ମହାରାଷ୍ଟ୍ରରେ ଶଗଡ ଦୌଡକୁ ଅନୁମତି ଦେଲେ ସୁପ୍ରିିମକୋର୍ଟ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶଗଡ ଦୌଡକୁ ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଏଥିନେଇ ମହାରାଷ୍ଟ୍ରରେ ଖୁସିର ଲହରୀ ଖେଳିଯାଇଛି । ପୂର୍ବରୁ ପ୍ରାଣୀ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତରେ ୨୦୧୮ରେ ଏହାକୁ ବମ୍ବେ ହାଇକୋର୍ଟ ବନ୍ଦ କରିଥିଲେ । ପରେ ଏ ନେଇ ସୁପ୍ରିମକୋର୍ଟରେ…