Latest Odisha News

BREAKING NEWS

Yearly Archives

2022

ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ଘଟଣା : ମାଟି ତଳୁ ବିଡା ବିଡା ଟଙ୍କା ଜବତ, ୪ ଗିରଫ

ସମ୍ବଲପୁର : ସମ୍ବଲପୁରର ଏକ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ଘଟଣା ।ଏହି ଘଟଣାର ପର୍ଦ୍ଦାଫାସ ହୋଇଛି । ଦେବଗଡରୁ ମାଟି ତଳୁ ଉଦ୍ଧାର ହେଲା ଟଙ୍କା ଭର୍ତ୍ତି ବ୍ୟାଗ । ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଦୀଲେଶ୍ୱର ବେହେରା, ମାନସ ପ୍ରଧାନ , ଯୋଗେଶ୍ୱର ବେହେରା ଓ ଗୋବିନ୍ଦ ମଲ୍ଲୀକଙ୍କୁ…

ତପସ୍ୱିନୀ ମାମଲା ପରେ ଏବେ ଭୁବନେଶ୍ୱର ସୁଚିତ୍ରାଙ୍କ ମାମଲା ଚର୍ଚ୍ଚାରେ , ଶାଶୂ ଘର ବାରଣ୍ଡାରେ ଧାରଣାରେ ବୋହୂ

ଭୁବନେଶ୍ୱର : ବ୍ରହ୍ମପୁର ବହୁ ଚର୍ଚ୍ଚିତ ସପସ୍ୱିନୀ ସୁମିତ ବିବାଦ ମାମଲା ପରେ ।ଏବେ ଭୁବନେଶ୍ୱରରେ ସୁଚିତ୍ରା ସାହୁ ଧାରଣାରେ । ୬ ମାସର ବର୍ଭବତୀ ସୁଚିତ୍ରାଙ୍କୁ ଶାଶୁଘର ଲୋକେ ଘର ଭିତରକୁ ପ୍ରବେଶ କରିବା ଅନୁମତି ଦେଉନାହାନ୍ତି । ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି ।ଶାଶୂ ଘର…

ବଡଗଡ଼ ହାଜତ ମୃତ୍ୟୁ ମାମଲାର ନୂଆ ମୋଡ ,ମୃତକଙ୍କ ନାଁରେ ଥାନାରେ କୌଣସି ମାମଲା ନଥିଲା

ଭୁବନେଶ୍ୱର : ବଡଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ନୂଆମୋଡ ।ବ୍ରହ୍ମେଶ୍ୱର ପାଟଣାରେ ବୁଲୁଥିଲେ ଚିଲିକା ଭୁଷଣ୍ଡପୁରର ପ୍ରଦୀପ ସାହୁ । ପୁଲିସ ତାଙ୍କୁ ଚୋରି କରିବା ଅଭିଯୋଗରେ ଉଠାଇ ଆଣିଥିଲା । ହେଲେ ଜଣାପଡିଛି କି ପ୍ରଦୀପଙ୍କ ନାଁରେ କୌଣସି ମାମଲା ନଥିଲା । ପୋଲିସ ତାଙ୍କୁ ହାଜତରେ ପୁରାଇ…

ଅମୃତର ସନ୍ତାନ

ଗୋପୀନାଥ ମହାନ୍ତିଙ୍କ ଜନ୍ମ ଜୟନ୍ତୀ ଅବସରରେ... ଜୀବନର ସୁଆଦ ଅଛି । ମରଣ ନାହିଁ, ଦୁଃଖ ନାହିଁ । କେଡ଼େ ଚମତ୍କାର ଓ ଆବେଗପୂର୍ଣ୍ଣ ଶବ୍ଦରେ ଜୀବନକୁ ଦୁଇ ଧାଡ଼ିରେ ଲେଖି ଦେଇଥିଲେ ଗୋପୀନାଥ ମହାନ୍ତି । ପୁୟୁ, ପୁବୁଲି, ସରବୁ ସାଓଁତାର ଜୀବନକୁ ‘ଅମୃତର ସନ୍ତାନ’ରେ ପାହାଡ଼ର ଧାଡ଼ି ପରେ…

ଜୋରିମାନା ନଦେବାକୁ ଯାଇ ମିଛ ଅପହରଣ କେସ, ଚାରି ବର୍ଷ ପରେ ଘଟଣା ଉପରୁ ହଟିଲା ପରଦା

ଖୋର୍ଦ୍ଦା: ଜଣେ ବ୍ୟକ୍ତି ଜୋରିମାନା ନଦେବାକୁ ଯାଇ ପରିବାର ଲୋକଙ୍କ ଦ୍ୱାରା ରଚାଯାଇଥିବା ମିଛ ଅପହରଣ କେସ ଘଟଣା ଉପରୁ ପରଦା ହଟାଇଛି ଖୋର୍ଦ୍ଧା ପୋଲିସ । ନିଜ ସ୍ୱାମୀ ଏବଂ ପୁଅ ଅପହରଣ ହୋଇଥିବା କହି ଥାନାରେ ପରେ କୋର୍ଟ ଏବଂ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଜଣେ ମହିଳା…

ଉପରମୁହାଁ କରୋନା ସଂକ୍ରମଣ, ଦିନକରେ ଦୁଇ ହଜାରରୁ ଅଧିକ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଦୁର୍ବଳ ହେବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ପୁଣି କରୋନା ଲେଉଟୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଦେଶବାସୀ ପୁଣିଥରେ ଚିନ୍ତାବ୍ୟକ୍ତ କରିବା ଆରମ୍ଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାରରୁ ଅଧିକ ନୂଆ ସଂକ୍ରମିତ…

ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଚେକିଂ ଅଭିଯାନ କଡ଼ାକଡ଼ି

ଭୁବନେଶ୍ୱର: ଆଜିଠୁ ପୁଣି ଆରମ୍ଭ ହୋଇଯାଇଛି ଧରପଗଡ। ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ କଡ଼ାକଡ଼ି କରାଯାଇଛି । ଆଜି ବୁଧବାରଠାରୁ ଆସନ୍ତା ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ…

ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ: ରେକର୍ଡ ଭାଙ୍ଗିଲା ଆଜିର ତାପମାତ୍ରା

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ଓଡ଼ିଶା । ପ୍ରତିଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଛି ତାତି। ଆଜି ଚଳିତ ବର୍ଷର ଦିନର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି। ୪୪.୪ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୯ଟି ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ…

ବଢ଼ୁଛି କରୋନା ସଂକ୍ରମଣ, ପାଞ୍ଚ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣର ଉପର ତଳ ଭିତରେ ୫ ରାଜ୍ୟ ଉପରେ ଜୋର ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ର ସରକାର ଦିଲ୍ଲୀ, ହରିଆଣା, ମିଜୋରାମ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ସରକାରକୁ ଚିଠି ଲେଖି କୋଭିଡ ସଂକ୍ରମଣ ବୃଦ୍ଧି ଉପରେ ନଜର ରଖିବାକୁ କହିଛନ୍ତି। ନିଜ…

ଏପ୍ରିଲ ୨୧ରେ ଜାତୀୟ ଆପ୍ରେଣ୍ଟିସିପ୍ ମେଳା, ଆପଣ ମଧ୍ୟ ଭାଗ ନେଇ ହୋଇପାରିବେ ରୋଜଗାରକ୍ଷମ

ନୂଆଦିଲ୍ଲୀ: ଚଳିତମାସ (ଏପ୍ରିଲ)୨୧ ତାରିଖରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ଦିନିକିଆ ଜାତୀୟ ଆପ୍ରେଣ୍ଟିସିପ୍ (ଶିକ୍ଷାନବୀସ) ମେଳା ଆୟୋଜିତ ହେବ । ସ୍କିଲ ଇଣ୍ଡିଆ ଏହି କାର୍ଯ୍ୟକ୍ରମକୁ ଡାଇରୋକ୍ଟୋରେଟ ଜେନେରାଲ ଅଫ ଟ୍ରେନିଂ (ଡିଜିଟି) ସହଯୋଗରେ ଆୟୋଜନ କରୁଛି। ଏହି ମେଳା ଆୟୋଜନର ଲକ୍ଷ୍ୟ…