Latest Odisha News

BREAKING NEWS

Yearly Archives

2022

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱରରେ କାର୍ଯ୍ୟରତ ଆର୍ ଆଣ୍ଡ ବି ଡିଭିଜନ୍-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ । ଭୁବନେଶ୍ୱର, ଢେଙ୍କାନାଳ ଓ ତାଳଚେରର ୬ଟି ସ୍ଥାନରେ ଚଢ଼ାଉ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୭ ଆପଣ ଗୋଟିଏ କାମ କରନ୍ତୁ, ମୁଁ ରେଫର କରିଦୋଉଛି, ମୋର ଜଣେ ସିନିୟର । ପ୍ରଫେସର କର । ସାଇକ୍‌ଆଟ୍ରିଷ୍ଟ । ତାଙ୍କ ପାଖକୁ ନେଇଯିବେ । ଏବେ ନୁହେଁ, ଚାରିପାଞ୍ଚ ଦିନ ମେଡ଼ିସିନ ଖାଇ ଜର ଭଲ ହେବାପରେ । ଆପଣ…

ଭାଷା ଭାଗବତ : ସମୟ ସହିତ ସାହିତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୪  ଋତୁ, ରୂପ, ସ୍ଥଳ ବର୍ଣନା ଦେବୀ, ଦେବ, ପ୍ରଭୁ ବଂଦନା ପ୍ରେମ, ଭକ୍ତି, ପୂଜା ମହତ୍ତ୍ୱ ଇତ୍ୟାଦିରେ ଭରା ସାହିତ୍ୟ କରିଛି କି ଲୋକଂକ ହିତ ହୋଇ ବି ଏତେ ପ୍ରଚାରିତ ? ଏ ପ୍ରଶ୍ନ ନିଜକୁ ପଚାରୁଁ ତା'ପରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଚିତି ସ୍ୱରୂପା ମାତୃ ଶକ୍ତି (ପ୍ରକୃତି ରୂପିଣୀ )ମା ଯୋଗମାୟା ମଧ୍ୟ ସ୍ୱୟଂ ପରଂବ୍ରହ୍ମ ସ୍ୱରୂପିଣୀ ଏକଥା ଆମର ସମସ୍ତ ଶାସ୍ତ୍ରରେ ବର୍ଣ୍ଣିତ । ଆମର…

ଇସ୍ତଫା ଦେବାକୁ ନିଜ ଆଡୁ ପ୍ରସ୍ତାବ ଦେଲେ ସୋନିଆ, ମନା କଲେ ଦଳର ସଦସ୍ୟ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ବୈଠକରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ଦଳକୁ ଆଗକୁ ବଢିବା ଦରକାର । ଏଥିପାଇଁ ସେ ଓ ତାଙ୍କ ପୁଅ ରାହୁଲ ଏବଂ ଝିଅ ପ୍ରିୟଙ୍କାଙ୍କୁ ଯଦି ଇସ୍ତଫା ଦେବାକୁ ପଡିବ ତାହେଲେ ସେ ରାଜି ଅଛନ୍ତି ବୋଲି କହିଥିଲେ । କିନ୍ତୁ…

ଋଷ ସୌନ୍ୟଙ୍କ ଗୁଳି ମାଡ଼ରେ ଜଣେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ, ଅନ୍ୟ ୨ଜଣ ଗୁରୁତର

ଭୁବନେଶ୍ୱର: ୟୁକ୍ରେନ ଉପରେ ଋଷ ୧୮ ଦିନ ହେଲାଣି ଯାରି ରଖିଛି ଆକ୍ରମଣ । ୟୁକ୍ରେନର ସେନା ସମେତ ସେଠାକାର ସାଧାରଣ ନାଗରିକ ଓ ଦେଶର ସାମ୍ବାଦିକଙ୍କୁ ବି ଟାର୍ଗେଟ କରି ଗୁଳି ଚଳାଉଛି ଋଷ । ଆଜି ଋଷ ସେନାର ଗୁଳିମାଡ଼ରେ ଜରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହା ସହିତ…

ରାଜଧାନୀରେ ନିର୍ବାଚନୀ ହିଂସା ଘଟଣାରେ ୧୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର: ରାଜଧାନୀରେ ଶୁକ୍ରବାର ନିର୍ବାଚନକୁ ନେଇ ଲକ୍ଷ୍ମୀସାଗରରେ ହୋଇଥିବା ଗଣ୍ଡୋଳ ଘଟଣାରେ ୧୨ ଜଣଙ୍କୁ ପୋଲିସ ଗିରଫ କରିଛି । ଗତ ଶୁକ୍ରବାର ରାତିରେ ୨ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ ।…

ସେଲଫି ନିଶା ନେଲା ଜୀବନ: ମୋବାଇଲ୍ କ୍ଲିକ୍ କରିବା ପରିବର୍ତ୍ତେ ବନ୍ଧୁକର ଟ୍ରିଗର ଚିପି ଦେଲେ

ଜୟପୁର: ସୋସିଆଲ ମିଡିଆରେ ବିଭିନ୍ନ ପୋଜରେ ସେଲଫି ଅପଲୋଡ କରିବାର କ୍ରେଜ ବେଳେ ସାଂଘାତିକ ବୋଲି ପ୍ରମାଣିତ ହୁଏ । ସେଲଫି ଆଇ ଅନେକଙ୍କ ଜୀବନ ଯାଉଥିବା ଆମେ ପ୍ରାୟ ପ୍ରତିଦିନ ଶୁଣିଥାଉ । ରାଜସ୍ଥାନରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ କଲେଜ ପଢୁଆ ଛାତ୍ର ସେଲଫି ନେଉଥିବା ବେଳେ…

ଦେଶରେ ଗୋଟିଏ ଦିନରେ କୋଭିଡ ମୃତ୍ୟୁ ସଂଖ୍ୟା ୪୭

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ସ୍ଥିତିରେ କିଛି ଟା ସୁଧାର ଆସିଛି । ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୧୧୬ କରୋନା ଭାଇରସରେ ସଂକ୍ରମିତ ହେଇଛନ୍ତି ।…

ରୁଷିଆ ଆକ୍ରମଣରେ ଆମେରିକା ସାମ୍ବାଦିକଙ୍କ ମୃତ୍ୟୁ

କ୍ୱିଭ: ୟୁକ୍ରେନ ଉପରେ ରୁଷିଆ ଘନ ଘନ ଆକ୍ରମଣ ଜାରୀ ରଖିଛି । ଏପରିକି ଜନବସତି ଉପରେ ମଧ୍ୟ ଗୁଳି ଓ ମିସାଇଲରେ ଆକ୍ରମଣ କରାଯାଉଥିବା ନେଇ ଖବର ପ୍ରକାଶ ପାଇଛି । ରବିବାର ଆମେରିକାର ନ୍ୟୁୟର୍କ ଟାଇମ୍ସ ସାମ୍ବାଦିକ କ୍ୱିଭରେ ରିପୋର୍ଟିଂ କରୁଥିବା ବେଳେ ରୁଷିଆ ସେନାବାହିନୀ ପକ୍ଷରୁ ଗୁଳିବର୍ଷଣ…