ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୨
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ହରି ଉପାସନା ସହ ହର (ଦେବ ଦେବ ମହାଦେବ )ଙ୍କ ଉପାସନା ମଧ୍ୟ ଦୃଷ୍ଟି ଗୋଚର ହୁଏ। ଆଜି ଶ୍ରୀକ୍ଷେତ୍ରରେ ପୂଜିତ ଏଭଳି ପାଞ୍ଚ ଜଣ ମହାଦେବଙ୍କ…