିସ୍ତାର କରିପାରନ୍ତି; ରିପୋର୍ଟ

ନୂଆଦିଲ୍ଲୀ: ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଶୁକ୍ରବାର ଦିନ ଏକ ରିପୋର୍ଟ ପ୍ରକାଶ କରିଛି ଯେ ଡେଲ୍‌ଟା ପ୍ରଜାତି ସଂକ୍ରମଣରେ ସଂପୂର୍ଣ୍ଣ ଟିକାକୃତ ଲୋକ ବି ସହଜରେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରନ୍ତି। ଟିକା ନେଇନଥିବା ଲୋକଙ୍କ ତୁଳନାରେ ଏମାନେ କମ୍‌ ସଂକ୍ରମଣ…

ବାପା ରୋଷେୟା, ପୁଅ ପାଇଲେ ISS ଚାକିରି

ଢେଙ୍କାନାଳ: ଗରିବ ହୋଇଥିଲେ ବି ଉଚ୍ଚଶିକ୍ଷାରେ କୌଣସି ବାଧା ସୃଷ୍ଟି ହୋଇନଥିଲା । ବାପା ଜଣେ ରୋଷେୟା । କିନ୍ତୁ ପୁଅ ତାଙ୍କ ଟେକ ରଖିଛନ୍ତି । ରୋଷେୟାଙ୍କ ପୁଅ ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ସାଆନ୍ଦା ଅଞ୍ଚଳର ତଳବେରଣା ଗାଁର…

ବୟସ ବର୍ଗ ଅନୁଯାୟୀ କରୋନା ଲକ୍ଷଣ ମଧ୍ୟ ଭିନ୍ନ ହୋଇଥାଏ; ରିପୋର୍ଟ

ନୂଆଦିଲ୍ଲୀ: ଆଜି ଲାନ୍‌ସେଟ୍‌ ଡିଜିଟାଲ୍ ହେଲ୍ଥରେ ପ୍ରକାଶିତ ଏବଂ କିଙ୍ଗ୍‌ସ କଲେଜ ଲଣ୍ଡନର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏପ୍ରିଲ୍ ୨୦ ରୁ ୧୫ ଅକ୍ଟୋବର ୨୦୨୦ ମଧ୍ୟରେ କରୋନାର ପ୍ରାଥମିକ ଲକ୍ଷଣକୁ ନେଇ ପରୀକ୍ଷା କରାଯାଇଥିଲା। ଅନୁସନ୍ଧାନକାରୀମାନେ କରୋନା ସଂକ୍ରମଣର ପ୍ରାରମ୍ଭିକ…

ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର: କଟକ ବଡ଼ ଡାକ୍ତରଖାନାର ବଡ଼ ବିଭ୍ରାଟ

କଟକ: ରୋଗୀ ଦେଖିବା ବେଳେ ହଠାତ୍ ପଳାଇଲା ବିଜୁଳି ଆଲୁଅ । ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର । ଏହୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ରାଜ୍ୟର ବଡ଼ ଡାକ୍ତରଖାନାରେ ବିଦ୍ୟୁତ ସେବାରେ ବଡ଼ ବିଭ୍ରାଟକୁ ନେଇ ଏବେ ଚର୍ଚ୍ଚା । ମାନେ କଟକ ଏସସିବି ମେଡିକାଲରେ ଟର୍ଚ୍ଚ ଲଗାଇ ଡାକ୍ତର ରୋଗୀ…

ମୋ କବିତା, ଏକୁଟିଆ ଲୋକର ମନର କଥା : ଭାରତ ମାଝୀ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କବି ଭାରତ ମାଝୀ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ କବିତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ହାଇୱେରେ କୁହୁଡ଼ି, ମାର୍ଫତ ଫୁଟପାଥ, ଭାରତ ମାଝୀ ଡଟ କମ, ମହାନଗର ପଦ୍ୟ, ମାଝୀ ଗୀତ,…

ବୋଲେରୋ ଗାଡ଼ିରୁ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ ଜବତ, ୩ ଗିରଫ

ଭବାନୀପାଟଣା: ଲକଡାଉନ୍ ବେଳେ ବଢ଼ିଛି ଗଞ୍ଜେଇ ଚୋରା ଚାଲାଣ । କଳାହାଣ୍ଡି ଜିଲ୍ଲାରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଧରିଲା କୋକସରା ପୋଲିସ । ଗତକାଲି ରାତିରେ ପେଟ୍ରୋଲିଂ ବେଳେ ଟେମରା ମଦଭାଟି ନିକଟରୁ ଏକ ବୋଲେରୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ…

ଆସ ବୁଲି ଯିବା ଭିତରକନିକା, ଏହି ଦିନ ଖୋଲିବ ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ତିନି ମାସ ପରେ ଖୋଲିବ ଭିତରକନିକା । ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ ନିଷ୍ପତ୍ତି ନେଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ୍…

ଦେଶରେ ବଢୁଛି ତୃତୀୟ ତରଙ୍ଗର ଭୟ

ନୂଆଦିଲ୍ଲୀ: ଭୟ ବଢାଇଲାଣି କରୋନା ତୃତୀୟ ତରଙ୍ଗ। ଦେଶରେ ଅନେକ ସ୍ଥାନରେ କରୋନା ମାମଲା ବୃଦ୍ଧିକୁ ଦେଖି ତୃତୀୟ ତରଙ୍ଗରକୁ ଆଶଙ୍କା ବଢିଯାଇଛି। ଅନେକ ରାଜ୍ୟରେ ଦୈନିକ ସଂକ୍ରମଣ ହାର ଉଚ୍ଚ ରହୁଛି। ସରକାର ଏ ନେଇ ୧୦ଟି ରାଜ୍ୟକୁ କଡା ଚେତାବନୀ ମଧ୍ୟ ଦେଇଛନ୍ତି। ଏତିକି ବେଳୁ ଆବଶ୍ୟକ…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଇ-ସାଇମୁନ୍ ୨୦୨୧ ଉଦଯାପିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ୍ ନେସନ୍ସ୍ (ସାଇମୁନ୍)ର ନବମ ସଂସ୍କରଣ ଉଦଯାପିତ ହୋଇଯାଇଛି । ଜୁଲାଇ ୩୦ ଓ ୩୧ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ସମ୍ମିଳନୀ । ଏଥିରେ ବିଶ୍ୱର ୨୦ଟି ଭିନ୍ନ ଭିନ୍ନ ଦେଶର ୬୨ଟି…