Latest Odisha News

BREAKING NEWS

Yearly Archives

2022

ସାଲୁର ବିଧାୟକ ହେଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, କୋଟିଆକୁ ନେଇ ବଢ଼ିବ ଓଡ଼ିଶାର ଅଡୁଆ !

କୋଟିଆ: ଆଗକୁ କୋରାପୁଟ କୋଟିଆ ପ୍ରସଙ୍ଗରେ ଓଡ଼ିଶା ସରକାର ବଡ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି । ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ସାଲୁରର ବିଧାୟକ ପି ରାଜାନ୍ନା ଦୋରାଙ୍କୁ ସେ ଉପମୁଖ୍ୟମନ୍ତ୍ରୀ କରାଇଛନ୍ତି । ଏଥିସହ ତାଙ୍କୁ…

କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ : ଦୀପୁ ଓ ଓମ୍ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ହାଜର

କଟକ: କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ । କଟକ ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର ହୋଇଛନ୍ତି ଶୁସୀଲ ଓ ଶୁଶାନ୍ତ ଧଳ ସାମନ୍ତ ।ଦୀପୁ ମଲ୍ଲୀକ ଏବଂ ଓମ୍ ସ୍ୱାଇଁ ହତ୍ୟା କାଣ୍ଡ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ କୋର୍ଟରେ ହାଜର କରିଛି ପୋଲିସ । ସୂଚନାଅନୁସାରେ ୨୦୧୩ ମସିହା…

ରାଜଧାନୀରେ ଭୁଜାଲିରେ ହାଣି ଲୁଟ, ଶୋଇଛି କମିଶନରେଟ ପୋଲିସ ?

ଭୁବନେଶ୍ୱର: ଆଇନ ବ୍ୟବସ୍ଥାକୁ ଫୁ କରି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବାରେ ସଫଳ ହୋଇ ଚାଲିଛନ୍ତି ଅପରାଧୀ । ଆଉ ଜଳକା ହୋଇ ବସିଛି କମିଶନରେଟ ପୋଲିସ । ରାତି ହେଲେ କିଟମିଟ ଅନ୍ଧାର ହେଲା ମାତ୍ରେ ଅପରାଧୀ ଚେଇଁ ଉଠୁଛନ୍ତି । ଆଉ ଘଟାଉଛନ୍ତି ଗୋଟିଏ ପରେ ଗୋଟିଏ ବଡ ଅପରାଧ। ଗତକାଲି…

ସ୍ୱଳ୍ପ ଗଳ୍ପ : ବାନର ନର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୬ ଠିକ୍ ଯେମିତି ସିମ୍ପାଜି, ସେମିତି ହେଉଛି ହ୍ୟୁମାନଜି । ଗୋଟିଏ ଶବ୍ଦ ହିସାବରେ ପ୍ରଥମରେ ଏହିଭଳି ପରିଚିତି । କିନ୍ତୁ ସିମ୍ପାଜି ଭଳି ଶବ୍ଦ କେବଳ ଶବ୍ଦ ଆକାରରେ ରହିବ ନାହିଁ , କିଏ ଚାହିଁଲେ ତାହାପରେ ଚଳପ୍ରଚଳ…

ବିକାଶ ବଦଳରେ ବିନାଶ କାମରେ ବ୍ୟସ୍ତ ବିଏମସି: ଅପରାଜିତା

ଭୁବନେଶ୍ୱର: ଝାରପଡା ହାଟକୁ ବେଆଇନ କହି ବିଏମସି ଭାଙ୍ଗି ଦେବା ପରେ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି । ଏହି ସମୟରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ସେ ବିଏମସି ଉପରେ ବର୍ଷିଛନ୍ତି । ବିକାଶ କାମରେ ନିୟୋଜିତ…

ଯୋଡା ଗୋଷ୍ଠୀ ସଂଘର୍ଷ ଘଟଣା : କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ ,୧୪୪ ଧାରା ବଳବତ୍ତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡାରେ ଗୋଷ୍ଠୀ ସଂଘର୍ଷ ଘଟଣା । ଏନେଇ କେନ୍ଦୁଝରରେ ଗତକାଲି ଠାରୁ ଇଣ୍ଟରନେଟ ସେବା ବନ୍ଦ ରହିଛି । ହନୁମାନ ଝଣ୍ଡାନେବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗତକାଲିଠାରୁ ଗଣ୍ଡୋଗୋଳ ହୋଇଥିଲା ।ଏନେଇ କାଲିଠାରୁ ଜାରି ହୋଇଥିବା ୧୪୪ ଧାରା ଆଜି ବି ବଳବତ୍ତର…

ବଢୁଛି ରୌଦ୍ର ତାପ: ୧୨ଟି ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ବଢୁଛି ରୌଦ୍ର ତାପ । ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଗତକାଲି ରାଜ୍ୟର ୧୨ଟି ସହରରେ ପାରଦ ୪୦ ପାର୍ କରିଥିଲା । ୪୨ ଦଶମିକ ୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ତାପଛକୁ ବଲାଙ୍ଗିର, ଝାରସୁଗୁଡ଼ା, ସୋନପୁର ଆଦି…

୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା ପରେ ଭାରତରେ ନିବେଶ କରିବାକୁ ଆହ୍ୱାନ କଲେ ପ୍ରତିରକ୍ଷା ମନ୍ତ୍ରୀ

ଓ୍ୱାଶିଂଟନ: ଭାରତ-ଆମେରିକା ସମ୍ପର୍କର ଅନ୍ୟତମ ସ୍ତମ୍ଭ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶର ଭାଗିଦାରୀ। ଭାରତ ମହାସାଗର କ୍ଷେତ୍ର, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ 'ଆକ୍ଟ ଇଷ୍ଟ' ଏବଂ 'ପଡ଼ୋଶୀ ପ୍ରଥମେ' ନୀତିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତ-ପ୍ରଶାନ୍ତ…

ପୂର୍ବତନ ରାଜ୍ୟ ବିଜେପି ସଭାପତି ‘ମୁଣ୍ଡକାଟ’ ଧମକ ଦେଇଥିବା ଅଭିଯୋଗ

ଜୁନାଗଡ: ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏକ ବୈଠକରେ ମୁଣ୍ଡକାଟ ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସୋମବାର ଜୁନାଗଡ ଏନଏସିରେ ନିର୍ବାଚିତ କାଉନସିଲରଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ସମୟରେ ବିଜେଡି କାଉନସିଲରଙ୍କ ସହ ଯୁକ୍ତିତର୍କ ବେଳେ…

ୟୁକ୍ରେନର ବୁଚା ସହରରେ ରୁଷିଆର ନରସଂହାର: ଦୁଷ୍କର୍ମ ସହ ବଢୁଛି ହତ୍ୟା

ୟୁକ୍ରେନର ବୁଚା ସହରରେ ରୁଷିଆ ଯେଉଁ ନରସଂହାର କରିଛି, ତା’ର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିଭର ବୁଚା ଅଂଚଳରେ ଦୁଷ୍କର୍ମ, ହତ୍ୟା, ନିର୍ଯାତନା ଓ ବର୍ବରତାର ଦୃଶ୍ୟ ସାରା ବିଶ୍ୱବାସୀଙ୍କୁ ଚକିତ କରିଦେଇଛି । ଏହି ଅଂଚଳକୁ ଗସ୍ତ କରି ଜାତୀୟ,…