Latest Odisha News

BREAKING NEWS

Yearly Archives

2021

ପଥରରେ ନନ୍ଦିଘୋଷ ରଥ

ପୁରୀ : ସାରା ବିଶ୍ୱରେ ଏବେ କୋଭିଡ ମହାମାରୀ ଆତଙ୍କ । ଏହି ପରିସ୍ଥିତିରେ ଚଳିତ ବର୍ଷ ବି ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ତେବେ ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ହେବାକୁ ଥିବାରୁ ଏହି ସ୍ମୃତିରେ ପୁରୀର ଜଣେ ପଥର ଶିଳ୍ପୀ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ…

ମିଳିଲା ୧୪୦,୦୦୦ ବର୍ଷ ପୁରୁଣା ପ୍ରାଚୀନ ମାନବ ପ୍ରଜାତିର ପରିଚୟ

ନୂଆଦିଲ୍ଲୀ: ମିଳିଲା ୧,୪୦,୦୦୦ ବର୍ଷ ପୁରୁଣା ପ୍ରାଚୀନ ମାନବ ପ୍ରଜାତିର ପରିଚୟ। ଏହାକୁ ବୈଜ୍ଞାନିକମାନେ ହୋମୋ ଲୋଙ୍ଗି କିମ୍ବା 'ଡ୍ରାଗନ୍ ମ୍ୟାନ୍' ନାମରେ ନାମିତ କରିଛନ୍ତି। ବୈଜ୍ଞାନିକମାନେ ଶୁକ୍ରବାର ଘୋଷଣା କରିଛନ୍ତି ଯେ ଉତ୍ତର-ପୂର୍ବ ଚାଇନାରେ ଏହି ବିରଳ ପ୍ରଜାତିର ପ୍ରାଚୀନ…

ବିପଦ ଡାକୁଛି ନାଗାବଳୀ ନଦୀ, ଅନିଶ୍ଚିତତା ଘେରରେ ୨୩ ଗାଁ

ରାୟଗଡା : ବିପଦ ଡାକୁଛି ନାଗାବଳୀ ନଦୀ । ଅନିଶ୍ଚିତତା ଘେରରେ ୨୩ ଗାଁ । କଲ୍ୟାଣି ଏବଂ ନାଗାବଳୀ ନଦୀର ସଙ୍ଗମସ୍ଥଳ କଲ୍ୟାଣସିଂପୁରକୁ ଆଣିଦେଇଛି ବିପତ୍ତି । କେଉଁ ମୁହୁର୍ତ୍ତରେ ନଦୀ ଗର୍ଭରେ ଲୀନ ହୋଇଯିବ ଏହି ଗାଁ ତାହା କହିହେବନି । ଦଶନ୍ଧି ଧରି ଗାଁର ଲୋକେ ଏମିତି ବିପଦ ସଙ୍କୁଳ ଅବସ୍ଥାରେ…

ଏହି ରାଜ୍ୟରେ ଜୁଲାଇ ୫ ଯାଏ ବଢିଲା ଲକ୍‌ଡାଉନ

ଚଣ୍ଡୀଗଡ଼: ହରିୟାଣାରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ରାଜ୍ୟରେ ଜୁଲାଇ ୫ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ହରିୟାଣା ସରକାର। ଏଥର କିନ୍ତୁ ଲକ୍‌ଡଡାଉନ୍‌ ଅବଧି ବଢିବା ସହିତ କିଛିଟା କୋହଳ ମଧ୍ୟ କରିଛନ୍ତି ରାଜ୍ୟ ସରକାର। କେତେକ ଜରୁରୀକାଳୀନ ସେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି…

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର : କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ ବୋଲି କହିଛନ୍ତି ପ୍ରଫେସର ଗଣେଶୀ ଲାଲ୍‍ ।…

ଦୁନିଆରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଡିଜେ: ପ୍ୟାରିସ୍ ହିଲଟନ୍

ଲସ୍ ଆଞ୍ଜେଲସ୍: ସମାଜସେବୀ ତଥା ଉଦ୍ୟୋଗୀ ପ୍ୟାରିସ୍ ହିଲଟନ୍ ହେଉଛନ୍ତି ବିଶ୍ବର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଡିଜେ। ସେ କହିଛନ୍ତି ଯେ ଏଥିପାଇଁ ସେ କେବଳ ତାଙ୍କ ଆବେଗକୁ ଅନୁସରଣ କରିଥିଲେ ଏବଂ ସଙ୍ଗୀତ ବଜାଇବା ଏବଂ ଅଭିନୟକୁ ସେ ସବୁବେଳ ପ୍ରାଥମିକତା ଦେଇଆସିଥିଲେ। ସଙ୍ଗୀତ…

ଗୋଦରା କୋଡ଼େ ଯେତେ ମାଡ଼େ ସେତେ

ଆମ ଓଡ଼ିଆରେ ଗୋଟେ କଥା ଅଛି ଗୋଦରା କୋଡ଼େ ଯେତେ ମାଡ଼େ ସେତେ । ଅର୍ଥ ସମସ୍ତେ ଜାଣନ୍ତି । ଆଜି ପୁଣି ସେ କଥା କାହିଁକି ?ଆଜିକାଲି ଆମ ସରକାର ଜନସାଧାରଣଙ୍କ ଗମନାଗମନ ଉପରେ ଅଗ୍ରାଧିକାର ଦେଉଛନ୍ତି । ଭଲ କଥା । ଖରାପ କିଏ କହିବ? କାହିଁକି ବା କହିବ? ହଁ ବିରୋଧି ଦଳଙ୍କ କଥା ଅଲଗା । ଅନେକ…

ସାହିତ୍ୟରେ ପୁରସ୍କାର ପ୍ରକୃତ ପ୍ରାପ୍ତି ନୁହେଁ : ସଞ୍ଜୟ କୁମାର ମିଶ୍ର

ସଞ୍ଜୟ କୁମାର ମିଶ୍ର , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟି ଉଠିପାରେ। କେବଳ ଫୁଟେ ନାହିଁ ,…

ଜଣକ ଘରୁ ୧୪ ସାପ ଉଦ୍ଧାର

ଭୁବନେଶ୍ୱର:  ଜଣେ ବ୍ୟକ୍ତିଙ୍କ ଘରୁ ୧୪ ସାପ ଉଦ୍ଧାର ହୋଇଛି । ରଘୁନାଥପୁରରେ ରହୁଥିବା କାଳନ୍ଦୀ ଦାସଙ୍କ ଘରେ ଏକ ସାପ ପଶି ଯାଇଥିଲା । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ ଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟି ଏକ କାଉଚିଆ ସାପ ଥିଲା, କିନ୍ତୁ…

କରୋନା ଆକ୍ରାନ୍ତଙ୍କଠାରେ ସମ୍ପୂର୍ଣ୍ଣ ଗନ୍ଧ ଏବଂ ସ୍ୱାଦ ଫେରିବାକୁ ପ୍ରାୟ ଏକ ବର୍ଷ ଲାଗିପାରେ; ରିପୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ହେବା ପରେ ଗନ୍ଧ ଏବଂ ସ୍ବାଦ ହରାଇବା ଏକ ପ୍ରାରମ୍ଭିକ ସମସ୍ୟା ହୋଇଯାଇଛି। ଅଧିକାଂଶ କରୋନା ଆକ୍ରାନ୍ତଙ୍କଠାରେ ଏହି ଲକ୍ଷଣ ଦେଖିବାକୁ ମିଳୁଛି। ତେବେ ଏକ ଅଧ୍ୟୟନ ଅନୁଯାୟୀ କରୋନା ରୋଗୀଙ୍କଠାରେ ସମ୍ପୂର୍ଣ୍ଣ ଗନ୍ଧ ଏବଂ ସ୍ବାଦ ଫେରିଆସିବାକୁ ପ୍ରାୟ ଏକ…