Latest Odisha News

BREAKING NEWS

Yearly Archives

2021

ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ବିଶ୍ୱସ୍ତରୀୟ ପଠନ ଉତ୍ସବ, ସାମିଲ ହେଲେ ୫୦୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ବିଶ୍ୱସ୍ତରୀୟ ପଠନ ଉତ୍ସବ ‘Booktopia’ । ଏହି କାର୍ୟ୍ୟକ୍ରମରେ ଭାରତ ସମେତ ୬ଟି ଦେଶରୁ ଯୋଡ଼ି ହୋଇଥିଲେ ପାଖାପାଖି ୫୦୦ ଛାତ୍ରଛାତ୍ରୀ । ପଢ଼ିବାକୁ ପ୍ରତ୍ସୋହନ କରିବା ଦିଗରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା ।…

ନାଗକୁ ମିଳିଲା ନୂଆ ଜୀବନ

ଭୁବନେଶ୍ୱର: ନାଗ ପାଇଁ ଦେବଦୂତ ସାଜିଲେ ଫାୟାର ମ୍ୟାନ ବବୁଲ । ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଅନ୍ତର୍ଗତ ତେଲେନପଲି ଗ୍ରାମରେ ପ୍ରସନ୍ନ ପ୍ରଧାନ ଙ୍କ ବାଡ଼ିରେ ଏକ ନାଗ ସାପ ତରଳି ଥିବା ପିଚୁ ରେ ସମ୍ପୂର୍ଣ୍ଣ ଭାବରେ ଲାଖି ଯାଇଥିଲା ।  ଅଗ୍ନିଶମ ବାହିନୀର ଜଣେ ତାଲିମ ପ୍ରାପ୍ତ କର୍ମଚାରୀ…

ମନ୍ କି ବାତରେ ଦିବଂଗତ ଓଡ଼ିଆ IAS ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କି ବାତରେ ଆଜି ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ଦିବଂଗତ ଓଡ଼ିଆ ଆଇଏଏସ୍ ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କୁ ସେ ମନେ ପକାଇଛନ୍ତି । ଗତ ୧୯ ତାରିଖରେ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାରେ ସେ ପ୍ରାଣ ହରାଇଥିଲେ ।…

ଏକାକୀ ନିର୍ବାଚନ ଲଢ଼ିବ ବିଏସପି: ମାୟାବତୀ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶ  ପ୍ରସ୍ତୁତ ହେଉଛି। ବିଭିନ୍ନ ଦଳ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଏକାଧିକ ମେଣ୍ଟ ନେଇ ଚର୍ଚ୍ଚା ଚାଲିଛି।  ବିଏସପି ଏଆଇଏମ୍ଆଇଏମ୍ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି…

ବିଜୁ ମହିଳା ଜନତା ଦଳ ପଦାଧିକାରୀ: ୩ଜଣ କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ଫୋକସରେ ରଖି ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ଗତକାଲି ଜିଲ୍ଲା ପର୍ୟ୍ୟବେକ୍ଷକ ଓ ବରିଷ୍ଠ ପର୍ୟ୍ୟବେକ୍ଷକ ନିଯୁକ୍ତି ପରେ ଆଜି ବିଜୁ ମହିଳା ଜନତା ଦଳର ପଦାଧିକାରୀଙ୍କ ତାଲିକା ଘୋଷଣା କରିଛି ଦଳ । ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ…

ଅଯଥା ଗୁଜବକୁ ବିଶ୍ୱାସ ନକରି ଟିକା ନେବାକୁ କହିଲେ ମୋଦୀ

ନୂଆଦିଲ୍ଲୀ: କେବଳ ଟିକାକରଣ ଦ୍ୱାରା ହିଁ ମାରାତ୍ମକ ମହାମାରୀ କବଳରୁ ନିଜକୁ ରକ୍ଷା କରାଯାଇପାରିବ। ଟିକା ସମ୍ବନ୍ଧୀୟ ଅଯଥା ଗୁଜବକୁ ବିଶ୍ୱାସ ନକରି ଟିକା ନିଅ। ଆଜି ଲୋକ ମଧ୍ୟରେ ଟିକା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କୀ ବାତ୍‌ରେ ଦେଶବାସୀଙ୍କୁ…

କଟକ ଓ ଭୁବନେଶ୍ବର ସମେତ ଏସବୁ ସ୍ଥାନରେ ଘଡଘଡି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡିଶାର ୯ଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଭାଗ ପକ୍ଷରୁ ଦିନ ୨ଟା ୩୦ମି. ଯାଏଁ ସତର୍କ ସୂଚନା ଜାରି କରାଯାଇଛି। ନୟାଗଡ଼, ଖୋର୍ଦ୍ଧା (ଭୁବନେଶ୍ୱର), କଟକ (କଟକ ସହର), ପୁରୀ,…

ଡେଲଟା ମ୍ୟୁଟାଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା

ନୂଆଦିଲ୍ଲୀ: ଡେଲଟା ପ୍ଲସ୍ ଭାରିଆଣ୍ଟ ଏବେ ଚିନ୍ତା ବଢାଇଥିବା ବେଳେ ଏହା ଭିତରେ ଏକ ଆଶ୍ବସ୍ତିକର ଖବର ଜାଣିବାକୁ ମିଳିଛି। କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା କରୋନା ଭୂତାଣୁର ନୂଆ ପ୍ରକାର ତଥା ଆଲଫା, ବିଟା, ଗାମା ଏବଂ ଡେଲଟା ବିରୁଦ୍ଧରେ ପ୍ରଭାବଶାଳୀ। ତେବେ ଏହି ଦୁଇଟି ଟିକା ଡେଲଟା…

ଭୁବନେଶ୍ୱରର ଏହି ଅଞ୍ଚଳ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି ପକ୍ଷରୁ) ସହରରେ ଦୁଇଟି କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। ବିଏମସିର ନିର୍ଦ୍ଦେଶ ଅନୁଯାୟୀ ସବସିଡାରି ଇଣ୍ଟେଲିଜେନ୍ସ ବ୍ୟୁରୋ (ଏସଆଇବି)ର ଏକ ରେସିଡେଣ୍ଟସିଆଲ୍ କଲୋନୀ, ବିଦ୍ୟୁତ ମାର୍ଗ, ୟୁନିଟ୍-ଭି ଏବଂ ବେହେରା…

୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଖୁବ୍‌ ଶୀଘ୍ର ଆସୁଛି ଏହି ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଆସୁଛି ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଡସ୍ କାଡିଲା ଦ୍ବାରା ବିକଶିତ ହୋଇଥିବା ଏକ ନୂଆ କରୋନା ଟିକା। ଏହି ଟିକା ୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଉପଲବ୍ଧ ହେବ ବୋଲି କେନ୍ଦ୍ର ଗତକାଲି ସୁପ୍ରିମ୍‌କୋର୍ଟଙ୍କୁ ସୂଚନା ଦେଇଛି। ଫାର୍ମାସ୍ୟୁଟିକାଲ୍…