Latest Odisha News

BREAKING NEWS

Yearly Archives

2021

ଆସନ୍ତା ମାସରୁ ପିଲାଙ୍କ ପାଇଁ ଉପଲବ୍ଧ ହେବ କରୋନା ଟିକା!

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାନ୍ଦଭିଆ ମଙ୍ଗଳବାର କହିଛନ୍ତି ଯେ ପିଲାମାନଙ୍କ ପାଇଁ କୋଭିଡ-୧୯ ଟିକା ଆସନ୍ତା ମାସ ଅର୍ଥାତ୍‌ ଅଗଷ୍ଟରୁ ଆରମ୍ଭ ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବା ବିଜେପି ସଂସଦୀୟ ଦଳ ବୈଠକରେ ମନ୍ତ୍ରୀ ଏହି ସୂଚନା…

ବଢିଲା ଅଡୁଆ; ଆଉ ୧୪ ଦିନ ଜେଲ୍‌ରେ ରହିବେ ରାଜ୍‌

ନୂଆଦିଲ୍ଲୀ: ବଢୁଛି ରାଜଙ୍କ ଅଡୁଆ। ଆଜି ଶେଷ ହେବାକୁ ଥିବା ନ୍ୟାୟିକ ହେପାଜତକୁ ମୁମ୍ବାଇ କୋର୍ଟ ଆହୁରି ୧୪ ଦିନ ଯାଏ ବଢାଇ ଦେଇଛନ୍ତି। ମଙ୍ଗଳବାର ଦିନ ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ମାମଲାରେ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ପୋଲିସ ହାଜତରେ ରହିବାକୁ…

ୟେଦୁରପ୍ପାଙ୍କ ପରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ; ଆଜି ଆସିପାରେ ନିଷ୍ପତ୍ତି

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ୟେଦୁରପ୍ପା ଇସ୍ତଫା ଦେବାର ଦିନକ ପରେ ବିଜେପି ହାଇକମାଣ୍ଡ ଏହାର ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜି କିଶାନ ରେଡ୍ଡୀଙ୍କ ସହ କର୍ଣ୍ଣାଟକ ଦାୟିତ୍ୱରେ ଥିବା ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂଙ୍କୁ ମଙ୍ଗଳବାର ଦିନ…

ଭିକ୍ଷାବୃତ୍ତି ପାଇଁ ବାଧ୍ୟ କରୁଛି ଦାରିଦ୍ରତା

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ମହାମାରୀ ପରେ ଭିକ୍ଷୁକମାନଙ୍କୁ ଟିକାକରଣ ଏବଂ ପୁନଃ ଥଇଥାନ ପାଇଁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରି କହିଛନ୍ତି ଯେ ଭିକ ମାଗିବା ଉପରେ କୋର୍ଟ କୌଣସି ଆଭିମୁଖ୍ୟ ଗ୍ରହଣ କରିବେ ନାହିଁ।…

ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟ ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ୱଲପୁର ଜିଲ୍ଲା ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ମୁଖ୍ୟ କିରାଣି ଦିଲ୍ଲୀପ ଦେବଙ୍କ ଘରେ ଚଢ଼ାଉ ହୋଇଛି । ଏକକାଳୀନ ୨ଟି ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ଗୋଟିଏ କୋଠାଘର,…

ଦୁର୍ଭାଗ୍ୟ: ଜିତି କରି ବି ନକଆଉଟ ପର୍ଯ୍ୟାୟକୁ ଯାଇ ପାରିଲେନି ସାଇରାଜ-ଚିରାଗ

ଟୋକିଓ: ବ୍ୟାଡମିଂଟନ ପୁରୁଷ ଡବଲ୍ସରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଚମତ୍କାର ପ୍ରଦର୍ଶନ କରି ତୃତୀୟ ମୁକାବିଲାରେ ବ୍ରିଟେନର ବେନ ଲେନ ଓ ସିନ ୱେଣ୍ଡି ଯୋଡିଙ୍କୁ ୨୧-୧୭, ୨୧-୧୯ରେ ପରାସ୍ତ କରିଥିଲେ । ତେବେ ଏହି ଚମତ୍କାର ବିଜୟ ସତ୍ୱେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଭାରତୀୟ…

ଶ୍ରାବଣ ପ୍ରଥମ ସୋମବାରରେ ଅଘଟଣ; ଦଳାଚକଟାରେ ଶ୍ରଦ୍ଧାଳୁ ଆହତ

ଉଜୈନ: ଶ୍ରାବଣ ମାସ ପ୍ରଥମ ସୋମବାରରେ ମଧ୍ୟପ୍ରଦେଶର ଉଜୈନର ପ୍ରସିଦ୍ଧ ମହାକାଲେଶ୍ୱର ମନ୍ଦିରରେ ବିରାଟ ଅଘଟଣ ଘଟିଛି। କରୋନା କଟକଣାକୁ ବେଖାତିର୍‌ କରି ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ଅତ୍ୟଧିକ ଭିଡ ଯୋଗୁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ…

ସୁବର୍ଣ୍ଣପୁର ଜିଲ୍ଲାର ସ୍ନେକ୍ ମ୍ୟାନ୍ ପ୍ରମୋଦ: ପୋଲିସ ବିଭାଗରେ ଚାକିରି, ନିଶା ସାପ ଧରିବା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ସ୍ନେକ୍ ମ୍ୟାନ୍ ପ୍ରମୋଦ ଦାସିଆ । ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଘର । ପୋଲିସ ବିଭାଗରେ ହାବିଲଦାର ଭାବରେ କାର୍ୟ୍ୟରତ ଅଛନ୍ତି । କିନ୍ତୁ ତାଙ୍କର ନିଶା ହେଲା ସାପ ଧରିବା । କେଉଁଠି କାହା ଘରେ ସାପ ପଶିଥିଲେ କି ରାସ୍ତାରେ ବୁଲୁଥିଲେ ଖବର ପାଇ ଚଟାପଟ…

ଭାରତକୁ ଚେତାଇଲା ଆଫଗାନିସ୍ତାନ !

କାବୁଲ: ଆଫଗାନିସ୍ତାନ ଆଜି ଭାରତକୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ନେଇ ସତର୍କ କରାଇଛି । ଲଶ୍କର-ଇ-ତୋଇବା ଓ ଜୈଶ-ଇ-ମହମ୍ମଦ ପରି ଆତଙ୍କବାଦୀ ସଂଗଠନ ପାକିସ୍ତାନରୁ ବେସ କ୍ୟାମ୍ପ ହଟାଇ ଆଫଗାନିସ୍ତାନରେ ଜଡ ମଜଭୁତ କରୁଛି । ତାଲିବାନ ଏବଂ ପାକିସ୍ତାନ ଏଥିରେ ସାହାଯ୍ୟ କରୁଛନ୍ତି ।…

ବିଗ୍‌ ବସ୍‌ ୧୫ର ପ୍ରତିଯୋଗୀ ହେବେ ଆଦିତ୍ୟ!

ନୂଆଦିଲ୍ଲୀ: ବିଗ୍‌ ବସ୍‌ ସିଜିନ ୧୫ରେ ପ୍ରତିଯୋଗୀ ଭାବେ ନଜର ଆସିପାରନ୍ତି ଗାୟକ ଆଦିତ୍ୟ ନାରାୟଣ। ଏଥରର ସଂସ୍କରଣ ହୋଷ୍ଟ କରିବେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର। ତେବେ ବିଗ୍ ବସ୍ ସିଜନ ୧୫ର ଓଟିଟି ସଂସ୍କରଣର ପ୍ରତିଯୋଗୀ ହେବେ ଗାୟକ ତଥା ଟେଲିଭିଜନ ଉପସ୍ଥାପିକା ଆଦିତ୍ୟ ନାରାୟଣ। ଏନେଇ…