Latest Odisha News

BREAKING NEWS

Yearly Archives

2022

କ୍ରିମିନାଲ ପ୍ରୋସିଜର ଆକ୍ଟ-୨୦୨୨ ବିରୋଧରେ ଜନସ୍ୱାର୍ଥ ମାମଲା: ଉଚ୍ଛେଦ କରିବାକୁ ଅନୁରୋଧ

ନୂଆଦିଲ୍ଲୀ: ସୋମବାର ରାଷ୍ଟ୍ରପତିଙ୍କ ଅନୁମୋଦିତ କ୍ରମିନାଲ ପ୍ରୋସିଜର ଆଇନ୍-୨୦୨୨କୁ ନେଇ ଦିଲ୍ଲୀ ହାଇକୋର୍ଟରେ ହୋଇଛି ଜନସ୍ୱାର୍ଥ ମାମଲା । ବରିଷ୍ଠ ଓକିଲ ଯଶୱନ୍ତ ସିଂ, ହର୍ଷିତ ଆନନ୍ଦ ଏବଂ ଅମନ ନକବ୍ୱି ଏହି ପିଟିସନ ବୁଧବାର ହାଇକୋର୍ଟରେ ଦାଖଲ କରିଛନ୍ତି । ଗତ ବଜେଟ୍ ଅଧିବେଶନରେ ଏହି…

ମାଟିରେ ମିଶିଲା ବର୍ଷ ବର୍ଷର ପୁରୁଣା ମାଆ ତାରିଣୀ ମନ୍ଦିର: ରାସ୍ତା ପ୍ରଶସ୍ତ କରିବାକୁ ଭାଙ୍ଗିଲା ବିଏମସି

ଭୁବନେଶ୍ୱର : ମାଟିରେ ମିଶିଗଲା ବର୍ଷ ବର୍ଷର ପୁରୁଣା ମନ୍ଦିର। ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦ ହୋଇଛି ମାଆ ତାରିଣୀଙ୍କ ମନ୍ଦିର। ହଜାର ହଜାର ଶ୍ରଦ୍ଧାଳୁଙ୍କ ଆସ୍ଥା ଆଉ ବିଶ୍ୱାସ ବି ହାର୍ ମାନିଗଲା ନିୟମ ଆଗରେ ।  ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ରାସ୍ତା ପ୍ରଶସ୍ତ ପାଇଁ ଉଚ୍ଛେଦ…

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ,୧୩ ଜିଲ୍ଲାରେ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଗରମରୁ ମିଳିବ ଆଶ୍ୱସ୍ତି । ଆସନ୍ତା ୨୪ ଘଣ୍ଟା ଭିତରେ କିଛି ଜିଲ୍ଲାରେ କାଳ ବୈଶୀଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସମ୍ବଲପୁର,ସୁନ୍ଦରଗଡ, ଦେଓଗଡ,ଅନୁଗଳ , ଢେଙ୍କାନାଳ, କେନ୍ଦୁଝର,…

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ ,ପୋଲିସର ଛାନଭିନ ଜାରି

ରାୟଗଡା : ଡେପୁଟି ରେଞ୍ଜରଙ୍କ ସନ୍ଦେହ ଜନକ ମୃତ୍ୟୁ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳରେ କାର୍ଯ୍ୟରତ ଡେପୁଟି ରେଞ୍ଜର ଜଗମୋହନ ଭୋଇଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଡେପୁଟି ରେଞ୍ଜରଙ୍କ ସରକାରୀ ବାସ ଭବନରୁ ତାଙ୍କ ମୃତ ଦେହ ଜବତ କରିଛି ପୋଲିସ । ଘଟଣା ସ୍ଥଳରେ…

[ଭିଡିଓ] ସାଇବର ଠକଙ୍କୁ କିପରି ଚିହ୍ନିବେ ,ସବ୍ୟର୍ଚିତା ନୂଆ ଫିଲ୍ମରେ ଦେଲେ ସଚେତନତା ବାର୍ତ୍ତା

ଭୁବନେଶ୍ୱର : ରାଜ୍ୟରେ ଏବେ ସାଇବର ଠକଙ୍କ ଉତ୍ପାତ ବଢିବାରେ ଲାଗିଛି । ଠକାମି ପୂର୍ବରୁ ସାଇବର ଠକଙ୍କୁ କିପରି ଚିହ୍ନିବେ । ଏନେଇ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ନୂଆ ଫିଲ୍ମ ରେ ଏହି ମନ୍ତ୍ର ଦେଇଛନ୍ତି । ଯଦି ଆପଣ ସତର୍କତା ମୂଳକ ପଦକ୍ଷେପ ନେଇପାରିବେ ତେବେ ଜାଣିପାରିବେ…

ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦର ବାର୍ଷିକ ଉତ୍ସବ

ନୂଆଦିଲ୍ଲୀ : ଓଡ଼ିଆ ଲେଖିକା ସଂସଦ (ଡଲ୍‍ସ)ର ପଞ୍ଚମ ବାର୍ଷିକ ମହୋତ୍ସବ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ଦେଶର ବହୁ ସାହିତ୍ୟିକ ଯୋଗ ଦେଇଥିଲେ। ସଂସଦର ସଭାନେତ୍ରୀ ଅନୀତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ବନଜ…

[ଭିଡିଓ] କେନାଲ ପାଣି ଭିତରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ

ସୁବର୍ଣ୍ଣପୁର : କଥାରେ ଅଛି ରଖେ ହରି ତ ମାରେ କିଏ । ପାଣି ଭିତରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ନିକଟସ୍ଥ ରେଡେମ କେନାଲ ପାଣିରେ ଏକ ହରଣ ଭାସିଯାଉଥିବା ଗାଁ ଲୋକ ଦେଖିଥିଲେ । ଏହି ସମୟରେ ହରିଣକୁ କୁକୁର…

ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ , ନପିନ୍ଧିଲେ ଗଣିବ ୫ଶହ ଟଙ୍କା ଜରିମାନା

ଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବୁଧବାର କରାଯାଇଥିବା ଡିଡିଏମଏ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ନିୟମ ଭଙ୍ଗ କରିବେ ସେମାନଙ୍କୁ ୫ଶହ ଟଙ୍କା…

ପରପାରିରେ ଲେଖକ ରବୀନ୍ଦ୍ରନାଥ ଦାସ

ଭୁବନେଶ୍ୱର : ବିଶିଷ୍ଟ ଲେଖକ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସମ୍ପାଦକ ରବୀନ୍ଦ୍ରନାଥ ଦାସଙ୍କର ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଲକୁ ତାଙ୍କୁ  ୮୦ ବର୍ଷ ବୟସ ହୋଇଥିଲା । ସ୍ବର୍ଗତଃ ଦାସ ଓଡ଼ିଶାର ଜଣେ ଜଣାଶୁଣା ଗାଳ୍ପିକ ତଥା ନାଟ୍ୟକାର ଥିଲେ ।…

ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲା: ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ଘଟଣା । ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ କଲା ଇନଫୋସିଟି ପୋଲିସ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ରୁଜୁ କଲା ପୋଲିସ । ସୋନାଲି ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ ପାଇଁ…